ପୃଷ୍ଠା:Saptascharya.pdf/୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇତିହାସର ପଥରେ ମାଇଲଖୁଣ୍ଟ ହେବାପାଇଁ ସପ୍ତାଶ୍ଚର୍ଯ୍ୟ ମାନଙ୍କର ନିର୍ମାଣ କରାଯାଇଥିଲା । ସମୟର ପ୍ରବାହକୁ ଦେଖି ଦେଖି ଏମାନଙ୍କ ମଧ୍ୟରୁ ଅନେକେ ଏହାର ସୁଅରେ ହଜି ଯାଇଛନ୍ତି । ଯଦି ଏମାନେ ନିଜ କଥା କହନ୍ତେ ! ତେବେ କଣ କହନ୍ତେ ସେମାନେ ?
ଆସନ୍ତୁ ପଢ଼ିବା ସପ୍ତାଶ୍ଚର୍ଯ୍ୟଙ୍କ କଥା - ସେମାନଙ୍କ ଆତ୍ମକଥା ରୂପରେ ।

ଗୀଜାର ବିଶାଳ ପିରାମିଡ୍‍