ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅସନ୍ତୋଷ ପ୍ରକାଶ କଲେ । ଯାହା ହେଉ ଲାଲ ରଣଜିତ୍ ସିଂହ ପଶ୍ଚିମ ବରଗଡ଼ ଆସନରୁ ବିଜୟଲାଭ କରି ଆସିଲେ ।
ସ୍ୱାଧୀନତା ପୂର୍ବ ଦ୍ୱିତୀୟ ବିଧାନସଭା ସଭ୍ୟ (୧୯୪୬) :
| ବିଜୟୀ ପ୍ରାର୍ଥୀ | ଦଳର ନାମ | ନିର୍ବାଚନ ମଣ୍ଡଳୀ |
| ଗୌରାଙ୍ଗ ଚରଣ ଦାସ | କଂଗ୍ରେସ | ପଶ୍ଚିମ କଟକ ସଦର |
| ବିଜୟାନନ୍ଦ ପଟ୍ଟନାୟକ | କଂଗ୍ରେସ | କେନ୍ଦ୍ର କଟକ ସଦର |
| ଭୈରବ ଚରଣ ମହାନ୍ତି | କଂଗ୍ରେସ | ଉତ୍ତର କଟକ ସଦର (ସାଧାରଣ) |
| କାହ୍ନୁ ଚରଣ ଦାସ | କଂଗ୍ରେସ | ଉତ୍ତର କଟକ ସଦର (ସାଧାରଣ) |
| ସାରଙ୍ଗଧର ଦାସ | କଂଗ୍ରେସ | ପୂର୍ବ କଟକ ସଦର (ସାଧାରଣ) |
| ନାରାୟଣ ବୀରବର ସାମନ୍ତ | କଂଗ୍ରେସ | ପୂର୍ବ କଟକ ସଦର (ସାଧାରଣ) |
| ନିତ୍ୟାନନ୍ଦ କାନୁନ୍ଗୋ | କଂଗ୍ରେସ | ଦକ୍ଷିଣ କଟକ ସଦର(ସାଧାରଣ) |
| ଦୀନବନ୍ଧୁ ସାହୁ | କଂଗ୍ରେସ | କେନ୍ଦ୍ରୀୟ କେନ୍ଦ୍ରାପଡ଼ା (ସାଧାରଣ) |
| ନବକୃଷ୍ଣ ଚୌଧୁରୀ (୬-୧୨-୧୯୪୯ରେ ଇସ୍ତଫା) |
କଂଗ୍ରେସ | ଉତ୍ତର କେନ୍ଦ୍ରାପଡ଼ା (ସାଧାରଣ) |
| ସହଦେବ ଦାସ (ଉପନିର୍ବାଚନ) | କଂଗ୍ରେସ | ଉତ୍ତର କେନ୍ଦ୍ରାପଡ଼ା (ସାଧାରଣ) |
| ରାଜକୃଷ୍ଣ ବୋଷ | କଂଗ୍ରେସ | ପୂର୍ବ କେନ୍ଦ୍ରାପଡ଼ା (ସାଧାରଣ) |
| ଗଦାଧର ଦତ୍ତ | କଂଗ୍ରେସ | ପୂର୍ବ ଯାଜପୁର (ସାଧାରଣ) |
| ଶାନ୍ତନୁ କୁମାର ଦାସ | କଂଗ୍ରେସ | ପୂର୍ବ ଯାଜପୁର ଅନୁିସୂଚିତ ଜାତି |
| ଦ୍ୱାରୀକା ନାଥ ଦାସବ | କଂଗ୍ରେସ | ପଶ୍ଚିମ ଯାଜପୁର (ସାଧାରଣ) |
| ମଦନ ମୋହନ ପଟ୍ଟନାୟକ | କଂଗ୍ରେସ | ଉତ୍ତର ଯାଜପୁର (ସାଧାରଣ) |
| ହୃଷୀକେଶ ତ୍ରିପାଠୀ | କଂଗ୍ରେସ | ଅନୁଗୁଳ ଜିଲ୍ଲା (ସାଧାରଣ) |
| ଜୟକୃଷ୍ଣ ମହାନ୍ତି | କଂଗ୍ରେସ | ପୂର୍ବ ପୁରୀ ସଦର (ସାଧାରଣ) |
| ଲୋକନାଥ ମିଶ୍ର | କଂଗ୍ରେସ | ଦକ୍ଷିଣ ପୁରୀ ସଦର (ସାଧାରଣ) |
| ଲିଙ୍ଗରାଜ ମିଶ୍ର | କଂଗ୍ରେସ | ଉତ୍ତର ପୁରୀ ସଦର (ସାଧାରଣ) |
| ପୂର୍ଣ୍ଣାନନ୍ଦ ସାମଲ | କଂଗ୍ରେସ | ଉତ୍ତର ପୁରୀ ସଦର (ଅ.ସୂ.ଜାତି) |
| ବନମାଳୀ ପଟ୍ଟନାୟକ | କଂଗ୍ରେସ | ପୂର୍ବ ଖୋର୍ଦ୍ଧା (ସାଧାରଣ) |
| ସତ୍ୟବାଦୀ ନନ୍ଦ | କଂଗ୍ରେସ | ପଶ୍ଚିମ ଖୋର୍ଦ୍ଧା (ସାଧାରଣ) |
| ସୁରେନ୍ଦ୍ର ନାଥ ଦାସ | କଂଗ୍ରେସ | କେନ୍ଦ୍ରୀୟ ବାଲେଶ୍ୱର ସଦର (ସାଧାରଣ) |
| କୈଳାସ ଚନ୍ଦ୍ର ମହନ୍ତି | କଂଗ୍ରେସ | ଦକ୍ଷିଣ ବାଲେଶ୍ୱର ସଦର (ସାଧାରଣ) |
୪୬ . ଓଡ଼ିଶା ରାଜନୀତିର ଇତିହାସ