ଲେଖକ:ଦୀନକୃଷ୍ଣ ଦାସ

ଉଇକିପାଠାଗାର‌ରୁ
ଦୀନକୃଷ୍ଣ ଦାସ
(୧୬୫୦–୧୭୧୦)
ପ୍ରମୁଖ ରୀତିଯୁଗୀୟ ଭକ୍ତକବି । ଅନେକ ପ୍ରସିଦ୍ଧ ଜଣାଣ ଓ 'ରସକଲ୍ଲୋଳ' କୃଷ୍ଣଲୀଳା ଆଧାରିତ କାବ୍ୟ ରଚନା କରିଥିଲେ । ଏହା ଛଡ଼ା ଅନ୍ୟାନ୍ୟ ରଚନା ମଧ୍ୟ କରିଛନ୍ତି । ଓଡ଼ିଆ ସାହିତ୍ୟରେ ଏକାଧିକ ଦୀନକୃଷ୍ଣ ଥିବା ଗବେଷକମାନେ କହିଛନ୍ତି ।

ରଚନାବଳୀ[ସମ୍ପାଦନା]

(ପ୍ରମୁଖ ରଚନାଗୁଡ଼ିକୁ ମୋଟା ଅକ୍ଷରରେ ଲେଖାଯାଇଛି)

କାବ୍ୟ[ସମ୍ପାଦନା]

  • ରସକଲ୍ଲୋଳ
  • ଗୁଣସାଗର
  • ସଂସାର ବୋଧକ ବୋଲି
  • ନାବକେଳି
  • ମଧୁମଙ୍ଗଳ
  • ଭୂତକେଳି
  • କଳିଯୁଗ
  • ଦରିଦ୍ର ଦାମୋଦର ଦ୍ୱିଜ
  • ପ୍ରସ୍ତାବସିନ୍ଧୁ
  • ଜଗମୋହନ ଛାନ୍ଦ
  • ରସବିନୋଦ
  • ନାରକାସୁର ବଧ
  • ସୁଭଦ୍ରା ହରଣ କାବ୍ୟ

ଗୀତା[ସମ୍ପାଦନା]

  • ନାମରତ୍ନ ଗୀତା
  • ବଉଦ ବ୍ରହ୍ମଗୀତା
  • ନାମ ବ୍ରହ୍ମଗୀତା

କ୍ଷୁଦ୍ର ରଚନା[ସମ୍ପାଦନା]

'ବୋଲି' ରଚନା[ସମ୍ପାଦନା]

  • ଘାଟବୋଲି (ନାବକେଳି)
  • ଅଳଙ୍କାର ବୋଲି

'ବିଭା' ରଚନା[ସମ୍ପାଦନା]

  • ବୃନ୍ଦାବନ ରାସଙ୍କ ବିଭା
  • କଂସବିଭା
  • ପାଞ୍ଚପାଟ ବଂଶୀ ବିଭା

'ସାଗର' ରଚନା[ସମ୍ପାଦନା]

  • ଜ୍ଞାନ ସାଗର
  • ଭକ୍ତି ସାଗର
  • ଧର୍ମ ସାଗର
  • ମହିମା ସାଗର
  • ମୁକ୍ତିସାଗର
  • ତତ୍ତ୍ୱସାଗର

ଭଜନ ବା ଜଣାଣ[ସମ୍ପାଦନା]

ଚଉତିଶା[ସମ୍ପାଦନା]

ଅନ୍ୟାନ୍ୟ ରଚନା[ସମ୍ପାଦନା]

  • ସ୍ତ୍ରୀ ପୁରୁଷ ଲକ୍ଷଣ