ପୃଷ୍ଠା:Matir chasi jatir padmashri.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଜଣେ ଚାଷୀ ଉତ୍ତର ଦେଲେ - ଏମିତି ଖରାପ ବେଳା ଆଉ କେବେ ପଡ଼ି ନଥିଲା । ମାସ ମାସ ଧରି ଟୋପାଏ ବି ପାଣି ପଡ଼ିଲା ନାହିଁ । ଆମର ଜଅ ବାଜରା ଆଉ ସୋରିଷର କ୍ଷେର ସବୁ ଉଜୁଡ଼ି ଗଲା । ଅଧେ କ୍ଷେତ ତ ଶୁଖି ଡ଼ାଙ୍ଗ ହୋଇ ଗଲାଣି । ଆମେ ତ ଏବର୍ଷ ମୁଗ ଗଣ୍ତେ ପୁଣି ପାଇଲୁ ନାହିଁ ।

ଲେଖକ ସେମାନଙ୍କୁ ପଚାରିଲେ - କାହିଁକି, ନଳ କୂଅ ସବୁ ଅଛି ପରା?

ଜଣେ ଲୋକ ଉତ୍ତର ଦେଲେ - ଆମର ବେଶୀ ନଳକୂଅ ନାହିଁ ।

ଛବି

ଲେଖକ ପଚାରିଲେ - ତେବେ କାହିଁକି ଆଉ କେତୋଟି ନଳକୂଅ ବସାଉ ନାହଁ ?