ପୃଷ୍ଠା:Hada bagicha.pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାନ୍ଧ ଉପରେ ନ ଥିବା ମୁଣ୍ଡ ଉପରେ ନ ଥିବା ଗ୍ରୀନ୍ହୋଲକୁ ବି ସଜାଡ଼ି ନେଲା ନାଇଁ । ଆଖି ମେଲା କରି ଅରଣ୍ୟର ଚାରିପଟେ ନଜର ବୁଲାଇ ଆଣିଲା କି ନ ଆଣିଲା ନିଜେ ଜାଣିପାରିଲା ନାହିଁ । ତା’ପରେ ଆଲୁଅକୁ ସ୍ଥିର କରି