୪ ! ଗ - ସିନ୍ଧୁ କାମୋଦୀ କାନ୍ତର ବିମନ ଜାଣି, ଅନ ହେବ ଅଦ୍ଭୁଜ, ଶୁଦ୍ଧ ଅଗୋ ପ୍ରକ୍ଷେଣ୍ଡର ସୀତା । ଦଶୁଭ ଶ୍ରୀମୁଖ ୧ ବରସ । ମୁଁ ଅବା କଲ୍ କେବଣ ଦୋଷ ହେ, ପ୍ରନାଥ ୨ || ବନକୁ ସେଥିଲେ ମୋର ପଣ୍ଡା ୩ ଗୋ । ପରୁରନ୍ତ ଠାକୁରାଣୀ । ନେବେ ମୁ ଲେଜକ । ପ୍ଲେ ନୈକେୟୀଙ୍କ ବର ଦେଇ ଥଲେ ଝିଅର ରଖିଥୁଲେ ସେ ଗୁମର ମନେ । ଅନ୍ତୁ ଅଭିକ ଶୁଣି ମାଗିଲେ ସେ ସତ୍ୟ ବାଣୀ ବ୍ରତ ଚୂନା ଗ୍ରାମ ଯିବେ ଚନେ ଗୋ, ଚନ୍ଦ୍ର ମୁଖି ୪| ନ ହୁଅ ୫ ମନେ ବରସ ମୋତ୍ସବ ଦ୍ରବ୍ୟ ସୁବେଶ ସେଥବ ୬ ମାତାଙ୍କର ପାଶ । ପୁରୁ ୭ ନୋହିବ ଦାନୀର ମଙ୍ଗ ନୋତ୍ସବ କାର ଯେମନ୍ତେ ବ୍ରଜ ନ କରେ ବୋଧ ଗୋ, ଚନ୍ଦ୍ର ମୁଖି ॥ ଶ୍ରମ ଶ୍ରୀମୁଖ ବାଣୀ ଶୁଣି ସୀତା ୮ ଠାକୁରୁଣୀ ବୋଲନ୍ତ କାଟିଲ ଭୁମ୍ଭ ମନ । ତୁମ୍ଭେ ଯେବେ ଯିବ ବନେ ମୁଁ କର୍ମୀ ଥୁବ ସଦନେ ଯେବେ ନ ନେବା ମୁଙ୍ଗରେ ନ ଥବ ପ୍ରାଣ ଅଙ୍ଗରେ ରୁମ୍ଭ ଆଗେ କରିବ ଗମନ ହୈ, ପ୍ରାଣନାଥ }} ତୁମ୍ଭେ ମୋ ୯ ପର ପଞ୍ଚଭୁତ । ୧ –ଶ୍ରୀମୁଖଇ ଦଣ୍ଡରୁ ପୋଣ୍ଡ୍ ପାଠ । ୩-ଭାଇ ପୋଥ ପାଠ । ୫ନ କର ପୋଥୁପାଠ, ୭–ଘରୁ ପୁସ୍ତକ ପାଠ, ୨-ଫ୍ରନାଥ ପୋଥରେ ନାହଁ । ୪-ଚନ୍ଦ୍ର ମୁଟି ! ପୋଥରେ ନାହଁ, ୨-ସେଥୁବ ପୋଥିପାଠ, ୮-ସୌଭ୍ୟ ପେଥୁପାଠ, ୧-ମୋର ପ୍ରାଣ ପୋଥିପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୦୨
ଦେଖଣା