ବିଦଗ୍ଧ ଚିନ୍ତାମଣି

ଉଇକିପାଠାଗାର‌ରୁ
ବିଦଗ୍ଧ ଚିନ୍ତାମଣି ଲେଖକ/କବି: ଅଭିମନ୍ୟୁ ସାମନ୍ତସିଂହାର
ସୂଚୀପତ୍ର

ଏହି କାବ୍ୟର ରଚୟିତା ଅଭିମନ୍ୟୁ ନିଜ ପତ୍ନୀଙ୍କ ସତ୍ୟତା ପରୀକ୍ଷା କରୁ କରୁ ତାଙ୍କ ଅକାଳବିୟୋଗ ଘଟିବାରୁ ସେ ନିଜକୁ ଦାୟୀ ବିଚାରି ତନ୍ମୟ ହୋଇପଡ଼ିଥିଲେ । ସେହି ଦୁଃଖରେ ରାଧାକୃଷ୍ଣଙ୍କୁ ଭାବନା କରି ବିଦଗ୍ଧ ଚିନ୍ତାମଣି ନାମକ ୧୦୦ ଛାନ୍ଦ ବିଶିଷ୍ଟ କାବ୍ୟ ପ୍ରଣୟନ କରିବାକୁ ମନସ୍ଥ କଲେ କିନ୍ତୁ ୯୭ ଗୋଟି ଛାନ୍ଦ ଲେଖିଲା ପରେ ତାଙ୍କ ସ୍ୱର୍ଗବାସ ହୋଇଥିଲା । ଏହା ସତ୍ତ୍ୱେ ବିଦଗ୍ଧ ଚିନ୍ତାମଣି ଓଡ଼ିଆ ସାହିତ୍ୟର ସବୁଠୁ ବଡ଼ କାବ୍ୟ ହୋଇ ରହିଛି ।

ଛାନ୍ଦସୂଚୀ[ସମ୍ପାଦନା]

  1. ଅପ୍ରାକୃତ ପ୍ରେମମୂର୍ତ୍ତି
  2. ଧୀରେ ଧୀରେ ଶୁଣ ଏ ଉତ୍ତାରୁ ଚରିତ
  3. କୃଷ୍ଣ ପଉଗଣ୍ଡକାଳ ଅନ୍ତରେ
  4. ଧୀରେ ଘେନ ରାଧା ଉନ୍ମାଦୀ ଉତ୍ସବ
  5. ଅ ପୂର୍ବାନୁପ୍ରାସରେ ଛାନ୍ଦ ରସ
  6. ଆନନ୍ଦେ କୋବିଦେ ପିଅ ଏ ରସ ଶ୍ରବଣେ
  7. ଇ ପୂର୍ବାନୁପ୍ରାସ ଦୀର୍ଘ ହ୍ରସ୍ୱ ବେନି ନିୟମ ଏ ଛାନ୍ଦ
  8. ଉଷତରେ ଶୁଣ ହେ ସୁଧୀରେ ଧିରେ
  9. ଶ୍ରୀରାଧା କୃଷ୍ଣନାମ ଶୁଣି କାତରେ
  10. ଧୀରେ ଶୁଣ ଏ ଉତ୍ତାରୁ ଯେତେ ରସ
  11. ରସ ବିଦୁଷେ ଏ ଛାନ୍ଦେ ରସ
  12. ଏ ଉତ୍ତାରୁ ଧୀରେ ଶୁଣ ହେ ଧୀରେ
  13. ସାଧବ ଶୁଣ ହେ ମାଧବ
  14. ଶ୍ରବଣେ ଧୀରେ ଶ୍ରବଣେ ଧୀରେ ଲଭିବ ମହାନନ୍ଦ
  15. ରସ ଏ ଛାନ୍ଦେ ବିଦୂଷ
  16. ସନ୍ଥଜନ ଏ ଛାନ୍ଦକୁ ବିଚାର
  17. କ ଚ ଟ ତ ପ ନିୟମ ଏ ଛାନ୍ଦ
  18. ନବଘନ ଶ୍ୟାମ ପ୍ରେମ କଉତୁକ
  19. ଜଗଦ୍ବାନ୍ଧବ ଲୀଳା ସାଧବ
  20. ଧୀରେ ଧୀରେ ଧୀରେ ଘେନ ଏଥି ଦେଇ ଶ୍ରୁତି
  21. ମାଧବ ସମ୍ଭୋଗ ରସ
  22. ଧୀରେ ଶୁଣ କୃଷ୍ଣରସ ବାଣୀକି
  23. ଧୀରେ ଧୀରେ ଶୁଣ ରସ କିଶୋରୀ ବିରସ
  24. ରସିକେ ରସବତୀ ରସେ ରସିଣ
  25. ରସିକେ ଦୂତୀ ବିଳମ୍ବରୁ ଗୋବିନ୍ଦ
  26. ଏ ଉତ୍ତାରୁ ଶୁଣ ହେ ରସିକେ
  27. ବରଜବନ୍ଧୁ ହେ ପଚାର ଯାହା
  28. ସରସେ ଛାନ୍ଦ କରିବି
  29. ସଜ୍ଜନଗଣ କର ଶ୍ରବଣ
  30. ଏ ଉତ୍ତାରୁ ସୁବିଦୁଷ ସାବଧାନେ ଘେନ ରସ
  31. ଘେନ ସାଧବ ଭିନ୍ନ ମାଧବ ଚାହିଁ
  32. ଘେନ ହେ ସୁଜନ ମାନସମଜ୍ଜନ
  33. ଧୀରେ ଏ ଛାନ୍ଦ ଆନନ୍ଦସିନ୍ଧୁ ଚାନ୍ଦ
  34. ଧୀରେ ଧୀରେ ଗୋବିନ୍ଦ ଥିଲେ ଶୟନରେ
  35. ସନ୍ଥଜନ ଘେନ ଏ ଦିବ୍ୟରସ
  36. ଘେନ ଆହେ ଅନଘ ସୁରମ୍ୟ
  37. କର ଶ୍ରବଣ ସଜ୍ଜନ ଜନ ରସବର
  38. ଧୀରଚକୋର ଆନନ୍ଦବରଧନ
  39. ଧୀର ଚକ୍ର ହୃଦପଦ୍ମ-ମହୀର
  40. ଗୁଣ ପ୍ରେମ ଗୋବିନ୍ଦର ଶୁଣି ଗୋରୀ
  41. ଗୋବିନ୍ଦ ଗୁଣାବଳୀ ମିତ୍ର ଏ ଛାନ୍ଦ
  42. ଧୀର ଚକ୍ର ହୃଦପଦ୍ମ ମିହିର
  43. ଧୀରେ କୃଷ୍ଣ ହୃଦ ସିନ୍ଧୁ ଭାବ ଚାନ୍ଦ
  44. କୁଞ୍ଜେ ବିଜେ ସଖା ଉର ଅପସର
  45. ରସ ରସିକେ ଘେନ ମନ ନିବେଶି
  46. ରସିକ ଗ୍ରାହକେ ଶୁଣ ଏ ଛାନ୍ଦ
  47. ପ୍ରଣୟରେ ଦୁଃଖୀ ହୋଇ ପଦ୍ମାଳାକ୍ଷୀ
  48. ରାଧା ଧରି ସଖୀ କର
  49. ରସିକମାନେ ଶୁଣ ମନ ଦେଇ
  50. ଚତୁର ଏ ଛାନ୍ଦେ ରସ
  51. ଏଥୁଅନ୍ତେ ଘେନ ରସ ରସବତୀ ସଖୀବଂଶ
  52. ଶ୍ରୀରାଧା ବାତୁଳୀ
  53. ଧୀରେ ଧୀରେ କର ଶ୍ରବଣ ଶ୍ରବଣ ରଞ୍ଜନ ବିଚିତ୍ରରସ
  54. ଶୁଣ ହେ ସୁଜନେ ଗୋବିନ୍ଦ ଭଜନେ
  55. ଧୀରେ ଧୀରେ ଭାଳି ଘେନ ଏ ଛାନ୍ଦ
  56. ଜଗତବନ୍ଦନ ଶ୍ରୀନନ୍ଦନନ୍ଦନ
  57. ଝାଡ଼ିବିନୋଦିଆ ହରି ଯେ
  58. ସାଧବ ମାଧବ ପ୍ରୀତି ବିହୀନେ
  59. ସୁମନେ ସୁଜନେ ଶୁଣ ଏ ରସ
  60. ଧୀରେ ଏ ଛାନ୍ଦ ପ୍ରେମ ରସ ସିନ୍ଧୁ
  61. ରସି ରସିକେ ଘେନ ଏ ରସ
  62. ଏ ଉତ୍ତାରୁ ଘେନ ସାଧୁଜନେ ମୁଦଚିତ୍ତେ
  63. ଘେନ ଆହେ ସାଧବ କୃଷ୍ଣଜନ୍ମ ଉତ୍ସବ
  64. ଏ ଉତ୍ତାରୁ ଘେନ ଧୀରେ ସାବଧାନ ହୋଇ ଧୀରେ
  65. ଘେନ ସୁଧୀରେ ଏ ରସ ଧୀରେ
  66. ଏ ଉତ୍ତାରୁ ଶୁଣ ଧୀରେ କୃଷ୍ଣ ବିଜୟ ସୁଧୀରେ
  67. ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ
  68. ଧୀରେ ଘେନ ଧୀରେ କୃଷ୍ଣଚରିତ
  69. ବ୍ୟଥିତ କଥିତ ଧନୀ ଗିର
  70. ଧୀରେ ଘେନ ଧୀରେ ଗୋବିନ୍ଦ ଅଧୀରେ
  71. ଦିନେ ଦିନେ ଚତୁରୀ ପ୍ରେମେ ହୋଇ ଆତୁରୀ
  72. ଧୀରେ ଦିନେ ବନମାଳୀ ପ୍ରିୟସଖା ସଙ୍ଗେ ମିଳି
  73. ସାଧବେ ଘେନ ହେ ବିଚିତ୍ରରସ
  74. ଦୂତୀକର ଧରି ହରି ବୋଇଲେ କିଶୋରୀ
  75. ଧୀରେ ରାଧା କର ଧରି କହୁଛନ୍ତି ଦୂତୀକି
  76. ଧୀରେ ଘେନ ଧୀରେ ବ୍ରଜେଶ୍ୱରୀ
  77. କିଶୋରୀ ବିଧୁରେ ଦୂତିକା ବିଧୁରେ
  78. ଧୀରେ ଧୀରେ ଘେନ ନବଘନ ଶ୍ୟାମ
  79. ମିତ ଅନ୍ତରେ କୃଷ୍ଣ କାତରେ
  80. ଧୀରେ ଘେନ ରସାଶୋଭୀକି ଭରସା
  81. ଘେନ ହେ ସଜ୍ଜନ ମାନସ ମଜ୍ଜନ
  82. ସୁଧୀରେ ଘେନ ଛାନ୍ଦ କଳାନିଧିରେ
  83. ପରବଚନ୍ଦ୍ର ବଦନାକୁ ଗୋବିନ୍ଦ ବସାଇ
  84. କୋବିଦବୃନ୍ଦ ଏ ଛାନ୍ଦ
  85. ଧୀରେ ଘେନ ରସ ନରେ ଗୋବିନ୍ଦ
  86. ଧୀରେ ପ୍ରଭାତରେ ହରି ଶୟନ ଅଟନେ
  87. ଧୀରେ ଘେନ ଏ ଉତ୍ତାରେ
  88. ଧୀରେ ଘେନ ଏ ଉତ୍ତାରୁ ଗୋବିନ୍ଦ
  89. ଅନ୍ତରଙ୍ଗ ସଖାମାନେ
  90. ଏ ଛାନ୍ଦକୁ ଘେନ ଧୀରେ
  91. କରକାହୃଦୀ ରାଧାକୁ କୋଳେ ଘେନି
  92. ଧୀରେ ଘେନ ଏକଦିନେ ନାନ୍ଦୀମୁଖୀ ବୃନ୍ଦାସ୍ଥାନେ
  93. ଉତ୍ତମରସିକେ ସୁମନେ ଶୁଣ
  94. ଧୀରେ ଶ୍ରୀବୃନ୍ଦଙ୍କୁ ନାନ୍ଦୀମୁଖୀ ପୁଚ୍ଛନ୍ତି
  95. ଧୀରେ ଘେନ ଦିନେ ଦୁର୍ବାସା ମୁନି
  96. ଶ୍ରବଣେ କର ଧୀରେ କୃଷ୍ଣ ଯଶ
  97. ଦୀନବନ୍ଧୁ କଥା ଧୀରେ