ଲେଖକ:ବିଶ୍ଵନାଥ ଖୁଣ୍ଟିଆ

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ବିଶ୍ଵନାଥ ଖୁଣ୍ଟିଆ
(୧୬୯୨–୧୭୨?)
ବିଶି ଖୁଣ୍ଟିଆ ଭାବେ ମଧ୍ୟ ପରିଚିତ । ନାଟକ ଉପଯୁକ୍ତ ସରଳ ବିଚିତ୍ର ରାମାୟଣ ନାମକ ଲୀଳାକାବ୍ୟ ରଚନା କରିଥିଲେ । ଏହାଙ୍କ ରଚିତ ରାମଲୀଳାକୁ କେହି କେହି ବିଶି ରାମଲୀଳା ମଧ୍ୟ କହିଥାନ୍ତି ।

ରଚନାବଳୀ[ସମ୍ପାଦନା]

ଗ୍ରନ୍ଥ[ସମ୍ପାଦନା]

ଚଉତିଶା[ସମ୍ପାଦନା]

  • ରାମକ୍ରୋଧ ଚଉତିଶା