ବୋଲି ଜାଣିନ ପାରି ତାଙ୍କ ପାଖରେ ଅଳିଆ ତକ ଝାଢ଼ିଦେଲା । ରାଧାନାଥଙ୍କ ରୁପଭେକରୁ ଓ ନିରବତାରୁ ସେ ତାଙ୍କୁ ବା ଜାଣନ୍ତା କିପରି ।ଏ ହି ସମ୍ୟରେ ପଣ୍ଡିତ ମହାଶ ୟ ଏବଂ ସବ୍ ଇନ୍ସ୍ପ୍ପ୍ପ୍ପେକ୍ଟର ବାବୁ ସ୍କୁଲରେ ପହଞ୍ଚିଝାଡୁଦାର ଏପରି କାର୍ଯ୍ୟ ଦେଖି ବିଚଳିତ ହୋଇପଢ଼ ନ୍ତେ ରାଧନାଥ କ ହି ପକାଇଲେ, ମୁଁ ଏଠି ଶୈଳେଶ୍ରୀ ଉପଭୋଗ କରୁଥିଲି । ପାଠଶାଳାର ଚାକର ମୋ ଊପରକୁ ଅଳିଆ ଗଦା ଫୋପାଡି ଡେଇଗଲା । ତା' ର 'କିଛି ଦୋଷ ନାହିଁ । ସେ ତ ମୋ ତେ ଜାଣେ ନାହିଁ । ଏତ ଦ୍ଦ୍ୱାରା ମୋର ସ୍ୱପ୍ନ ରଙ୍ଗ ଘଟିଲା ମା ତ୍ର ।"
ଆଉଥର କର କଥା । ରାଧାନାଥ କଟକ ସ ହ ରର ଚାନ୍ଦିନୀଚୌକ ରା ସ୍ତାକଢ଼େ କଢ଼େ ବୁଲି ଯା ଉ ଥିଲେ । ସେ ସମ ୟରେ ଶିଶିର ପଡୁଥିଲା । ଶିଶିର ଦା ଉ ରୁ ମୁଣ୍ଡକୁ ରକ୍ଷା କରିବା କୁ ରାଧାନାଥ ଛତାଟିଏ ଧରି ଚାଲୁଥଲେ । ବର୍ଷା ନ ଥାଇ ଛତାଧରି ଚାଲେଥିବା ଏପରି ଜଣେ ବ୍ୟକ୍ତିକୁ ଦେଖି ରାସ୍ତାରେ ଢିଉଟି କରୁଥିବା ଜ ନୈକ କନେଷ୍ଟବଳ ଲୋକଟି ନିଶ୍ଚୟବୋକା ହୋଇଥିବ ବୋଲି ଭାବି ଲା ଓ କୌତୁହଳି ହୋଇ ପଛପଟରୁ ଆସି ରାଧାନାଥଙ୍କ ଛତା ଉପରେ ତା ପୋଲିସ ବାଡ଼ି ରେ ପାହାରେ ପକେଇଦେଲା । ରାଧାନାଥ କ'ଣ ହେଲାବୋଲି ପଛକୁ ଚାହାନ୍ତେ , କନେଷ୍ଟବଳ ଜଣକ ରାଧାନାଥଙ୍କୁ ଚିହ୍ନିପାରି କ୍ଷମାଭିକ୍ଷ କଲା । ରାଧନାଥ କନେଷ୍ଟବଳକୁ ସଦ ୟ ଭାବେ ଆଶ୍ୱାସନା ଦେଇ କ ହିଲେ , ତୁମ ର ଏଥିରେ କି ଦୋଷ ? ଏ ଦୋଷ ତୁମ ଡିପାର୍ଟମେଣ୍ଟର। କ୍ଷମତାର ବ୍ୟାପ୍ତ ପରିସର ମଧ୍ଯରେ ଥାଇ କି ରାଧାନାଥ ମଣିଷକୁ ମଣିଷ ଭଳି ଦେଖୁ ଥିଲେ । ହାକିମ ଭାବର ବଶବର୍ତ୍ତି ହୋଇ ସେ ମାନ ବିକତା ଠାରୁ ଦୁରେଇ ଯାଇ ନଥିଲେ । ଝରଣାର ଜଳ ପରି ତାଙ୍କ ମନ ଥିଲା ନିର୍ମଳ ଏବଂ ଆକଶ ପରି ପ୍ରଶସ୍ତ ଥିଲା ତାଙ୍କ ହୃଦ ୟ।
ବାଲେଶ୍ୱରରେ ଡେପୁଟୀ ଇନ୍ସ୍ପ୍ପ୍ପ୍ପେକ୍ଟର ଭାବେ ନିଯୁ୍କ୍ତି ପାଇବା ପରେ ସେ ନିଜର ଦକ୍ଷତା , ନିଷ୍ଠାପରତା ଏବଂ କର୍ତ୍ତବ୍ୟ ପରଣୟତାର ପରିଚୟ ଦେବା ସଂଗେ ସଂଗେ ଶିକ୍ଷା ଶିକ୍ଷାୟତନ, ଓ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀଣ ଉନ୍ନତି ପାଇଁ ନିଜକୁ ଉ ତ୍ସର୍ଗ କରି ଦେଇଥିଲେ । ଏଥୀପାଇଁ ସେ କେତେକ ନୁତନ ପଦକ୍ଷେପ ଗ୍ରହଣ କରି ବିଦ୍ୟାଳୟ ପରିଦର୍ଶନ ମାନ ବୃଦ୍ଧି କରିଥିଲେ । ମାସର ପ୍ରଥମ ସପ୍ତାହଟିରେ ଅଫିସ୍ କାର୍ଯ୍ୟ ସାରି ସେ ଅବଶିଷ୍ଠ ସମୟ ବିଦ୍ୟାଳୟପରିଦର୍ଶନରେ ଯା ଉ ଥଲେ । ପରିଦର୍ଶନ ସମୟରେ ଶିକ୍ଷକ ମାନଙ୍କର ଶକ୍ଷାଦାନ ପ୍ରଣାଳୀ ଶିକ୍ଷକ- ଶିକ୍ଷାର୍ଥୀ ସଂପର୍କ, ବିଦ୍ୟାଳୟ ପାଠାଗାର ଓ ବିଦ୍ୟାଳୟ ନିର୍ଘଣ୍ଟ ପ୍ରତି ସତର୍କ