ପୃଷ୍ଠା:Prachina Odia Kabita.pdf/୨୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୭୨
ପ୍ରାଚୀନ ଓଡ଼ିଆ କବିତା
 

ୟେତେ ବୋଲି କରିଣ ସେ କୁସୁମ ତୋଳିଲେ
ଓଝାୟେ କୋପ କରିବେ ଉଛର ହୋଇଲେ ।
ଇଚ୍ଛାବତୀ ଚାଟ ଦୁହେଁ ଚଳିଗଲେ ଖରେ
ପ୍ରବେଶ ହୋଇଲେ ଯାଇଂ ଚାଟଶାଳୀ ଘରେ । । ୧୯୮ ।

('ଚାଟ ଇଚ୍ଛାବତୀ', ୨ୟ ଛାନ୍ଦରୁ ଗୃହୀତ)