ଲେଖକ:ଅଭିମନ୍ୟୁ ସାମନ୍ତସିଂହାର
ଦେଖଣା
←Author Index: ସ | ଅଭିମନ୍ୟୁ ସାମନ୍ତସିଂହାର (୧୭୬୦–୧୮୦୬) |
ବାଲିଆରେ ଜନ୍ମିତ ଓ ବିଦଗ୍ଧ କବି ଭାବେ ପ୍ରସିଦ୍ଧ । ନିଜ ପତ୍ନୀଙ୍କ ସତ୍ୟତା ପରୀକ୍ଷା କରୁ କରୁ ତାଙ୍କ ଅକାଳବିୟୋଗ ଘଟିବାରୁ ସେ ନିଜକୁ ଦାୟୀ ବିଚାରି ତନ୍ମୟ ହୋଇପଡ଼ିଥିଲେ । ସେହି ଦୁଃଖରେ ରାଧାକୃଷ୍ଣଙ୍କୁ ଭାବନା କରି ବିଦଗ୍ଧ ଚିନ୍ତାମଣି ନାମକ କାବ୍ୟ ବିରଚିଲେ । ବିଦଗ୍ଧ ଚିନ୍ତାମଣି ଓଡ଼ିଆ ସାହିତ୍ୟର ସବୁଠୁ ବଡ଼ କାବ୍ୟ । ଏହା ଛଡ଼ା କେତେକ ଜଣାଣ ଓ ଚଉପଦୀ ମଧ୍ୟ ଲେଖିଛନ୍ତି । |
ରଚନାବଳୀ
[ସମ୍ପାଦନା](ପ୍ରମୁଖ ରଚନାଗୁଡ଼ିକୁ ମୋଟା ଅକ୍ଷରରେ ଲେଖାଯାଇଛି)
କାବ୍ୟ
[ସମ୍ପାଦନା]- ବିଦଗ୍ଧ ଚିନ୍ତାମଣି – (ଲିଖନ ପ୍ରକଳ୍ପ)
- ପ୍ରେମ ଚିନ୍ତାମଣି
- ପ୍ରେମକଳା (ବା ରସକଳା)
- ରସବତୀ
- ସୁଲକ୍ଷଣା
କ୍ଷୁଦ୍ର ରଚନା
[ସମ୍ପାଦନା]- ବାଘ ଗୀତ
- ଚଢ଼େଇ ଗୀତ
ଜଣାଣ
[ସମ୍ପାଦନା]ଶ୍ରେଣୀସମୂହ:
- 1760 births
- 1806 deaths
- Authors with birth dates differing from Wikidata
- Authors with death dates differing from Wikidata
- Authors with non-numeric birth dates
- Authors with non-numeric death dates
- Authors with override birth dates
- Authors with override death dates
- Early modern authors
- ୧୭୬୦ births
- ୧୮୦୬ deaths
- Author pages with image
- Authors-ସ
- ଯାଜପୁର ଜିଲ୍ଲାର ଲେଖକ
- କବି