Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୦୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୮
ରାମଳୀଳା

ଧନ୍ୟ ଧନ୍ୟ ଚନ୍ଦ୍ର, ଗାଁ ଈମାନଙ୍କ ମୁକୁ୪ । ବାଲ୍‌ମିକ ମୁନ ତପସ୍ୟା କରନ୍ତି ଯେବଣ ଏ ଗାଁର କୋ୪ ୧ ।. ବାଲ୍‌ମୀକ ସଙ୍ଗେ ଭେ, କହିଲେ ସକଲ କୃଷି > | ବହୁବିଧ କହି ରାମଙ୍କୁ ପୂଜିଲେ ହୋଇ ମୁନକର ଦୃଷ୍ଟି । ଚକ୍‌ କୁଟୀ କଲେ, ମହା ସୁଖରେ ରହିଲେ । ବୋଲେ ବଖି ମୃଗମାନ ମାଈ ଆଣି କୁକ୍ଷୀରେ ପ୍ରବେଶ ହେଲେ । ରଗ ଘଣ୍ଟାରବ ଦୁଇତାଳୀ ରାମ କର ଧର ଜାମିଷ ବୋଲଣ୍ଡ ବେନ ଗୋ । ତଳୁ ଗାଁ’ର ମୂର୍ବ ନ ବୋଲନ୍ତି ଦେଖ ସଜନ । କାନ୍ତର ବେନ ଗୋ କରୁଛନ୍ତି ବିବିଧ ଧନ । ଦେଖ ଦେଖ କୃଷ୍ଣ ଅଗୁରୁ ସ୍କୁଲ୍ ଭରୁ ଗୋ, ସୁବାସ କରୁଅଛ ଦୂରୁ ଦେଖ ଦେଖ କୁସୁମ ଲ ମ୍ୟାପେ ମଧ୍ୟ ଗୀ ମକରଦ ପାନେ ୪ ନରଭା । ଶୋଭ ଦେଖ ବବଧ ଭରୁ ଝୁରୁ ରମ୍ଭାରୁ ୫ ସିତ ପୀତ ରଙ୍ଗ ଏ ଶୀଳା ଦେଖି ଅବଲା ଗୋ ଫଲ ପୁଷ୍ପ ଅନ୍ତେ ଗରୁ । ଗୋ ନଲ ଶୟଳେ ମୁକୁ ମାଳା ୬ ଦେଖ ଏ ମହାଜନ ୬ ନଦୀ ପାର୍ଟାଲ ଭେଦ ଗୋ ଦୁଃଖଦାୟୀ ମହା ପ୍ରମୋଦୀ । ୧-ପ୍ରକଶ ପୋଥିପାଠ, ୩-କୃଷ୍ଟ ପୋଥିପାଠ । -ଏକତାଈ ପାର୍ଥ ପାଠ I ୪-ପିବେ ପୋପାଠ । ୫-ଚମରୁ ପୁସ୍ତକ ପାଠ । ୬-ନୀଲ ଶିଲେ ମର୍କତ ମେଲା ପୁ ସ୍ତକ ପାଠ । ୭-ମହାଗି ପୋଥପାଠ ।