ବ୍ୟବହାରକାରୀଙ୍କ ଆଲୋଚନା:123sarangi

ଉଇକିପାଠାଗାର ରୁ
Jump to navigation Jump to search

ରାଧାମାଧବ ଭାଇ, ଗଙ୍ଗାଧରଙ୍କ ଏଇ ଅଦ୍ୱିତୀୟ କୃତିକୁ ଇଣ୍ଟରନେଟରେ ଇଉନିକୋଡ଼ରେ ଲେଖିଥିବା ପ୍ରଥମ ଲୋକ ହେଉଛ ତମେ, ଏ ଏକ ଐତିହାସିକ ମାଇଲଖୁଣ୍ଟ ଯାହା ବୋଧେ ତମେ ଅଜାଣତରେ ପୋତିଲ ଏ ଲେଖା ଆରମ୍ଭ କରି । ଅନେକ ଶୁଭେଚ୍ଛା ଆଉ ଆଗକୁ ତମ ଅବଦାନ ଏମିତି ଆହୁରି ଉପାଦେୟ ଗ୍ରନ୍ଥମାନ ଉଇକିପାଠାଗାରରେ ସ୍ଥାନୀତ ହେବ ବୋଲି ଆଶା । :) --Psubhashish (ମୋ ଆଲୋଚନା) ୧୩:୦୦, ୧୬ ଡିସେମ୍ବର ୨୦୧୪ (IST)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

-ଶିତିକଣ୍ଠ ଦାଶ (ମୋ ଆଲୋଚନା), ୨୦ ଅକ୍ଟୋବର ୨୦୧୫ (IST)