Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୬
ରାମଲୀଳା

କୋଦଣ୍ଡ ବାମକରେ ଦର୍ଷ େ ଶର । ଦୃଷ୍ଟି ଦେଶରେ ଶୋଇ ପାଉଛୁ ଯେ, କାଣ୍ଡ ଘରକୁ ୧ ଘର । ସୁମନ୍ତ୍ର ରଥ ବାହାରୁ ଧୀର ଧୀର କଣ୍ଠ । ରଥ ଟେଉଁ ଗୋଡ଼ାଇ ଅଛନ୍ତି ଯେ, ଅଯୋଦ୍ଧା ନରନାରୀ ରୂର୍ଦ୍ଧା ରୂର୍ତ୍ତ ରଥ ହୋଇଲ୍ ଅଦୃଶ୍ୟ । ଦେଖିଣ ଗୁଗୁଣୀ ସହିତେ ଯେ, ଶୋକେ । ହେଲେ ଅବଶ । ଗ୍ରାମ ଅଦୃଶ୍ୟ ଯାଏ ଗୋଡ଼ାଇ ଥିଲେ । 1 ସି ଗୁମ ଲକ୍ଷ୍ମଣ ୩ ଜାନଙ୍କ ଗୋ, ବୋଲ ମୋହି ଗଲେ । କୌଶଳା ଅନ୍ଧ କର ସେତେକ ନାହିଁ । ଗୁଜାଙ୍କ ମୋହ ଦେଖି ଧରଣ ଯେ, ଆଣିଲେ ନିଜ ପୁଅ || ତପନ ତମ ଭ୪ରେ ପ୍ରବେଶ । ସେଠାରେ ବିଜେ କର୍ ଦେଟିଲେ ଯେ, ଦନ ହୋଇଲ୍ ଶେଷ ॥ ବୋଧ୍ୟ କହନ୍ତେ କେହି ବୋଧ ନୋହିଲେ । ଶାନ୍ତ ହୋଇଣ ଜନେ ଶୁଅନ୍ତେ ଯେ, ତାଙ୍କୁ ନ କହି ଗଲେ ୫ | ଶୃଙ୍ଗବେର ୭ ପୁରରେ ହୋଇଲେ ପ୍ରବେଶ । ରୁହ ଶବର ଅ ଵି ଦର୍ଶନ ଯେ, କଳ୍ପ ଶ୍ରୀଘ୍ରମ ପାଶ କହିଲେ ଘୁମ ଭାଙ୍କୁ ସବଂ ବୃତ୍ତନ୍ତ । ବୋଲେ ବଶି ଭକ୍ଷ ଦେଳକ ସେ, ତାଙ୍କ ପାଣେ ଅନନ୍ତ ୭। ଏକତାଳୀ ୮ ନିଜ ଦେଲେ ଯ ନେଇ, ଗ୍ରାମ ଦେଲେ ବାହୁଡାଇ । ବକ୍ଷରେ ନଶା ଦଳ କଲେ ରାମ ସେଠାରେ ସେଦିନ ରହି । ୧-ସ୍ଵରଥର ପୋଥପାଠ, - ଘୁରମାର ପୋଥପାଠ । ୩-ଲକ୍ଷ୍ମଣ ପୋଟ୍‌ରେ ନାହଁ, ୫-ନ କହି କହିଲେ ତୁ ସ୍ତନପୀଠ, ୭-ଟ୍‌ରଅଶ୍ଚନ୍ତ ପୋପାଠ, ୪-ଯେତେ ଥିଲେ ନରବାର ପୋଥିପାଠ ୭ଶୃଙ୍ଗ ବେଣୀ ପୋଥପାଠ ୮-ପ୍ଲଗ-ଗଡ଼ମାଈଆ ପୋପାଠ