ଚିତ୍ରକାବ୍ୟ ବନ୍ଧୋଦୟ
ଦେଖଣା
ଚିତ୍ରକାବ୍ୟ ବନ୍ଧୋଦୟ ଲେଖକ/କବି: |
ଚନ୍ଦ୍ରବତ କୀରତୀ ରାମଚନ୍ଦ୍ର→ |
ଏହା ଉପେନ୍ଦ୍ର ଭଞ୍ଜଙ୍କ କୃତ ବିଶିଷ୍ଟ ଛାନ୍ଦକାବ୍ୟ ଅଟେ । ଗ୍ରନ୍ଥରେ କବି ଚିତ୍ରକାବ୍ୟର ବିବିଧ ଶୈଳୀ ବର୍ଣ୍ଣନା କରିବା ସହ ୮୨ଗୋଟି ବନ୍ଧ ମଧ୍ୟ ଦେଇଛନ୍ତି । ଏହି ଦୃଷ୍ଟିରୁ ମାତ୍ର ଚିତ୍ରକାବ୍ୟ ଆଧାରିତ ଏକ ସମ୍ପୂର୍ଣ୍ଣ କାବ୍ୟ ଓଡ଼ିଆ ସାହିତ୍ୟରେ ବିରଳ । |
ଚିତ୍ରକାବ୍ୟ ବନ୍ଧୋଦୟ
ଉପେନ୍ଦ୍ର ଭଞ୍ଜ
ସୂଚୀ
- ଚନ୍ଦ୍ରବତ କୀରତୀ ରାମଚନ୍ଦ୍ର
- ଏଥୁ ଅନନ୍ତେ ମେଧାବୀ ସୁବୁଦ୍ଧି
- ଏ ଅନନ୍ତରେ ଶୁଣ ଜନେ ଜଳନିଧିପୁରୀ
- ଏବେ ସାଧୁଜନେ ଶୁଣ ମନ ଏକ କରି
- ଏଥୁ ଅନ୍ତେ ଶୁଣ ସଂଖ୍ୟାବାନ ଗଣ
- ଏ ଅନ୍ତେ ଶୁଣ ସୁମତି
- ଏଥୁ ଅନନ୍ତରେ ଶୁଣ ମେଧାବନ୍ତେ
- ଏଥୁ ଅନନ୍ତରେ ଏକାନ୍ତେ ଦେଖି ରସବତୀ
- ଏଥୁ ଅନନ୍ତରେ କେହୁ ରସିକବର
- ନବ ସଙ୍ଗ ନାରୀକି କେଉଁ ପୁଂସ
ବନ୍ଧସୂଚୀ
[ସମ୍ପାଦନା]- ଅଟ୍ଟାଳୀ ବନ୍ଧ
- ସୂର୍ଯ୍ୟରଥ ବନ୍ଧ
- ପ୍ରାସାଦ ବନ୍ଧ
- ପୀଢ଼ ପ୍ରାସାଦ ବନ୍ଧ
- ବିମାନ ବନ୍ଧ
- ମଣ୍ଡପ ବନ୍ଧ
- ମହାରଥ ବନ୍ଧ
- ପୁଷ୍ପକରଥ ବନ୍ଧ
- ରଥ ବନ୍ଧ
- ପ୍ରାଚୀନ ରଥ ବନ୍ଧ
- ଚକ୍ର ବନ୍ଧ
- ପଞ୍ଚମତ୍ସ୍ୟ ବନ୍ଧ
- ଯୁଗଳ ନାଗ ବନ୍ଧ
- ଗିଳିମତ୍ସ୍ୟ ବନ୍ଧ
- ଶୂଳ ବନ୍ଧ
- ଖଡ଼ଗ ବନ୍ଧ
- ମୁରଜ ବନ୍ଧ
- ମୁରଜ ବନ୍ଧ
- ପରଶୁ ବନ୍ଧ
- ପୁଚ୍ଛ ବନ୍ଧ
- ମତ୍ସ୍ୟ ବନ୍ଧ
- ଶଙ୍ଖ ବନ୍ଧ
- ଷୋଡ଼ଶଦଳ ପଦ୍ମ ବନ୍ଧ
- ଶିବ ବନ୍ଧ
- କବାଟ ବନ୍ଧ
- ଅଷ୍ଟଦଳ ବନ୍ଧ
- ଦୋପୁରି ବନ୍ଧ
- ଆବୃତ ବନ୍ଧ
- ଚତୁରଙ୍ଗ ବନ୍ଧ
- ଅଶ୍ୱଗତି ବନ୍ଧ
- କବାଟ ବନ୍ଧ
- ଗୁଚ୍ଛ ବନ୍ଧ
- ଗଦା ବନ୍ଧ
- ସିଂହାବଲୋକନ ବନ୍ଧ
- ଡମ୍ବରୁ ବନ୍ଧ
- ଶକଟ ବନ୍ଧ
- ବଜ୍ର ବନ୍ଧ
- ନାଗନାଡ଼ି ବନ୍ଧ
- କୂର୍ମ ବନ୍ଧ
- ଗୋମୂତ୍ର ବନ୍ଧ
- ବୀଣା ବନ୍ଧ
- ରବା ବନ୍ଧ
- ଜ୍ୟୋତିଶ୍ଚକ୍ର ବନ୍ଧ
- କାକପାଦ ବନ୍ଧ
- ମାଳା ବନ୍ଧ
- ତ୍ରିଶାଖା ବୃକ୍ଷ ବନ୍ଧ
- ଯମଦର ବନ୍ଧ
- ଫଳକ ବନ୍ଧ
- କିଙ୍କିଣୀ ବନ୍ଧ
- ଲଗୁଡ଼ ବନ୍ଧ
- ତ୍ରିଶାଖା ଗୁଚ୍ଛ ବନ୍ଧ
- ରଥ ବନ୍ଧ
- ତରୁଆରୀ ବନ୍ଧ
- ତୀର ବନ୍ଧ
- କାତି ବନ୍ଧ
- ଧନୁ ବନ୍ଧ
- ଲତା ବନ୍ଧ
- ପାଶ ବନ୍ଧ
- ଅଜା ଯୁଦ୍ଧ ବନ୍ଧ
- ନାଗଫାଶ ବନ୍ଧ
- ମହାପଦ୍ମ ବନ୍ଧ
- ମହାଚକ୍ର ବନ୍ଧ
- ଗବାକ୍ଷ ବନ୍ଧ
- ସ୍ୱସ୍ତିକ ବନ୍ଧ
- ସ୍ୱସ୍ତିକ ଚକ୍ରକେଳି ବନ୍ଧ
- ଛତ୍ର ବନ୍ଧ
- ଜଗତୀ ବନ୍ଧ
- ପଦ୍ମଛନ୍ଦ ବନ୍ଧ
- ତ୍ରାସ ବନ୍ଧ
- ମେଷଯୁଦ୍ଧ ବନ୍ଧ
- ବହିତ୍ର ବନ୍ଧ
- ତୁରଙ୍ଗଗତି ବନ୍ଧ
- ସର୍ବତୋଭଦ୍ର ବନ୍ଧ
- ହଳ ବନ୍ଧ
- ଲଙ୍ଗଳ ବନ୍ଧ
- ଚନ୍ଦ୍ରବିମ୍ବରଥ ବନ୍ଧ
- ଅଙ୍କୁଶ ବନ୍ଧ
- ଛୁରିକା ବନ୍ଧ
- ଯୁଗଳ କୁକ୍କୁଟ ବନ୍ଧ
- ଅଷ୍ଟକୋଣ ବନ୍ଧ
- ଚାମର ବନ୍ଧ
- ପର୍ଯ୍ୟଙ୍କ ବନ୍ଧ