ରସକଲ୍ଲୋଳ

ଉଇକିପାଠାଗାର‌ରୁ
Jump to navigation Jump to search
ରସକଲ୍ଲୋଳ
ଲେଖକ/କବି: ଦୀନକୃଷ୍ଣ ଦାସ
କୃଷ୍ଣଲୀଳା ସମ୍ବଳିତ ଛାନ୍ଦକାବ୍ୟ । ଏହା ରୀତିଯୁଗରେ ରଚିତ ପ୍ରଧାନ କାବ୍ୟମାନଙ୍କ ମଧ୍ୟରୁ ଅନ୍ୟତମ । କାବ୍ୟଟି କ-ଆଦ୍ୟ ନିୟମରେ ରଚିତ ।

ରସକଲ୍ଲୋଳ
ଦୀନକୃଷ୍ଣ ଦାସ

ସୂଚୀ

  1. କର ସାଧୁଜନମାନେ ମନକୁ ଏକ
  2. କର ଆହେ ସାଧୁଜନ ମାନେ ମନ ଏକତାନ
  3. କର୍ଣ୍ଣେ ନନ୍ଦସୁତ ହେବା ଶୁଣିଲେ
  4. କର୍ଣ୍ଣ ଦେଇ ଶୁଣ ଆହେ ସାଧୁଜନେ
  5. କୃଷ୍ଣ ବାଳକ ଲୀଳା ଏକମନେ
  6. କର୍ଣ୍ଣ ମନ ଦେଇ ଶ୍ରଦ୍ଧାବନ୍ତ ହୋଇ
  7. କମଳ ନୟନ କୃଷ୍ଣ ଶ୍ରୀନନ୍ଦନନ୍ଦନ
  8. କରୁଥିବ ହଂସ ପରାୟେ ଗମନ
  9. କର ସାଧୁଜନମାନେ ଏକ ମନକର୍ଣ୍ଣ ଦେଇ
  10. କୁମୁଦନନ୍ଦିନୀ ସଖୀଗଣ ଘେନି
  11. କର୍ଣ୍ଣେ ଶୁଣ ସୁଜନେ କୃଷ୍ଣ କଥା
  12. କୁସୁମ ସମୟ ହୋଇଲା ଉଦୟ
  13. କଳଙ୍କ ରହିତ କଳାକରଜିତ
  14. କୁସୁମକାଳ କାହାକୁ କାଳ
  15. କ୍ରମେ ମଧୁଶେଷ ହୋଇଲା ପ୍ରବେଶ
  16. କ୍ରମେ ଗ୍ରୀଷମ ହୋଇଲା ଶେଷ
  17. କ୍ରମେ ପ୍ରବେଶ ହୋଇଲା ଶରଦ
  18. କହିଛନ୍ତି ଦେବେ ଏକଦୃଷ୍ଟି
  19. କ୍ରୀଡ଼ା ଶେଷେ ଗୋପନାରୀ
  20. କୁଞ୍ଜକୁଟୀରେ ଫୁଲ ଶେଯ ଉପରେ
  21. କେଶବ ଅଂଶରେ ବସି ମାନସରେ
  22. କଲେ ଯାଇ ଅବଲୋକ
  23. କୃଷ୍ଣଙ୍କୁ ଦେଖି ଗୋପୀ ହେଲେ ଯାହା
  24. କରୀବର କର ମର୍ଦ୍ଦନୁଅନ୍ତର
  25. କର ସାଧୁବିବେକ ଜନେ
  26. କୃଷ୍ଣ କଂସନଗର ଯିବା ଶୁଣି
  27. କର୍ଣ୍ଣ ଦେଇ କୃଷ୍ଣ କଥା ଶୁଣ ସୁଜନେ
  28. କୃଷ୍ଣ ବିଜୟ ମଥୁରା ଦାଣ୍ଡେ
  29. କରି ଦେବତାଙ୍କ କାର୍ଯ୍ୟ କରୁଣାନିଧି
  30. କମଳନେତ୍ର କଂସକଟକେ ଥାଇ
  31. କିଶୋରୀ ରତନ ରାଧା ବିରହେ
  32. କୃଷ୍ଣଦୂତକୁ ବସାଇ ପାଶେ
  33. କହନ୍ତି ଉଦ୍ଧବ କେବେହେଁ ମାଧବ
  34. କଂସ କରୀ କଣ୍ଠୀରବ କେଶବ