ଦୃଷ୍ଟି ରଖିବା ସ ହ କୌଣସି ଶିକ୍ଷକଙ୍କ ତ୍ରୁଟି ବିଚ୍ଯୁତି ଦେଖିଲେ ପ୍ରତିକାର ବିଧାନ ପାଇଁ ଦେଉଥିଲେ। ରାଧନାଥ ୧୮୭୭ ମସିହାରେ ଜ ଏ ଣ୍ଟ୍ ଇନ୍ସ୍ ପେକଟର ପଦକୁ ଉନ୍ନିତ ହୋ ଇ କତକରେ ଅବସ୍ତାପିତ ହୋଇଥିବା ସମୟରେ ଓଡିଶାର ମୋଗଲବନ୍ଦୀ ଏବଂ ଗଢ଼ଜାତ ଅଞ୍ଚଳ ଅଧିନରେ ଥିଲା । ସେତେ ବେଳେ ଜାନବାହ ନ ଓ ରାସ୍ତା ଘାଟ ର ନ ଥିଲେ ହେଁ ରାଧନାଥ ହାତି, ଘୋଡ଼ା, ସବାରି ,ବଳଦ ଗାଡ଼ି ତ ଥା ପାଦରେ ଚାଲି ଚାଲି ଦୁର୍ଗମ ଅଞ୍ଚଳର ବିଦ୍ଯାଳୟଗୁଡ଼ିକୁ ଯାଇ ପରିଦର୍ଶନ କରୁଥିଲେ । ଏପରିକି ପନ୍ଦର ମାଇଲ ବାଟ ପାଦରେ ଚାଲି ଚାଲି ଯିବାକୁ ପଡ଼ିଲେ ହେଁ ତାଙ୍କ ମନରେ କ୍ଳାନ୍ତି ବା ଅସନ୍ତୋଷ ଭାବ ଜାତ ହେଉନଥିଲା । ଥରେ କଟକ ରୁ ବାହାରି ନଲେ ଆଠଗଡ଼, ତିଗିରିଆ, ନରସିଂହପୁର, ଆଠମଲ୍ଲି, ଅନୁଗୋଳ , ତାଳଚେର, ପାଲ୍ ଲହଡ଼ା, କେଉଁଝର ଓ ମୟୁରଭଞ୍ଜ ଗସ୍ତ ସାରି ପୁଣି କଟକ ଫେରି ଆସିବାକୁ ତାଙ୍କୁ ଦୁଇ ତିନି ମାସ ସମୟ ଲାଗୁଥଲା । ରାଧନାଥ ଜ ଏଣ୍ଟ ଇନିସ୍ ପେକ୍ଟର ଭାବେ ଶିକ୍ଷାଦାନ କ୍ଷେତ୍ରରେ ଯେତିକି କାର୍ଯ୍ଯ ସଂପାଦନା କରିବା କଥା ତା' ଠାରୁ ଅଧିକ କରୁଥଲେ । ଏହି ମର୍ମରେ ବାଲେଶର ଜିଲ୍ଲା ମାଜିଷ୍ଟ୍ରେଟ୍ ଜନ ବୀମ୍ସ୍ , ସ୍କୁଲ ବିଭାଗ ଇନିସ୍ ପେକଟର ଆ !!ର୍ କେ ମାର୍ଟିନ୍ ବାଲେଶୱର ଅସ୍ଥାୟୀ କଲେ୍କଟର ଟି ନର୍ମାନ, ପୁରୀ ଜିଲ୍ଲା ସ୍ଥାନୀୟ କମିଟିର ସଂପାଦକ ଆ ର ଏଚ୍ ଗ୍ରୀଉସ୍ ଓଡ଼ିଆ ବିଭାଗର ସ୍କୁଲ ଜ ଏଣ୍ଟ ଇନିସ୍ ପେକ୍ଟ ର ଶ୍ରୀ ନନ୍ଦକିଶୋର ଦାସ ପ୍ରଭୃତି ରାଧାନାଥଙ୍କର ନିଷ୍ଟା ଅଧ୍ଯବସାୟ ଓ କାର୍ଯ୍ୟ ଦକ୍ଷତା ସଂପର୍କରେ ସେମାନଙ୍କର ଉଚ୍ଚ ମନ୍ତବ୍ୟ ମାନ ବିଭିନ୍ନ ସମୟରେ ପ୍ରଦାନ କରିଯାଇଛନ୍ତି ;
ସେତେବେଳେ ପୁରୀ ଜିଲ୍ଲାର ରକ୍ଷଣଶୀଳ ବ୍ରାହ୍ମଣମାନେ ଅଧୁନିକ ଶିକ୍ଷାର ଘୋର ବିରଧୀ ଥଲେ। ମାତ୍ର ରାଧାନାଥ ଆଧୁନିକ ଶି କ୍ଷା ର ପ୍ରସାର ଦିଗରେ ପୁରୀ ଜଲ୍ଲାର ବ୍ରାହହ୍ମଣ ଶାସନ ଅଗ୍ରଣୀ ହୋଇ ପାରି ଥୀଲା । ଶିକ୍ଷାବିଭାଗର ଇନ୍ ସପେକ୍ଟର ଭାବରେ ଆଧୁନିକ ଶିକ୍ଷା ବିସ୍ତାର ଓ ବିଦ୍ୟାଳୟ ସ୍ଥାପନରେ ରାଧାନାଥଙ୍କର ଉଦ୍ୟମ ଓ ଉତ୍ସାହର ଅନ୍ତ ନଥିଲା ।ସେ ପୁରି ଜିଲ୍ଲା ର ବ୍ରାହହ୍ମଣ ଶାସନମାନଙ୍କରେ ଥିବା ଟୋଲ ଓଚ ଉପାଢ଼ୀମାନଙ୍କୁ ପରିବର୍ତ୍ତିତ ଆଧୁନିକ ବିଦ୍ୟାଳୟରେ