Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୦୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କରୁଷ୍ପ ବନେ ସେବା ଶୁଣି ଗୁ ରମ୍ୟ ବାର୍ଥୀ କାଣିବାକୁ ତୁମ୍ଭ ମନ ଅମୋ କାଣ୍ଡ ଖତ ବରଷ ହେଉ ନା ତେବେ ମୋର ଭୋଷ ହେବ ଚତ୍ତ ହେ, ପ୍ରାଥନାଥ ୧ ତୁମ୍ଭେ ମୋର ପିଣ୍ଡର୍ ଜୀବନ । କଳ୍ପ ବରୁ ନ ବର୍ଷନ୍ତ ମୀନ ଗୋ, ଚନ୍ଦ୍ର ମୁଖି !! ବୋଲନ୍ତ କୋଦଣ୍ଡ ପାଣି ବୋଇଲ୍ ସଖି ଏସନ ଏହି ସମସ୍ତେ ଲକ୍ଷ୍ମଣ ସଜ ହୋଇ ସେହିକ୍ଷଣ ଶ୍ରାବମ ଗୁମ୍ଭରେ ପରବେଶ । ହେଲେ ବନବାସୀ ବେଶ ବୋଲେ ଵଣି ସବୁର ବରସ ହୈ, ସୁଜ୍ଞଜନେ !! ୪୩ ର- ବଙ୍ଗାଳଶ୍ରୀ ବଶିଷ୍ଠ ପୁତ୍ର ଆଣିଣ ୨ ଗ୍ରାମଚନ୍ଦ୍ର ଅଙ୍ଗ ୩ ଆଭରଣ ଦେଲେ । ସୌଭା ହଁ ତାହାଙ୍କ ପତ୍ନୀର ନିମନ୍ତେ ଅଲଙ୍କାର ସମର୍ପିଲେ ॥ ଗଜ ଅଶ୍ଵ ଗାବ ହିରଣ୍ୟ ବସନ ୪ ବିପ୍ରେ ଦେଲେ ବହୃଦାନ । ପରର ପଣର ୫ ସହରରେ ଲେଖି ଦେଲେ ରେଭନ | ବାହାର ହୋଇଲେ ଘୁମଚନ୍ଦ୍ର ସଙ୍ଗେ ଲକ୍ଷ୍ମଣ ଜାନଙ୍କ ଘେନି | ମଧ୍ୟରେ ଶେଭ୍ ଦିଶନ୍ତି ଚନ୍ଦ୍ର ମୁଖୀ ଆଗପଛ ଦୁଇ ବେନ । ନଗ୍ର ନରନାର ବିକଳ୍ପ ସବୁର ନୟୁରୁ ବହଇ ନର ଗୋ । ବନା ଦୋଷେ ଚୂଜା ବନକୁ ପେଶରୁ ଶ୍ରୀଘ୍ରମ ପ୍ରାୟ ଲୁମର ଗୋ । କେ ବୋଲଇ ରଜାଙ୍କର ଦୋଷ ନାହଁ କୈକେନ୍ଦ୍ରୀ। ଏମନ୍ତ କଳ୍ପ । କେ ବୋଲଇ ଚୂଜା ଭାର ବୋଲ୍ କଲ୍ କେବଣ ଭୁଢା ଲଗିଲ ଗୋ | ୧-ଏହି ଗୀତରେ ଥିବା ପ୍ରାଣନାଥ, ଚନ୍ଦ୍ର ମୁଖି!, ପୋଥରେ ନାହିଁ । ୨-ଅଣାଣ ପୋଥିପାଠ, ସୁଜନେ ଆଦି ସମ୍ବୋଧନ ଏ। ଅଙ୍ଗ ପୁସ୍ତକ ପାଠ, ପୋଥିପାଠ । ୪--ଯାନ ରଉଳ ବସନ ପୋଅ ପାଠ, ୫ ପରବର ପରିବା