ସେ ନାରୀ ମୋର ରୂପ ପାଇ । ସମାନ ରୂପ ସଂଯୁଜ୍ୟ ମୁକତି ଲଭଇ ।। ତୀଜପୂଜା କଥାଭାଷା ଗୀତ ସମାପନ । ସଦାଶିବ ଶ୍ରୀ ଚରଣେ ହୋଇ ସମର୍ପଣ ।।