ବ୍ୟବହାରକାରୀ:MKar/ବିଚିତ୍ର ରାମାୟଣ
ଦେଖଣା
ବିଚିତ୍ର ରାମାୟଣ କବି ବିଶ୍ଵନାଥ ଖୁଣ୍ଟିଆଙ୍କ ବିରଚିତ ରାମାୟଣ ଆଧାରିତ ଛାନ୍ଦକାବ୍ୟ । ଓଡ଼ିଶାର ରାମଳୀଳା ଗୁଡ଼ିକରେ ଏହାର ଛାନ୍ଦଗୁଡ଼ିକ ବିଶେଷ ଭାବରେ ବ୍ୟବହୃତ । ପ୍ରଥମ ଥର ପାଇଁ ଗୋଟିଏ ଛନ୍ଦରେ ସମ୍ପୂର୍ଣ୍ଣ କାବ୍ୟ ନ ଲେଖି ଏକାଧିକ ଛନ୍ଦରେ କଥାବସ୍ତୁ ପରିବେଷିତ ହୋଇଥିବାରୁ ଏହାକୁ "ବିଚିତ୍ର ରାମାୟଣ" ଭାବେ ନାମିତ କରାଯାଇଛି । କବିଙ୍କ ନାମ ଅନୁସାରେ ଏହା ବିଶି ରାମାୟଣ ଭାବେ ମଧ୍ୟ ସୁପରିଚିତ ।
|
|