Jump to content

ଲେଖକ:କାହ୍ନୁପା

ଉଇକିପାଠାଗାର‌ରୁ
କାହ୍ନୁ ପାଦ


କାହ୍ନୁପା ଥିଲେ ଜଣେ ବୌଦ୍ଧ ସହଜିଆ ସିଦ୍ଧ ସାଧକ । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ତାଙ୍କର ଅବଦାନ ହେଉଛି ଚର୍ଯ୍ୟାଗୀତିକା ( ଗୀତିକା ନଂ.୭,୯,୧୦,୧୧,୧୨,୧୩,୧୮,୧୯,୨୪,୩୬,୪୦,୪୨,୪୫ ) ନାମକ ଗୀତିକା ସଂକଳନର ସର୍ବାଧିକ ଗୀତିକା ରଚନା କରିଥିବାର ମିଳେ ।

ରଚନାବଳୀ

[ସମ୍ପାଦନା]