ଚିତ୍ରକାବ୍ୟ ବନ୍ଧୋଦୟ

ଉଇକିପାଠାଗାର‌ରୁ
ଚିତ୍ରକାବ୍ୟ ବନ୍ଧୋଦୟ
ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଏହା ଉପେନ୍ଦ୍ର ଭଞ୍ଜଙ୍କ କୃତ ବିଶିଷ୍ଟ ଛାନ୍ଦକାବ୍ୟ ଅଟେ । ଗ୍ରନ୍ଥରେ କବି ଚିତ୍ରକାବ୍ୟର ବିବିଧ ଶୈଳୀ ବର୍ଣ୍ଣନା କରିବା ସହ ୮୨ଗୋଟି ବନ୍ଧ ମଧ୍ୟ ଦେଇଛନ୍ତି । ଏହି ଦୃଷ୍ଟିରୁ ମାତ୍ର ଚିତ୍ରକାବ୍ୟ ଆଧାରିତ ଏକ ସମ୍ପୂର୍ଣ୍ଣ କାବ୍ୟ ଓଡ଼ିଆ ସାହିତ୍ୟରେ ବିରଳ ।


ବନ୍ଧସୂଚୀ[ସମ୍ପାଦନା]

  1. ଅଟ୍ଟାଳୀ ବନ୍ଧ
  2. ସୂର୍ଯ୍ୟରଥ ବନ୍ଧ
  3. ପ୍ରାସାଦ ବନ୍ଧ
  4. ପୀଢ଼ ପ୍ରାସାଦ ବନ୍ଧ
  5. ବିମାନ ବନ୍ଧ
  6. ମଣ୍ଡପ ବନ୍ଧ
  7. ମହାରଥ ବନ୍ଧ
  8. ପୁଷ୍ପକରଥ ବନ୍ଧ
  9. ରଥ ବନ୍ଧ
  10. ପ୍ରାଚୀନ ରଥ ବନ୍ଧ
  11. ଚକ୍ର ବନ୍ଧ
  12. ପଞ୍ଚମତ୍ସ୍ୟ ବନ୍ଧ
  13. ଯୁଗଳ ନାଗ ବନ୍ଧ
  14. ଗିଳିମତ୍ସ୍ୟ ବନ୍ଧ
  15. ଶୂଳ ବନ୍ଧ
  16. ଖଡ଼ଗ ବନ୍ଧ
  17. ମୁରଜ ବନ୍ଧ
  18. ମୁରଜ ବନ୍ଧ
  19. ପରଶୁ ବନ୍ଧ
  20. ପୁଚ୍ଛ ବନ୍ଧ
  21. ମତ୍ସ୍ୟ ବନ୍ଧ
  22. ଶଙ୍ଖ ବନ୍ଧ
  23. ଷୋଡ଼ଶଦଳ ପଦ୍ମ ବନ୍ଧ
  24. ଶିବ ବନ୍ଧ
  25. କବାଟ ବନ୍ଧ
  26. ଅଷ୍ଟଦଳ ବନ୍ଧ
  27. ଦୋପୁରି ବନ୍ଧ
  28. ଆବୃତ ବନ୍ଧ
  29. ଚତୁରଙ୍ଗ ବନ୍ଧ
  30. ଅଶ୍ୱଗତି ବନ୍ଧ
  31. କବାଟ ବନ୍ଧ
  32. ଗୁଚ୍ଛ ବନ୍ଧ
  33. ଗଦା ବନ୍ଧ
  34. ସିଂହାବଲୋକନ ବନ୍ଧ
  35. ଡମ୍ବରୁ ବନ୍ଧ
  36. ଶକଟ ବନ୍ଧ
  37. ବଜ୍ର ବନ୍ଧ
  38. ନାଗନାଡ଼ି ବନ୍ଧ
  39. କୂର୍ମ ବନ୍ଧ
  40. ଗୋମୂତ୍ର ବନ୍ଧ
  41. ବୀଣା ବନ୍ଧ
  42. ରବା ବନ୍ଧ
  43. ଜ୍ୟୋତିଶ୍ଚକ୍ର ବନ୍ଧ
  44. କାକପାଦ ବନ୍ଧ
  45. ମାଳା ବନ୍ଧ
  46. ତ୍ରିଶାଖା ବୃକ୍ଷ ବନ୍ଧ
  47. ଯମଦର ବନ୍ଧ
  48. ଫଳକ ବନ୍ଧ
  49. କିଙ୍କିଣୀ ବନ୍ଧ
  50. ଲଗୁଡ଼ ବନ୍ଧ
  51. ତ୍ରିଶାଖା ଗୁଚ୍ଛ ବନ୍ଧ
  52. ରଥ ବନ୍ଧ
  53. ତରୁଆରୀ ବନ୍ଧ
  54. ତୀର ବନ୍ଧ
  55. କାତି ବନ୍ଧ
  56. ଧନୁ ବନ୍ଧ
  57. ଲତା ବନ୍ଧ
  58. ପାଶ ବନ୍ଧ
  59. ଅଜା ଯୁଦ୍ଧ ବନ୍ଧ
  60. ନାଗଫାଶ ବନ୍ଧ
  61. ମହାପଦ୍ମ ବନ୍ଧ
  62. ମହାଚକ୍ର ବନ୍ଧ
  63. ଗବାକ୍ଷ ବନ୍ଧ
  64. ସ୍ୱସ୍ତିକ ବନ୍ଧ
  65. ସ୍ୱସ୍ତିକ ଚକ୍ରକେଳି ବନ୍ଧ
  66. ଛତ୍ର ବନ୍ଧ
  67. ଜଗତୀ ବନ୍ଧ
  68. ପଦ୍ମଛନ୍ଦ ବନ୍ଧ
  69. ତ୍ରାସ ବନ୍ଧ
  70. ମେଷଯୁଦ୍ଧ ବନ୍ଧ
  71. ବହିତ୍ର ବନ୍ଧ
  72. ତୁରଙ୍ଗଗତି ବନ୍ଧ
  73. ସର୍ବତୋଭଦ୍ର ବନ୍ଧ
  74. ହଳ ବନ୍ଧ
  75. ଲଙ୍ଗଳ ବନ୍ଧ
  76. ଚନ୍ଦ୍ରବିମ୍ବରଥ ବନ୍ଧ
  77. ଅଙ୍କୁଶ ବନ୍ଧ
  78. ଛୁରିକା ବନ୍ଧ
  79. ଯୁଗଳ କୁକ୍କୁଟ ବନ୍ଧ
  80. ଅଷ୍ଟକୋଣ ବନ୍ଧ
  81. ଚାମର ବନ୍ଧ
  82. ପର୍ଯ୍ୟଙ୍କ ବନ୍ଧ