ବିଦଗ୍ଧ ଚିନ୍ତାମଣି
ଦେଖଣା
ବିଦଗ୍ଧ ଚିନ୍ତାମଣି ଲେଖକ/କବି: ସୂଚୀପତ୍ର |
ଶ୍ରୀରାଧା ବାତୁଳୀ→ |
ଏହି କାବ୍ୟର ରଚୟିତା ଅଭିମନ୍ୟୁ ନିଜ ପତ୍ନୀଙ୍କ ସତ୍ୟତା ପରୀକ୍ଷା କରୁ କରୁ ତାଙ୍କ ଅକାଳବିୟୋଗ ଘଟିବାରୁ ସେ ନିଜକୁ ଦାୟୀ ବିଚାରି ତନ୍ମୟ ହୋଇପଡ଼ିଥିଲେ । ସେହି ଦୁଃଖରେ ରାଧାକୃଷ୍ଣଙ୍କୁ ଭାବନା କରି ବିଦଗ୍ଧ ଚିନ୍ତାମଣି ନାମକ ୧୦୦ ଛାନ୍ଦ ବିଶିଷ୍ଟ କାବ୍ୟ ପ୍ରଣୟନ କରିବାକୁ ମନସ୍ଥ କଲେ କିନ୍ତୁ ୯୭ ଗୋଟି ଛାନ୍ଦ ଲେଖିଲା ପରେ ତାଙ୍କ ସ୍ୱର୍ଗବାସ ହୋଇଥିଲା । ଏହା ସତ୍ତ୍ୱେ ବିଦଗ୍ଧ ଚିନ୍ତାମଣି ଓଡ଼ିଆ ସାହିତ୍ୟର ସବୁଠୁ ବଡ଼ କାବ୍ୟ ହୋଇ ରହିଛି ।
ଛାନ୍ଦସୂଚୀ
[ସମ୍ପାଦନା]- ଅପ୍ରାକୃତ ପ୍ରେମମୂର୍ତ୍ତି
- ଧୀରେ ଧୀରେ ଶୁଣ ଏ ଉତ୍ତାରୁ ଚରିତ
- କୃଷ୍ଣ ପଉଗଣ୍ଡକାଳ ଅନ୍ତରେ
- ଧୀରେ ଘେନ ରାଧା ଉନ୍ମାଦୀ ଉତ୍ସବ
- ଅ ପୂର୍ବାନୁପ୍ରାସରେ ଛାନ୍ଦ ରସ
- ଆନନ୍ଦେ କୋବିଦେ ପିଅ ଏ ରସ ଶ୍ରବଣେ
- ଇ ପୂର୍ବାନୁପ୍ରାସ ଦୀର୍ଘ ହ୍ରସ୍ୱ ବେନି ନିୟମ ଏ ଛାନ୍ଦ
- ଉଷତରେ ଶୁଣ ହେ ସୁଧୀରେ ଧିରେ
- ଶ୍ରୀରାଧା କୃଷ୍ଣନାମ ଶୁଣି କାତରେ
- ଧୀରେ ଶୁଣ ଏ ଉତ୍ତାରୁ ଯେତେ ରସ
- ରସ ବିଦୁଷେ ଏ ଛାନ୍ଦେ ରସ
- ଏ ଉତ୍ତାରୁ ଧୀରେ ଶୁଣ ହେ ଧୀରେ
- ସାଧବ ଶୁଣ ହେ ମାଧବ
- ଶ୍ରବଣେ ଧୀରେ ଶ୍ରବଣେ ଧୀରେ ଲଭିବ ମହାନନ୍ଦ
- ରସ ଏ ଛାନ୍ଦେ ବିଦୂଷ
- ସନ୍ଥଜନ ଏ ଛାନ୍ଦକୁ ବିଚାର
- କ ଚ ଟ ତ ପ ନିୟମ ଏ ଛାନ୍ଦ
- ନବଘନ ଶ୍ୟାମ ପ୍ରେମ କଉତୁକ
- ଜଗଦ୍ବାନ୍ଧବ ଲୀଳା ସାଧବ
- ଧୀରେ ଧୀରେ ଧୀରେ ଘେନ ଏଥି ଦେଇ ଶ୍ରୁତି
- ମାଧବ ସମ୍ଭୋଗ ରସ
- ଧୀରେ ଶୁଣ କୃଷ୍ଣରସ ବାଣୀକି
- ଧୀରେ ଧୀରେ ଶୁଣ ରସ କିଶୋରୀ ବିରସ
- ରସିକେ ରସବତୀ ରସେ ରସିଣ
- ରସିକେ ଦୂତୀ ବିଳମ୍ବରୁ ଗୋବିନ୍ଦ
- ଏ ଉତ୍ତାରୁ ଶୁଣ ହେ ରସିକେ
- ବରଜବନ୍ଧୁ ହେ ପଚାର ଯାହା
- ସରସେ ଛାନ୍ଦ କରିବି
- ସଜ୍ଜନଗଣ କର ଶ୍ରବଣ
- ଏ ଉତ୍ତାରୁ ସୁବିଦୁଷ ସାବଧାନେ ଘେନ ରସ
- ଘେନ ସାଧବ ଭିନ୍ନ ମାଧବ ଚାହିଁ
- ଘେନ ହେ ସୁଜନ ମାନସମଜ୍ଜନ
- ଧୀରେ ଏ ଛାନ୍ଦ ଆନନ୍ଦସିନ୍ଧୁ ଚାନ୍ଦ
- ଧୀରେ ଧୀରେ ଗୋବିନ୍ଦ ଥିଲେ ଶୟନରେ
- ସନ୍ଥଜନ ଘେନ ଏ ଦିବ୍ୟରସ
- ଘେନ ଆହେ ଅନଘ ସୁରମ୍ୟ
- କର ଶ୍ରବଣ ସଜ୍ଜନ ଜନ ରସବର
- ଧୀରଚକୋର ଆନନ୍ଦବରଧନ
- ଧୀର ଚକ୍ର ହୃଦପଦ୍ମ-ମହୀର
- ଗୁଣ ପ୍ରେମ ଗୋବିନ୍ଦର ଶୁଣି ଗୋରୀ
- ଗୋବିନ୍ଦ ଗୁଣାବଳୀ ମିତ୍ର ଏ ଛାନ୍ଦ
- ଧୀର ଚକ୍ର ହୃଦପଦ୍ମ ମିହିର
- ଧୀରେ କୃଷ୍ଣ ହୃଦ ସିନ୍ଧୁ ଭାବ ଚାନ୍ଦ
- କୁଞ୍ଜେ ବିଜେ ସଖା ଉର ଅପସର
- ରସ ରସିକେ ଘେନ ମନ ନିବେଶି
- ରସିକ ଗ୍ରାହକେ ଶୁଣ ଏ ଛାନ୍ଦ
- ପ୍ରଣୟରେ ଦୁଃଖୀ ହୋଇ ପଦ୍ମାଳାକ୍ଷୀ
- ରାଧା ଧରି ସଖୀ କର
- ରସିକମାନେ ଶୁଣ ମନ ଦେଇ
- ଚତୁର ଏ ଛାନ୍ଦେ ରସ
- ଏଥୁଅନ୍ତେ ଘେନ ରସ ରସବତୀ ସଖୀବଂଶ
- ଶ୍ରୀରାଧା ବାତୁଳୀ
- ଧୀରେ ଧୀରେ କର ଶ୍ରବଣ ଶ୍ରବଣ ରଞ୍ଜନ ବିଚିତ୍ରରସ
- ଶୁଣ ହେ ସୁଜନେ ଗୋବିନ୍ଦ ଭଜନେ
- ଧୀରେ ଧୀରେ ଭାଳି ଘେନ ଏ ଛାନ୍ଦ
- ଜଗତବନ୍ଦନ ଶ୍ରୀନନ୍ଦନନ୍ଦନ
- ଝାଡ଼ିବିନୋଦିଆ ହରି ଯେ
- ସାଧବ ମାଧବ ପ୍ରୀତି ବିହୀନେ
- ସୁମନେ ସୁଜନେ ଶୁଣ ଏ ରସ
- ଧୀରେ ଏ ଛାନ୍ଦ ପ୍ରେମ ରସ ସିନ୍ଧୁ
- ରସି ରସିକେ ଘେନ ଏ ରସ
- ଏ ଉତ୍ତାରୁ ଘେନ ସାଧୁଜନେ ମୁଦଚିତ୍ତେ
- ଘେନ ଆହେ ସାଧବ କୃଷ୍ଣଜନ୍ମ ଉତ୍ସବ
- ଏ ଉତ୍ତାରୁ ଘେନ ଧୀରେ ସାବଧାନ ହୋଇ ଧୀରେ
- ଘେନ ସୁଧୀରେ ଏ ରସ ଧୀରେ
- ଏ ଉତ୍ତାରୁ ଶୁଣ ଧୀରେ କୃଷ୍ଣ ବିଜୟ ସୁଧୀରେ
- ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ
- ଧୀରେ ଘେନ ଧୀରେ କୃଷ୍ଣଚରିତ
- ବ୍ୟଥିତ କଥିତ ଧନୀ ଗିର
- ଧୀରେ ଘେନ ଧୀରେ ଗୋବିନ୍ଦ ଅଧୀରେ
- ଦିନେ ଦିନେ ଚତୁରୀ ପ୍ରେମେ ହୋଇ ଆତୁରୀ
- ଧୀରେ ଦିନେ ବନମାଳୀ ପ୍ରିୟସଖା ସଙ୍ଗେ ମିଳି
- ସାଧବେ ଘେନ ହେ ବିଚିତ୍ରରସ
- ଦୂତୀକର ଧରି ହରି ବୋଇଲେ କିଶୋରୀ
- ଧୀରେ ରାଧା କର ଧରି କହୁଛନ୍ତି ଦୂତୀକି
- ଧୀରେ ଘେନ ଧୀରେ ବ୍ରଜେଶ୍ୱରୀ
- କିଶୋରୀ ବିଧୁରେ ଦୂତିକା ବିଧୁରେ
- ଧୀରେ ଧୀରେ ଘେନ ନବଘନ ଶ୍ୟାମ
- ମିତ ଅନ୍ତରେ କୃଷ୍ଣ କାତରେ
- ଧୀରେ ଘେନ ରସାଶୋଭୀକି ଭରସା
- ଘେନ ହେ ସଜ୍ଜନ ମାନସ ମଜ୍ଜନ
- ସୁଧୀରେ ଘେନ ଛାନ୍ଦ କଳାନିଧିରେ
- ପରବଚନ୍ଦ୍ର ବଦନାକୁ ଗୋବିନ୍ଦ ବସାଇ
- କୋବିଦବୃନ୍ଦ ଏ ଛାନ୍ଦ
- ଧୀରେ ଘେନ ରସ ନରେ ଗୋବିନ୍ଦ
- ଧୀରେ ପ୍ରଭାତରେ ହରି ଶୟନ ଅଟନେ
- ଧୀରେ ଘେନ ଏ ଉତ୍ତାରେ
- ଧୀରେ ଘେନ ଏ ଉତ୍ତାରୁ ଗୋବିନ୍ଦ
- ଅନ୍ତରଙ୍ଗ ସଖାମାନେ
- ଏ ଛାନ୍ଦକୁ ଘେନ ଧୀରେ
- କରକାହୃଦୀ ରାଧାକୁ କୋଳେ ଘେନି
- ଧୀରେ ଘେନ ଏକଦିନେ ନାନ୍ଦୀମୁଖୀ ବୃନ୍ଦାସ୍ଥାନେ
- ଉତ୍ତମରସିକେ ସୁମନେ ଶୁଣ
- ଧୀରେ ଶ୍ରୀବୃନ୍ଦଙ୍କୁ ନାନ୍ଦୀମୁଖୀ ପୁଚ୍ଛନ୍ତି
- ଧୀରେ ଘେନ ଦିନେ ଦୁର୍ବାସା ମୁନି
- ଶ୍ରବଣେ କର ଧୀରେ କୃଷ୍ଣ ଯଶ
- ଦୀନବନ୍ଧୁ କଥା ଧୀରେ