ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୧
ବର୍ଣ୍ଣବୋଧ ।
ଶୂକର ଅକୂଳ ନୂପୁର ମୂଷିକ ନୂତନ
ଭୁତଳ ଦୁକୂଳ ଭୂଷଣ ସମୂହ ମୟୂର
ଆଇଲାଣି ବିଲାଇ ।
ମୂଷା ଯିବ ପଳାଇ ।
ମୟୂର ନାଚଇ । ସପୂରି ପାଚଇ । କୂପଜଳ ସୁଶୀତଳ ।
ଦୂରବାଟ । ନୂଆହାଟ । ନଦୀକୂଳ । ତରୁମୂଳ ।
ନୂତନ ବାଳକ ବାଳିକା । କୁମୁଦ କୁସୁମ ମାଳିକା ।
ସୁନା ରୁପା ଅଛି ଯାର । ବହୁତ ଭାବନା ତାର ।
ଋକାର ବନା ।
କ ଋ କୃ । ଚ ଋ ଚୃ
ଖ ଋ ଖୃ । ଛ ଋ ଛୃ
ଗ ଋ ଗୃ । ଜ ଋ ଜୃ
ଘ ଋ ଘୃ । ଝ ଋ ଝୃ
ଟୃ ଠୃ ଡୃ ଢୃ ତୃ ଥୃ ଦୃ ଧୃ ନୃ ପୃ ଫୃ
ବୃ ଭୃ ମୃ ଯୃ ଶୃ ଷୃ ସୃ ହୃ ।
କୃଶ ମୃଗ ଗୃହ ତୃଷା କୃଷି
ବୃଷ ତୃଣ ଘୃତ ବୃଥା କୃମି
ନୃପତି ପୃଥିବୀ ମୃଣାଳ କୃଷକ ଶୃଗାଳ
ଈଦୃଶ କୀଦୃଶ ସଦୃଶ ଯାଦୃଶ ତାଦୃଶ