ପୃଷ୍ଠା:Babaji Natak (JM Lala, 1877; KC Patnaik, Ed.) o.pdf/୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୩୮ ବାବାଈ—ଆମେ ତ ଭମାଖୁ ଖାଉଁ ନା ବାବା ! ଗଞ୍ଜା କଣ ହବ ? ଚଳମ ରଖନ୍ତୁ । ଗଞ୍ଜା ଏଙ୍ଗ ଆଦି ଅମର କରୁ ହୁଏ ନାହିଁ । ସ୍ପେଜନ ନ କଲେ, ଜୀବନ ନ ରହିବ ଏଥିପାଇଁ qଜନ ଆବଶ୍ୟକ । ନିଶା ପାଣିରୁ କ କାର୍ଯ୍ୟ ? ସେଟ୍‌ରେ ମଣ୍ଡ ଗତ ଠିକ୍ ରହେ ନାହିଁ । ବାରୁ—ମଣ୍ଡ ଗଣ୍ଡ ଠିକ୍ ରହେନା ? ତେବେ କପର ବୈସର୍ଗୀମାନେ ନିଶା ଖାନ୍ତି ? ଆହ୍ଵାର ଗୋଟିଏ ବଚନ ଅରୁ “ଯୋଗ ଖାଦ୍ର୍ୟ ଯୋଗ ଧାନ ଧରେ ହରକେ ନାମ ଉକ୍ଟରନେଲୁ ।” ବାବା —ହଁ, ଏପରି କଥା ଅଛି । କିନ୍ତୁ ତାହା ନିଶାଖୋରଙ୍କ କଥା, ଶାସ୍ତ୍ରର ବଚନ ନୁହେ । ଦଶା ବଡ଼ ମନ୍ଦ, ଯାହା ତ କରିବାର ନୁହେଁ । ବାରୁ—ନା ନା ମହାରକ, ନିଶା ଏପର ମନ୍ଦ ନୁହେଁ । ସେଥିରେ ଗୁଣ ଦୁଗୁଣ ଦୁହେଁ ଅଛନ୍ତ । ଅଧିକ ଖାଇବାକୁ ଅବଶ୍ୟ ଦୋଷ । କେବେ କେବେ ଅଳ୍ପ ଖାଇଲେ କିଛି ଦୋଷ ନାହିଁ, ବରଂ ଭଲ ହୁଏ । ମନ ମଗ୍ନ ହୋଇ ରହେ, ସେତେ ବଡ଼ ଶୋକ ସନ୍ତାପ ଥାଉ ସବୁ ଭୁଲିଯାଏ । ନଶାରେ ବଡ଼ ମଜ୍ଜା । ବାବା -“ହଁ ମଉଜ ଭ ହୁଏ, ସେପର ମଉକରୁ ଅମର କ ପ୍ରୟୋଜନ ? ନଶା ପାଇଁ ପଇସା ଲେଡ଼ା ହେବ । ପଇସା ପାଇଁ ବାର ବାର ବୁଲିବାକୁ ପଡ଼ିବ, ସେହି ଚିନ୍ତାରେ ଦିନ ଯିବ । ଭଗବାନଙ୍କୁ ଚାରୁ କେତେବେଲେ ? ବଡ଼ ଲୋକମାନେ ମଉଳ ଖୋଜନ୍ତ, କି ନିଶାରେ ଆଗେ ମଜା ଈଶ୍ଵର ଚନ୍ତାରେ । ପଛରୁ ବଡ଼ ବେମକା । ସାର ମଜା