ପୃଷ୍ଠା:Asha Tara Dekhiba.pdf/୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଉଲ୍‌କା ବର୍ଷା:

ନାମ ସମୟ* ତୀବ୍ରତା* ଉତ୍ପତ୍ତି ଅଞ୍ଚଳ (ତାରାମଣ୍ତଳ) ଉତ୍ସ ଧୂମକେତୁ
ଭୂତେଶୀୟ (କ୍ୱାଡ଼୍ରାଣ୍ଟିଡ଼୍‌ସ୍) ଜାନୁଆରୀ ୨-୪ ୩୦ ଭୂତେଶ --
ବୀଣାୟ (ଲାଇରିଡ଼୍‌ସ୍) ଏପ୍ରିଲ ୨୦-୨୨ ବୀଣା ୧୮ ୬୧ I
ଚ-କୁମ୍ଭୀୟ(ଇଟା-ଆକ୍ୱାରିଡ଼୍‌ସ୍) ମେ ୨-୭ ୧୦ କୁମ୍ଭ ହାଲି
ଘ-କୁମ୍ଭୀୟ (ଡ଼େ ଜୁଲାଇ ୨୬-୩୧ ୧୫ କୁମ୍ଭ --
ଯ‌ଯାତୀୟ ଅଗଷ୍ଟ ୧୦-୧୪ ୪୦ ଯ‌ଯାତି ସ୍ୱିଫ୍ଟ-ଟ‌ଟଲ
କାଳପୁରୁଷ ଅକ୍ଟୋବର ୧୮-୨୩ ୧୫ କାଳପୁରୁଷ ହାଲି
ବୃଷୀୟ ନଭେମ୍ବର ୧-୭ ବୃଷ ଏନ୍‌କେ
ସିଂହୀୟ ନଭେମ୍ବର ୧୪-୧୯ ସିଂହ ଟେମ୍ପଲ୍-ଚଟଲ
ମିଥୁନୀୟ ଡ଼ିସେମ୍ବର ୧୦-୧୩ ୫୦ ମିଥୁନ ଗ୍ରହାଣୁ-ଫେଟନ୍
  • ଦିଆ ଯାଇଥିବା ସମୟରେ ସାଧାରଣ ସମୟ ଅପେକ୍ଷା ଅଧିକ ଉଲ୍‌କା ପଡ଼ିଥାଏ । ଏହା ଭିତରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଉଲ୍‌କାଗୁଡ଼ିକର ସଂଖ୍ୟା ବ‌ହୁତ ବଢ଼ିଯାଏ । ପ୍ରତି ବର୍ଷ ସର୍ବାଧିକ ଉଲ୍‌କାପାତର ସମୟ କିଛି ଦେଲେ । ଘଣ୍ଟା ପ୍ରତି ସର୍ବାଧିକ ଉଲ୍‌କା ସଂଖ୍ୟାକୁ ଉଲ୍‌କା ବର୍ଷାର ତୀବ୍ରତା ଭାବରେ ଧରାଯାଏ ।