ପୃଷ୍ଠା:Prabodha Chandrika (1856).pdf/୧୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସମାଚାର ପତ୍ରିକା

ପଚାରିଲା, ବର୍ତ୍ତମାନ କିଏ ବାସ କ‌ଋଅଛି ? ରାଜା କ‌ହିଲେ, ଆମ୍ଭ । ତବ୍ଦାଦ ସନ୍ନ୍ୟାସୀ ପଚାରିଲା, ଏ ଉତ୍ତାରେ କିଏ ବାସ କରିବେ ? ରାଜା କ‌ହିଲେ, ଆମ୍ଭ ଉତ୍ତରାଧିକାରୀ । ସନ୍ନ୍ୟାସୀ କ‌ହିଲା ମହାରାଜ, ଯେଉଂ ସ୍ଥାନରେ ବେଳ କୁ ବେଳ ଏତେଲୋକ ବାସ କରନ୍ତି ଆଉ ଅନୁକ୍ରମେ ଯ‌ହିଁରେ ଏତେ ଜଣ ଅତିଥି ବାସ କରିବେ ସେ ସ୍ଥାନ‌କୁ ରାଜଭବନ ବୋଲାଯାଏ ନାହିଁ ; ଧର୍ମଶାଲା ବୋଲାଯାଏ ।

ସମାଚାର ପତ୍ରିକା

ସୂରା ବିକ୍ରୟକାରିମାନଙ୍କ ପ୍ରତି ପୋଲୀସ‌ଋ --- ହେଉଅଛି । ---ସୁରା ବିକ୍ରୟ --- ଖୋଲା ନ ରଖିଲେ - ବ୍ୟବସାୟିମାନେ ଏତଦାଜ୍ଞା ପାଳନ କରନ୍ତି ନାହିଁ ତ‌ହିଁରେ ଅନେକଙ୍କର ଅର୍ଥଦଣ୍ତ ହୋଇଅଛି । ଅର୍ଥଦଣ୍ତରେ ସେମାନଙ୍କର କି ଶାସନ ହେବ ? ଦୈବାତ୍ ଏକ ଦିନରେ ୫ ବା ୧୦ ଟଙ୍କା ଦଣ୍ତ ହେବ କିନ୍ତୁ ରାତ୍ରରେ ଅତିରିକ୍ତ ଦୁଇ ଘଣ୍ଟା କାଳ ମଦ୍ୟବିକ୍ରୟ କଲେ ସେମାନେ ଜରୀମାନାର ଦ୍ୱିଗୁଣ ଲାଭ କରନ୍ତି ତ‌ହିଁରେ ପୋଲୀସର ମାଜିଷ୍ଟ୍ରେଟ ସାହେବମାନେ ବାରମ୍ବାର ଅର୍ଥଦଣ୍ତ କଲେ ସୁଦ୍ଧା ରାତ୍ରି ୯ ଘଣ୍ଟା ବାଦ ମଦ୍ୟ ବିକ୍ରୟ ନିବାରଣ କରି ପାରନ୍ତି ନାହିଁ ବର୍ତ୍ତମାନ ବିରକ୍ତ ହୋଇ ଅନେକ ସୁରା ବିକ୍ରେତାଙ୍କ ଲାଇସେନ୍‌ସ ଅର୍ଥାତ୍ ଅନୁମତିପତ୍ର ରଦ କ‌ଋଅଛନ୍ତି ତ‌ହିଁରେ ଏତେ ଦୋକାନ ବନ୍ଦ ହୋଇ ଯାଇଅଛି ଯେ ତଦ୍ଦ୍ୱାରା ଗବର୍ଣ୍ଣମେଣ୍ଟ ପ୍ରଜାଙ୍କ ଅନିଷ୍ଟ ନିବାରଣ ନିମନ୍ତେ ଏତେ କ୍ଷତି ସ୍ୱୀକାର କରି ଅଛନ୍ତି ତ‌ଥାଚ ଉକ୍ତ କୁବ୍ୟବ‌ହାର ବନ୍ଦ ହେଉ ନାହିଁ । ପ୍ରଥମରେ ପୋଲୀସ ଚୌକୀଦାର ଦାରୋଗା ଜମାଦାରମାନଙ୍କୁ ଶାସନ ନ କଲେ କୌଣସିଋପେ ଏ କୁବ୍ୟବ‌ହାର ରହିତ ହେବ ନାହିଁ, ପୋଲୀସ ଚୌକୀଦାରମାନେ ସୁରା ବିକ୍ରୟକାରିଙ୍କଠାଋ ଅନେକ ଘୁଷ ନିୟନ୍ତି । ପ୍ରତ୍ୟେକ ସୁରା ଘର ପଛରେ ବା ପାଖରେ ଗୋଟାଏ ଗୋଟାଏ ଗୁପ୍ତଦ୍ୱାର ଅଛି, ଶୁଣ୍ଢିମାନେ ରାତ୍ରି ୯ ଘଣ୍ଟା ବାଦ ସଦର ଦ୍ୱାର ଋଦ୍ଧ କରି ରଖନ୍ତି ଗୁପ୍ତ ଦ୍ୱାରରେ ମଦ୍ୟପ ଓ ସୁରା ଖରୀଦକାରିଙ୍କୁ ଘରେ ପ୍ରବେଶକରାଇ ଅଭିଷ୍ଟ ସାଧନ କରନ୍ତି । ପୋଲୀଶ ପ୍ରହରୀମାନେ କଥା କ‌ହନ୍ତି ନାହିଁ, ଦେଖିଲେ ସୁଦ୍ଧା ଦେଖନ୍ତି ନାହିଁ, ବର୍ତ୍ତମାନ ଉଆଟଗଞ୍ଜର ପୋଲୀସ ଥାନାର ଶାମିଲ ଏକ ଶୁଣ୍ଢି ଗୃହକୁ