ପାନ କଲେ ଗଙ୍ଗୀ ବାଈ, ହୋଇଲେ ଦକର ଧାଇ ୧ । ପୋଲ ରୁନିଆ ୨ ଇରୁମୂଲେ ଶୋଇଲେ କୁଶାଙ୍କୁର ଶଯ୍ୟା ଜଗି ରହିଲେ ଲକ୍ଷ୍ମଣ, ଧରୁରେ ପୂରଇ ବାଣ ୩ | “ଗୁଦ ଶବ୍ଦରେ ମିବର ଉନ୍ମକ୍ତ ହୋଇଲ ସୈନ୍ୟ ସେନ || ସୁମନ୍ତ୍ର ମେଲି ହେଲେ, ରଥ ବାହୁଡ଼ାଇ ନେଲେ । ସେଠାରୁ ଶ୍ରୀଗମ ଲକ୍ଷ୍ମୀ କାନଙ୍କ ପୟରେ ଗମନ ୪ କଲେ ॥ କେତେ ଦୂର ପଥ ଗଲେ, ଭେଲାରେ ୫ ଗଙ୍ଗା ଜରିଲେ । ବାଞ୍ଛାବ୪ ନିକଟରେ ଭରଦ୍ୱାଜ ୬ ମୁନଙ୍କ ମଠ ଦେଖିଲେ । ହୋଇଅଛ ସାୟଂ ଜାଲି, ଆଦୃତି ଦେବାର ଦଳ ଏହି ସମସ୍ତେ ଗ୍ରାମ ଲକ୍ଷ୍ମଣ ସୀଭା ପଡ଼ିଲେ ଚରଣ ଭଲ । କଣ କଉଶ ଋଷି, ଆନ ଦେଇ ଘଷି । ନାନା ଉପରୁରେ ପୂଜା କରି ଗ୍ରାମ-ଲକ୍ଷ୍ମଣଙ୍କ ମନ ଭୋଧି ( ମୁନଙ୍କି କହିଲେ ସବୁ, ସେ ବୋଲନ୍ତି ୭ ରନ୍ ବାବୁ । ଚଉଦ ବରଷକୁ ଯେତେ ଲାଗିବ ଲେଖି ଆମ୍ଭେ ସବୁ ଦେଲୁ ! କରି ॥ ରାମ କଲେ ଭାବ ନାହଁ, ଶୟନ କଲେ ସେଠାଇଁ । ମେଠାରେ ଲକ୍ଷ୍ମଣ କରିଣ ବସିଲେ ୯ ଧନୁରେ ଶରେ ବସାଇ ୧° # ଶୁଭେ ନର୍ଶି ଗଳ୍ପ ପୀହ, ମୁନ ସଙ୍ଗେ ଭେଟ ହୋଇ । ଶିକୁ ଗାଁର ନକ ଦଗୁରୁ ବୋଲ୍ ମାର୍ଗ ଦେଲେ କହ । ସେହି ମାର୍ରେ ରାମ ଗଲେ, କାଳନ୍ଦୀ ପାର ହୋଇଲେ । ଚନ୍ଦ୍ର ଗଁ ର ପାଶେ ମହାକ୩ ୯୯ କେଖି ସାନନ୍ଦ ହୋଇଲେ । ୪୭ ୧-କଟାଧାରୀ ପୁସ୍ତକ ପାଠ, ୨-ପୋଇ ଆ ପୁ ସ୍ତକ ପାଠ ୩ ଗୁଣ ପୋଥପାଠ, ୪କଳେ ପୁସ୍ତକପାଠ, ୫-ସୁଖେ ପୋଥପାଠ, ୧୧ ନକରେ ୬- ଭରଦ୍ବାଦଶ ପୋପାଠ, ୭–ବୋଇଲେ ପୋଥପାଠ, ୮-ଶ୍ଚୟନ ପୋପାଠ, ୯--ନଶିରେ ଜଗିଲେ ପୋଥିପାଠ, ୮ --ପୂରୋଇ ପୋଥୁପାଠ, ମହା ପୋଥପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୦୭
ଦେଖଣା