ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୦୨

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଚିତ୍ର

                                                                    ଶିଳ୍ପ ପ୍ରାଣ ଶିକ୍ଷକ କୃଷ୍ଣଚନ୍ଦ୍ର ତ୍ରିପାଠି 
                                                                              ଡ଼କ୍ଟର ରବୀନ୍ଦ୍ର କୁମାର ପ୍ରହରାଜ 

ବିଦ୍ଯାର୍ଥୀଟିଏ ତା'ର ସିକ୍ଷାଗ୍ରହଣ କାଳରେ ଯେତେ ଯେତେ ଶିକ୍ଷକଙ୍କୁ ଭେଟୁ ନା କାହିକି ପ୍ରାଥମିକ ବିଦ୍ଯାଳୟର ଶିକ୍ଷକଙ୍କୁ ସବୁଠାରୁ ଅଧିକ ମନେ ରଖିଥାଏ । ସେହିପରି ସେ ମନେ ରଖିଥାଏ ନିଜର ବାଲ୍ଯକାଳୀନ ବିଶେଷ ଅନୁଭୂତିମାନଙ୍କୁ । ମୋର ଏକାନ୍ତ ସୈଭାଗ୍ଯ, ମୁଁ ପାଇଥିଲି ପ୍ରାଥମିକ ବିଦ୍ଯାଳୟର ପ୍ରଧାନ ସିକ୍ଷକ ଭାବେ ଏଭଳି ଜଣେ ବ୍ଯକ୍ତିଙ୍କୁ ଯେ ସାଧାରଣ ଅର୍ଥରେ ଶିକ୍ଷକ ମାତ୍ର ନଥିଲେ , ଥିଲେ ଯଥାର୍ଥ ଶିକ୍ଷାବ୍ରତୀ । ମୁଁ ବୃତ୍ତି ନିର୍ବାହ କରିଥିବା ସମୟରେ ଷି ସ୍ଥାନ ନିକଟବର୍ତ୍ତୀ ଅନେକ ଅଞ୍ଚଳକୁ ଭାଷଣ ଦେବାକୁ ଆମନ୍ରିତ ହୋଇଯାଇଛି । ଏଇ ଅବସରରେ ବେତେ ପ୍ରାଥମିକ ସ୍କୁଲ ମୋ ଆଖିରେ ପଡ଼ିଛନ୍ତି । ମାତ୍ର ମୋର ବାଲ୍ଯଜୀବନ କଟିଥିବା ଡ଼ଗରପଡ଼ା ନି ପ୍ରା ସ୍କୁଲ ଭଳି ସ୍କୁଲଟିଏ ମୁଁ କେଉଁଠି ଦେଖିବାକୁ ପାଇନାହିଁ ।