Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୫
ଅଯୋଧ୍ୟା କାଣ୍ଡ

ଅଶ ଟୁକୁମାର ସେ ପାଷାଣ କଣ୍ଟା ଜଣେ । ସ୍କୁଲ ନ ପାରିଲେ ରାମ ରହସ୍ୟରୁ ଦିନେ ରେ ଶଭେପଲ ଚନ୍ଦନ ଭୋ ଶବ୍ଦରେ ଲେକ୍ସ । କେମନ୍ତେ ବଞ୍ଚିବୁ ଦିନେ ପାଂଶୁ ବୋଲ ହୋଇ ରେ । ସୁପାଶ ପଲଙ୍କ ନଦ୍ରା ନ ମାଡ଼ିଲ ମୋତେ । ପଞ୍ଚ ଛଣାରେ ରାମ ଶୋକରୁ କେମନ୍ତ ରେ ॥ ଅମୃତ ଯୋଗଡ଼ ଗୁମ ଭୋତେ ନ ରୁଚଇ । କେମନ୍ତେ ବଞ୍ଚୁ ବନେ କ ା ଫଳ ଖାଇରେ ॥ ଅତ ସୁକୁମାର ମୋର ଜନକ-ବୁଢା । ଆରେ ବାରୁ ଲକ୍ଷ୍ମଣ ଲଗିଲ୍ ଭୋଭେ ସୀଭାରେ । ଶ୍ରୀଘ୍ରମ ସୁମର କାହେ କଉଶ ଗୁଣୀ । ବୋଲେ ବଶି ଭାଙ୍କୁ ବୋଧ ଦ୍ୟନ୍ତ ରଘୁମଣି ୧ ସେ I ଗ୍ରଗ ଦକ୍ଷିଣ ମୁଖାଈ କାଫି ୨ ଦଶରଥ ନୃପଣ ଶୋକେ ଆକୁଲ । ଭଣ୍ଡାରୁ ଆଣି ଗୁଣ ୩ ଗ୍ରାମଙ୍କୁ ଯେ, ଦେଲେ ଅଜନ ଗୁଲ । ସୀତାଙ୍କୁ ଦେଖି ୪ ଦେଲେ ଭୂଷଣ ବାସ । ଅଜ୍ଞା ପାଇ ସାରଥ ଆଣିଲ ଯେ, ରଥ ଶ୍ରୀଘ୍ରମ ପାଶ !! ପିତା ଚରଣେ ପଡ଼ ଦିନ ପରଣୀ । ମାତାମାନଙ୍କୁ ମାନ୍ୟ କରଣ ସେ, ବେଗେ ହେଲେ ମେଲୁଣି । ବଶିଷ୍ଠ ଆଦି ଯେତେକ ଥଲେ ଋଷି । ସେମାନଙ୍କୁ ହଁ ମାନ୍ୟ କରିଣ ଯେ, ଘୁମ ରଥରେ ବସି ! ୧-ଏହି ଗୀତଟି ଢାଳପକ୍ଷ ପୋଥରେ ମିଳେ ନାହିଁ କମ୍ବା ଏହି ଗୀତର ଗୁଗ ପ୍ରକାଶିତ ପୁସ୍ତକରେ ଦିଆଯାଇ ନାହିଁ, ୨-କେବଲ ‘କାଫି’ ବୋଲ୍ ପୋଥ ପାଠରେ ଅଛ, ୩-ରଜା ପୋଥପାଠ, ୪-ଲେଖି ଦେଲେ ପୋଽପାଠ, ୪୫