ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
କ୍ଷତ୍ରିୟରୁଧିରମୟେ ଜଗଦପଗତପାପମଂ, ସ୍ନପୟସି ପୟସି ଶମିତ ଭବତାପଂ କେଶବ ! ଧୃତ-ଭୃଗୁପତିରୂପ ଜୟ ଜଗଦୀଶ ହରେ ।୧୦
ଭୁଜଙ୍ଗ ଦଳି ଜନମନ ରଞ୍ଜେ । ଯଦୁକୁଳକମଳତପନତେଜ ଗଞ୍ଜେ ।୨୯। ନରକଦନୁଜ ମଧୁ ମୁର ଦର୍ପ ଗଞ୍ଜେ । ଦେବଙ୍କୁ ହରଷ ଦେଇ ଗରୁଡ଼ରେ ବିଜେ । ୩୦। ଅମଳକମଳ ନେତ୍ର ଭବଭୟ ନାଶି । ତ୍ରିଭୁବନ ସ୍ଥାନ ଯାର ପୂର୍ଣ୍ଣ ବ୍ରହ୍ମରାଶି ।୩୧। ଜନକଦୁହୀତା ହୃଦେ କଲସିମଣ୍ତ୍ୟ । ଦିଣିଲ ସମରେ ଦଶକଣ୍ଠ ଯେ ଦୁଷଣ ।୩୨। ନବଘନ ଚାରୁ ତନୁ ଗିରିବର ପାଣି ଧାରମାବଦନବିଧୁକୁ ଚକୋର କି ଜାଣି । ୩୩। ପଦ୍ମାପୟୋଧରତଟ ଆଲିଙ୍ଗନ କରି । ହୃଦୟ କୁଙ୍କୁମାଙ୍କିତେ ପ୍ରମୋଦ ମୁରାରି ।୩୪। ମନୁ ଅନୁରାଗ କିଏ ହୋଇଛି ବାହାର ।