ଏହି ପୃଷ୍ଠାଟି ବୈଧ ହୋଇସାରିଛି
(ସାଥୀ ମହଲ, କଟକ) | |
୩୫. ଭାରତୀୟ ଧର୍ମଶାସ୍ତ୍ର | ଡକ୍ଟର ଭଗବାନ ପଣ୍ଡା |
୩୬. ନୃସିଂହ ଆରାଧନା | ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି |
୩୭. ଦାରୁ ଦେବତା | ଡକ୍ଟର ବେଣୀମାଧବ ପାଢ଼ୀ |
(କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର୍, କଟକ) | |
୩୮. କୃଷ୍ଟି ଓ ଦୃଷ୍ଟି | ଡକ୍ଟର ବେଣୀମାଧବ ପାଢ଼ୀ |
(ତାରାତାରିଣୀ ପୁସ୍ତକାଳୟ, ବ୍ରହ୍ମପୁର) | |
୩୯. ଶ୍ରୀଜଗନ୍ନାଥ ତତ୍ତ୍ୱ ବିମର୍ଷ | ଡକ୍ଟର ବେଣୀମାଧବ ପାଢ଼ୀ |
(ଗ୍ରନ୍ଥମନ୍ଦିର, କଟକ) | |
୪୦. ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ଶ୍ରୀଜଗନ୍ନା | ପ୍ରାଧ୍ୟାପକ ଗୋପାଳ ଚନ୍ଦ୍ର ତ୍ରିପାଠୀ |
୪୧. ଶ୍ରୀକ୍ଷେତ୍ରର ଅଜ୍ଞାତ ଅଧ୍ୟାୟ | ପଣ୍ଡିତ ହରିହର ମହାପାତ୍ର |
(ଏସ୍.ବି ପବ୍ଲିକେଶନସ୍, କଟକ) | |
୪୨. ଶ୍ରୀକ୍ଷେତ୍ରର ଶ୍ରୀଦେବୀ | ପଣ୍ଡିତ ହରିହର ମହାପାତ୍ର |
(ଏସ୍.ବି ପବ୍ଲିକେଶନସ୍, କଟକ) | |
୪୩. ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ଓ ପର୍ବପର୍ବାଣି | ପଣ୍ଡିତ ହରିହର ମହାପାତ୍ର ଓ ଅନୁପୂର୍ଣ୍ଣା ମିଶ୍ର |
୪୪. ଶ୍ରୀଜଗନ୍ନାଥ ଦର୍ଶନ | ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ର |
(ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ) | |
୪୫. ମହାଦେବତା | ଆଶୁତୋଷ ପ୍ରସାଦ ପଟ୍ଟନାୟକ |
(ଫ୍ରେଣ୍ଡର୍ସ ପବ୍ଲିଶର୍ସ, କଟକ) | |
୪୬. ଜଗନ୍ନାଥାଷ୍ଟକମ୍ | (ସଂ) ପ୍ରଫେସର ଗୌରୀ କୁମାର ବ୍ରହ୍ମା |
୪୭. ଯୁଗେ ଯୁଗେ ଶ୍ରୀକ୍ଷେତ୍ର-ଶ୍ରୀଜଗନ୍ନାଥ | ଡକ୍ଟର ସୂର୍ଯ୍ୟ ନାରାୟଣ ଦାଶ |
୪୮. ବୈଚିତ୍ର୍ୟମୟ ଶ୍ରୀମନ୍ଦିର | ଶରତ ଚନ୍ଦ୍ର |
୪୯. ବିବର୍ତ୍ତନ ଧାରାରେ ଶ୍ରୀଜଗନ୍ନାଥ | ଡକ୍ଟର ହରିହର କାନୁନ୍ଗୋ |
୫୦. ଇତିହାସ, ପରମ୍ପରା ଓ ଶ୍ରୀଜଗନ୍ନାଥ | ଡକ୍ଟର ହରିହର କାନୁନ୍ଗୋ |
୫୧. ବାଲି ନଅରର ଐତିହ ଗାଥା | ନାରାୟଣ ନନ୍ଦ |
୫୨. ଶ୍ରୀଜଗନ୍ନାଥ ଓ ନେପାଳ | ଅନିରୁଦ୍ଧ ଦାସ ଓ ପଣ୍ଡିତ ସଦାଶିବ ରଥଶର୍ମା |
(ବିଦ୍ୟାପୁରୀ, କଟକ) |
ଶ୍ରୀଜଗନ୍ନାଥ ୨୯୫