ଉଇକିପାଠାଗାର:ଜନ୍ମତିଥି/୧/ନିର୍ଘଣ୍ଟ
ଦେଖଣା
୨୦୧୫ ଅକ୍ଟୋବର ୨୫ ତାରିଖ
ସକାଳ ୧୦-ଉପରଓଳି ୪
ଉଇକିଆଳି ମେଳଣ (କେବଳ ସକ୍ରିୟ ଉଇକିଆଳିଙ୍କ ପାଇଁ) ▶
ସନ୍ଧ୍ୟା ୫-୫:୧୫
ନାମଲେଖା ଓ ଆସନ ଗ୍ରହଣ
ଶିକ୍ଷଣ ପୁସ୍ତିକା ବିତରଣ
ସନ୍ଧ୍ୟା ୫:୧୫-୫:୩୦
ସଭାର ସଂକ୍ଷିପ୍ତ ସୂଚନା (ଡ. ସୁବାସ ଚନ୍ଦ୍ର ରାଉତ) ▶
ସନ୍ଧ୍ୟା ୫:୩୦-୬:୦୦
ବିବରଣୀ ପାଠ (ମୃତ୍ୟୁଞ୍ଜୟ କର ଓ ସୁଭାସିସ ପାଣିଗାହି) ▶
ସନ୍ଧ୍ୟା ୬:୦୦-୬:୧୦
ଅତିଥିମାନଙ୍କୁ ମଞ୍ଚପରେ ଆମନ୍ତ୍ରଣ
ଅତିଥି ପରିଚୟ ପ୍ରଦାନ
ସନ୍ଧ୍ୟା ୬:୧୦-୬:୩୦
ସୃଜନିକା: ଦେଢ଼ ଲକ୍ଷ ପୃଷ୍ଠାର ଡିଜିଟାଲ ଅଭିଲେଖ (ଡ. ପୁଷ୍ପଶ୍ରୀ ପଟ୍ଟନାୟକ ଓ ଜୀବନ ପଣ୍ଡା)
ସନ୍ଧ୍ୟା ୬:୩୦-୭:୦୦
ଆଲୋଚନାଚକ୍ର: "ଓଡ଼ିଆ ବହିର ଡିଜିଟାଲ ସଂରକ୍ଷଣ, ଆବଶ୍ୟକତା ଓ ଭବିଷ୍ୟତ": ଡ. ଯତିନ ମହାନ୍ତି, ସୁଧିର ପଟ୍ଟନାୟକ (ସମଦୃଷ୍ଟି ପ୍ରକାଶନ), ଅନୀଲ ପ୍ରଧାନ (ଶିକ୍ଷାସନ୍ଧାନ) ▶
ସନ୍ଧ୍ୟା ୭:୦୦-୭:୧୫
ଉଇକିଆଳିଙ୍କୁ ପୁରସ୍କାର ବିତରଣ (ପରିଚାଳନା: ମୃତ୍ୟୁଞ୍ଜୟ କର)
ସନ୍ଧ୍ୟା ୭:୧୫-୭:୩୦
☕ ଚା-ଜଳଖିଆ