ପୃଷ୍ଠା:Typical selections from Oriya literature.pdf/୫୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୭୫
ଓଡ଼ିଆ ସାହିତ୍ୟ-ପରିଚୟ

ବେଢ଼ି ରକ୍ଷାଦ‌ନୁକୀ । ଭୟ କରାନ୍ତି ବ‌ହୁ ଗରଜି ଯେ । କି କାରଣେ ରାବଣେ ନ ଭଜି ଗୋ । ତୋର ମାଂସକୁ ଖାଇରୁ ଗୁଳ ସେ । ସମସ୍ତ ବ୍ୟକ୍ଷସୀ ଢୋହର ମାଂସକୁ ବାଣ୍ଟି ଖାଇରୁ ଗେ) ସୌଜେ । କର୍ମୀ ଗୁଣର ଭୟା ଭୁ ବୋହୂ ବସ୍ତୁର ଭୂଞ୍ଜନ୍ତୁ କେତେ ଯେ ! ଶୁଣି ଦେବୀ କାଘର । ନନରୁ ବହେ ମରଧର । ମଟନ ଚନ୍ତା କଲେ ରଘୁର ଯେ ! ବଣି ଭର୍ ସୀତା ପର ଯେ । ସପ୍ତମ ଛନ୍ଦ ସ୍ୱାଗ—ଭୋଗୀ ଏକଭାଲୀ ଶିଶୁଧବୃକ୍ଷର ତାଲେ, ହନୁ ମନେ ମନେ ଭୁଲେ, ନଷ୍ଟ ଜନଙ୍କ ଜନକନନ୍ଦମୀ ଦେଖିଲଇଁ ବେନଡୋଳେ । କ ଗ୍ରାକଲେ । ମୁଁ ଖିରୁ ଚନ୍ଦ୍ରବଦନ, ନରରେ ନରସେଚନ, ତେବେହେଁ ଶୋଭାକୁ ଉପମା ଦେବାକୁ ନାହିଁ ନ ଏସ୍ଟି ଭୁବନ । ନାରଜନ । ବହୁ କ ନ କରେ ପୁଣି, ଶ୍ରୀସ୍ମଚନ୍ଦ୍ର ଘରଣୀ, 'ଅସୁରକ୍ଷୁରେ 'ଅସୁର ଜଗିଛନ୍ଧ୍ର ଜଗତର ଠାକୁର । ରମଣୀମଣି । କହନ୍ତେ ବଣାହୁଗୁଣ, ଶୁଭ ସଙ୍ଗେ ଶ୍ରବଣ, ଭରୁକୁ ସ୍ଫୁଲେ ମଧ୍ୟ ଗୋଟିଏ କହେ ଗ୍ରଙ୍କର ଗୁଣ । ସେ ପୁଣ୍ଣ ପୁଣ । କପି ରୁ କାହୁଁ ଅଇଲ୍ ଶ୍ରୀକ୍ରମ ନାମ ଧରଲ୍, ହୃଦୟ ମୋହର ଦହନକାଳରେ ଚନ୍ଦନ ଲେପନ କଲୁ । ଯାହା କୋଇଲୁ । ହନୁ ବୋଲଈ ଗେ। ମାଜ, ଶ୍ରୀରମଚନ୍ଦ୍ର ଙ୍କ ଦୂଢ, ଏମନ୍ତ କହିଣ ଚରଣ ଭଲରେ ପଡ଼ିଲ ଯାଇଁ ଭୂରଜ । ସେ ଗ୍ରାମ ଦୂତ । ଶ୍ରୀଗ୍ରାମ-ମୁଦ୍ର ଦେଲେ, ସଙ୍କେଜମାନ କହିଲେ, ଭୁଙ୍କ_ ପୃଯାକ ଖୋଳୁ ଅର୍ନ୍ତ ଅଞ୍ଜନ ସୁଭ କହିଲେ । ପ୍ରଶିଦ୍ଧ ଗଲେ । ଗ୍ରାମ କଲେ ବାଲୀ ହଜ, ସୁଗ୍ରୀସଙ୍ଗେ ହେଲେ ମିତ, କୋଟି କୋ କପି ମୋହର ସମନେ ହୋଇଗୁଁ ପ୍ରଭୁଙ୍କ ନୃତ୍ୟ । କହଲ ସଭ୍ୟ ।