ଲେଖକ:ଦୀନକୃଷ୍ଣ ଦାସ
Appearance
←Author Index: ଦ | ଦୀନକୃଷ୍ଣ ଦାସ (୧୬୫୦–୧୭୧୦) |
ପ୍ରମୁଖ ରୀତିଯୁଗୀୟ ଭକ୍ତକବି । ଅନେକ ପ୍ରସିଦ୍ଧ ଜଣାଣ ଓ 'ରସକଲ୍ଲୋଳ' କୃଷ୍ଣଲୀଳା ଆଧାରିତ କାବ୍ୟ ରଚନା କରିଥିଲେ । ଏହା ଛଡ଼ା ଅନ୍ୟାନ୍ୟ ରଚନା ମଧ୍ୟ କରିଛନ୍ତି । ଓଡ଼ିଆ ସାହିତ୍ୟରେ ଏକାଧିକ ଦୀନକୃଷ୍ଣ ଥିବା ଗବେଷକମାନେ କହିଛନ୍ତି । |
ରଚନାବଳୀ
[ସମ୍ପାଦନା](ପ୍ରମୁଖ ରଚନାଗୁଡ଼ିକୁ ମୋଟା ଅକ୍ଷରରେ ଲେଖାଯାଇଛି)
କାବ୍ୟ
[ସମ୍ପାଦନା]- ରସକଲ୍ଲୋଳ
- ଗୁଣସାଗର
- ସଂସାର ବୋଧକ ବୋଲି
- ନାବକେଳି
- ମଧୁମଙ୍ଗଳ
- ଭୂତକେଳି
- କଳିଯୁଗ
- ଦରିଦ୍ର ଦାମୋଦର ଦ୍ୱିଜ
- ପ୍ରସ୍ତାବସିନ୍ଧୁ
- ଜଗମୋହନ ଛାନ୍ଦ
- ରସବିନୋଦ
- ନାରକାସୁର ବଧ
- ସୁଭଦ୍ରା ହରଣ କାବ୍ୟ
ଗୀତା
[ସମ୍ପାଦନା]- ନାମରତ୍ନ ଗୀତା
- ବଉଦ ବ୍ରହ୍ମଗୀତା
- ନାମ ବ୍ରହ୍ମଗୀତା
କ୍ଷୁଦ୍ର ରଚନା
[ସମ୍ପାଦନା]'ବୋଲି' ରଚନା
[ସମ୍ପାଦନା]- ଘାଟବୋଲି (ନାବକେଳି)
- ଅଳଙ୍କାର ବୋଲି
'ବିଭା' ରଚନା
[ସମ୍ପାଦନା]- ବୃନ୍ଦାବନ ରାସଙ୍କ ବିଭା
- କଂସବିଭା
- ପାଞ୍ଚପାଟ ବଂଶୀ ବିଭା
'ସାଗର' ରଚନା
[ସମ୍ପାଦନା]- ଜ୍ଞାନ ସାଗର
- ଭକ୍ତି ସାଗର
- ଧର୍ମ ସାଗର
- ମହିମା ସାଗର
- ମୁକ୍ତିସାଗର
- ତତ୍ତ୍ୱସାଗର
ଭଜନ ବା ଜଣାଣ
[ସମ୍ପାଦନା]ଚଉତିଶା
[ସମ୍ପାଦନା]- ଆର୍ତ୍ତତ୍ରାଣ ଚଉତିଶା (ବା ଆରତତ୍ରାଣ ଚଉତିଶା)
- କମଳାକାନ୍ତ ଚଉତିଶା
- ସ୍ନାନ ସ୍ମରଣ ଚଉତିଶା
- ରାଧାକୃଷ୍ଣ ଚଉତିଶା
ଅନ୍ୟାନ୍ୟ ରଚନା
[ସମ୍ପାଦନା]- ସ୍ତ୍ରୀ ପୁରୁଷ ଲକ୍ଷଣ
ଶ୍ରେଣୀସମୂହ:
- 1650 births
- 1710 deaths
- Authors with birth dates differing from Wikidata
- Authors with death dates differing from Wikidata
- Authors with non-numeric birth dates
- Authors with non-numeric death dates
- Authors with override birth dates
- Authors with override death dates
- Early modern authors
- ୧୬୫୦ births
- ୧୭୧୦ deaths
- Author pages without image
- Authors-ଦ
- ବାଲେଶ୍ୱର ଜିଲ୍ଲାର ଲେଖକ