ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମସିହା ମଇ ମାସ ୨୧ ତାରିଖ । ରାଜୀବଗାନ୍ଧୀଙ୍କ ଏହି ମର୍ମନ୍ତୁଦ ମୃତ୍ୟୁରେ ସମଗ୍ର ବିଶ୍ୱ ବିସ୍ମିତ ହୋଇଯାଇଥିଲା । ଲୋକସଭା ନିର୍ବାଚନ ସାରା ଦେଶରେ ଅନୁଷ୍ଠିତ ହେଲା । ଓଡ଼ିଶାରେ ୨୧ ଆସନରୁ କଂଗ୍ରେସଦଳ ୧୨ଟି, ଜନତାଦଳ ୬ଟି, ସି.ପି.ଆଇ ଓ ସିପିଏମ୍- ଗୋଟିଏ ଲେଖାଏଁ ଏବଂ ସ୍ୱାଧୀନ ସଭ୍ୟ ଗୋଟିଏ ଆସନ ଲାଭ କଲେ ।
ଦଶମ ଲୋକସଭା ସଦସ୍ୟ (୧୯୯୧) :
ମୟୂରଭଞ୍ଜ | ଭାଗେ ଗୋବର୍ଦ୍ଧନ | ସ୍ୱାଧୀନ |
ବାଲେଶ୍ୱର | କାର୍ତ୍ତିକେଶ୍ୱର ପାତ୍ର | କଂଗ୍ରେସ |
ଭଦ୍ରକ | ଅର୍ଜୁନ ଚରଣ ସେଠି | ଜନତା ଦଳ |
ଯାଜପୁର | ଅନାଦି ଚରଣ ଦାସ | ଜନତା ଦଳ |
କେନ୍ଦ୍ରାପଡା | ରବି ରାୟ | ଜନତା ଦଳ |
କଟକ | ଶ୍ରୀକାନ୍ତ ଜେନା | ଜନତା ଦଳ |
ଜଗତସିଂହପୁର | ଲୋକନାଥ ଚୌଧୁରୀ | ସିପିଆଇ |
ପୁରୀ | ବ୍ରଜ କିଶୋର ତ୍ରିପାଠୀ | ଜନତା ଦଳ |
ଭୁବନେଶ୍ୱର | ଶିବାଜୀ ପଟ୍ଟନାୟକ | ସିପିଆଇ |
ଆସ୍କା | ରାମଚନ୍ଦ୍ର ରଥ | କଂଗ୍ରେସ |
ବ୍ରହ୍ମପୁର | ଗୋପୀନାଥ ଗଜପତି ନାରାୟଣଦେବ | କଂଗ୍ରେସ |
କୋରାପୁଟ | ଗିରିଧର ଗମାଙ୍ଗ | କଂଗ୍ରେସ |
ନବରଙ୍ଗପୁର | ଖଗପତି ପ୍ରଧାନୀ | କଂଗ୍ରେସ |
କଳାହାଣ୍ଡି | ସୁବାସ ଚନ୍ଦ୍ର ନାୟକ | କଂଗ୍ରେସ |
ଫୁଲବାଣୀ | ମୃତ୍ୟୁଞ୍ଜୟ ନାୟକ | କଂଗ୍ରେସ |
ବଲାଙ୍ଗୀର | ଶରତ ଚନ୍ଦ୍ର ପଟ୍ଟନାୟକ | କଂଗ୍ରେସ |
ସମ୍ବଲପୁର | ଡା. କୃପାସିନ୍ଧୁ ଭୋଇ | କଂଗ୍ରେସ |
ଦେବଗଡ | ଶ୍ରୀବଲ୍ଲଭ ପାଣିଗ୍ରାହୀ | କଂଗ୍ରେସ |
ଢେ଼ଙ୍କାନାଳ | କାମାକ୍ଷା ପ୍ରସାଦ ସିଂହଦେଓ | କଂଗ୍ରେସ |
ସୁନ୍ଦରଗଡ | ଫ୍ରିଡା ଟପ୍ନୋ | କଂଗ୍ରେସ |
କେନ୍ଦୁଝର | ଗୋବିନ୍ଦ ଚନ୍ଦ୍ର ମୁଣ୍ଡା | ଜନତା ଦଳ |
ପ୍ରଧାନମନ୍ତ୍ରୀ ନରସିଂହ ରାଓ ଓଡ଼ିଶାରୁ ନିର୍ବାଚିତ :
ଦଶମ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବାରୁ
ନରସିଂହ ରାଓ ହେଲେ କଂଗ୍ରେସ ପାର୍ଲିଆମେଣ୍ଟାରୀ ଦଳର ଦଳପତି । ସେ ପ୍ରଧାନମନ୍ତ୍ରୀ ଭାବରେ
୨୬୪ ଓଡ଼ିଶା ରାଜନୀତିର ଇତିହାସ