ଉଇକିପାଠାଗାର:ପରିଛା ହେବା ପାଇଁ ଅନୁରୋଧ

ଉଇକିପାଠାଗାର‌ରୁ
Jump to navigation Jump to search

ପରିଛା ହେବାପାଇଁ ଅନୁରୋଧ ଗୋଟିଏ ବ୍ୟବସ୍ଥା ଯେଉଁଥିରେ ଉଇକିପିଡ଼ିଆ ସଙ୍ଘ କିଏ ପରିଛା (ସେମାନଙ୍କୁ admins ବା sysops ବି କୁହାଯାଏ) ହେବ ସେକଥା ସ୍ଥିର କରେ , ସେମାନେ ସାଧାରଣ ବ୍ୟବହାରକାରୀଙ୍କଠାରୁ କିଛି ଅଧିକ ବୈଷୟିକ ସୁବିଧା ଦିଆଯାଇଥାଏ ଯାହାକି ଉଇକିପିଡ଼ିଆକୁ ସମ୍ଭାଳିବାରେ ସାହାଯ୍ୟ କରେ । ଜଣେ ବ୍ୟବହାରକାରୀ ନିଜେ ପରିଛା ହେବା ପାଇଁ ନିଜର ଅନୁରୋଧ ପଠାଇଥାଏ (ନିଜେ ପରିଛା ପାଇଁ ଆବେଦନ କରିବା), ନହେଲେ ବାକି ବ୍ୟବହାରକାରୀଙ୍କ ଦେଇ ବଛା ହୋଇଥାନ୍ତି । ଦୟାକରି ପରିଛାଙ୍କ ପଢ଼ିବା ତାଲିକା, କେମିତି କାମ କରିବେ-ସାହାଯ୍ୟ, ଆଉ ପରିଛା ପାଇଁ ଅନୁରୋଧ-ସାହାଯ୍ୟ ଆଦି ପରିଛା ପାଇଁ ଅନୁରୋଧ କରିବା ଆଗରୁ ନିହାତି ଜାଣନ୍ତୁ ।

ମୁ ଶ୍ରୀକାନ୍ତ କେଡ଼ିଆ ପରିଛା ହେବା ପାଇଁ ଅନୁରୋଧ କରୁଅଛି । Odisha1 (ମୋ ଆଲୋଚନା) ୨୩:୦୩, ୨୦ ଅକ୍ଟୋବର ୨୦୧୪ (IST)Reply[reply]

ସହ‌ଯୋଗ ସହ‌ଯୋଗ[ସମ୍ପାଦନା]

  1. ସହମତ --Jnanaranjan sahu (ମୋ ଆଲୋଚନା) ୨୩:୧୮, ୨୦ ଅକ୍ଟୋବର ୨୦୧୪ (IST)Reply[reply]
  2.  ସମର୍ଥନ Ansuman (ମୋ ଆଲୋଚନା) ୦୦:୩୭, ୨୧ ଅକ୍ଟୋବର ୨୦୧୪ (IST)Reply[reply]
  3.  ସମର୍ଥନ --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୨:୩୬, ୨୧ ଅକ୍ଟୋବର ୨୦୧୪ (IST)Reply[reply]
  4.  ସମର୍ଥନ --Psubhashish (ମୋ ଆଲୋଚନା) ୦୯:୫୨, ୨୧ ଅକ୍ଟୋବର ୨୦୧୪ (IST)Reply[reply]
  5.  ସମର୍ଥନ -- Coldbreeze16 (ମୋ ଆଲୋଚନା) ୨୩:୫୦, ୧୩ ସେପ୍ଟେମ୍ବର ୨୦୧୫ (IST)Reply[reply]

ବିରୋଧ ବିରୋଧ[ସମ୍ପାଦନା]

ନିରପେକ୍ଷ ନିରପେକ୍ଷ[ସମ୍ପାଦନା]

ମୁଁ ମୃତ୍ୟୁଞ୍ଜୟ କର ଓଡ଼ିଆ ଉଇକିପାଠାଗାରର ପରିଚାଳନା ନିମନ୍ତେ ପରିଛା କ୍ଷମତା ପାଇବା ପାଇଁ ଅନୁରୋଧ କରୁଅଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୦:୦୯, ୧୨ ସେପ୍ଟେମ୍ବର ୨୦୧୫ (IST)Reply[reply]

ସହ‌ଯୋଗ ସହ‌ଯୋଗ[ସମ୍ପାଦନା]

  1.  ସମର୍ଥନ କେହି ପରିଚାଳକ ନ ରହିଲେ କାମ ପରିଚାଳନାରେ ଅନେକ ଅସୁବିଧା ହେଉଛି । ଆଗରୁ ଓଡ଼ିଆ ଉଇକିପିଡ଼ିଆରେ ଅନେକ ବର୍ଷ ଧରି ପରିଚାଳନାର ସମ୍ପୂର୍ଣ୍ଣ ଭାବେ ନିଭାଇଥିବାରୁ ସମ୍ପୂର୍ଣ୍ଣ ସମର୍ଥନ । (Support to Mrutyunjaya Kar as he has been a long time and very responsible sysop on Odia Wikipedia for a long time. Odia Wikisource also does not has a sysop at this moment.) --Psubhashish (ମୋ ଆଲୋଚନା) ୨୩:୧୧, ୧୩ ସେପ୍ଟେମ୍ବର ୨୦୧୫ (IST)Reply[reply]
  2.  ସମର୍ଥନ-- Coldbreeze16 (ମୋ ଆଲୋଚନା) ୨୩:୫୦, ୧୩ ସେପ୍ଟେମ୍ବର ୨୦୧୫ (IST)Reply[reply]
  3.  ସମର୍ଥନ --Nistha.aslp (ମୋ ଆଲୋଚନା) ୨୩:୩୦, ୧୩ ସେପ୍ଟେମ୍ବର ୨୦୧୫ (IST)Reply[reply]
  4.  ସମର୍ଥନ --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୦:୩୦, ୧୪ ସେପ୍ଟେମ୍ବର ୨୦୧୫ (IST)Reply[reply]
  5.  ସମର୍ଥନ -- Pmsarangi (ମୋ ଆଲୋଚନା) ୧୪:୩୩, ୧୫ ସେପ୍ଟେମ୍ବର ୨୦୧୫ (IST)Reply[reply]
  6.  ସମର୍ଥନ --Sailenroutray (ମୋ ଆଲୋଚନା) ୦୦:୦୨, ୧୬ ସେପ୍ଟେମ୍ବର ୨୦୧୫ (IST)Reply[reply]
  7.  ସମର୍ଥନ--Aditya Mahar (ମୋ ଆଲୋଚନା) ୧୨:୦୮, ୧୭ ସେପ୍ଟେମ୍ବର ୨୦୧୫ (IST)Reply[reply]

ନିରପେକ୍ଷ ନିରପେକ୍ଷ[ସମ୍ପାଦନା]

ବିରୋଧ ବିରୋଧ[ସମ୍ପାଦନା]

ଫଳାଫଳ[ସମ୍ପାଦନା]

୪ ମାସ ପାଇଁ ପରିଚାଳନା ଦାୟିତ୍ଵ ମିଳିଲା, ସମର୍ଥନ ନିମନ୍ତେ ଧନ୍ୟବାଦ--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୦:୫୫, ୧୯ ସେପ୍ଟେମ୍ବର ୨୦୧୫ (IST)Reply[reply]

ମୃତ୍ୟୁଞ୍ଜୟ କର[ସମ୍ପାଦନା]

ଉଇକିପାଠାଗାର ପରିଚାଳନା ନିମନ୍ତେ ମିଳିଥିବା ୪ମାସିଆ ସମୟାବଧି ଆସନ୍ତା ୧୯ ଜାନୁଆରୀ ୨୦୧୬ରେ ସରିବାକୁ ଯାଉଛି । ଏ ପର୍ଯ୍ୟନ୍ତ ଏହି ଦାୟିତ୍ଵ ନେବାପାଇଁ ଅନ୍ୟ କେହି ଉଇକିଆଳି ଆବେଦନ କରିନାହାନ୍ତି, ତେଣୁ ପୁଣିଥରେ ଓଡ଼ିଆ ଉଇକିପାଠାଗାରର ପରିଚାଳନା ନିମନ୍ତେ ପରିଛା କ୍ଷମତା ପାଇବା ପାଇଁ ଅନୁରୋଧ କରୁଅଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୪୯, ୧୨ ଜାନୁଆରୀ ୨୦୧୬ (IST)Reply[reply]

ସହ‌ଯୋଗ ସହ‌ଯୋଗ[ସମ୍ପାଦନା]

  1.  ସମର୍ଥନ ଏଥର ଅଳ୍ପ ଦିନ ପାଇଁ ନ ହୋଇ ସ୍ଥାୟୀ ହେଲେ ଭଲ (I would personally request for a permanent adminship as User:MKar has been really taking care of all the admin activities on this wiki.)--ସୁଭାସିସ ପାଣିଗାହି (ମୋ ଆଲୋଚନା) ୨୩:୫୫, ୧୨ ଜାନୁଆରୀ ୨୦୧୬ (IST)Reply[reply]
  2.  ସମର୍ଥନ--Jnanaranjan sahu (ମୋ ଆଲୋଚନା) ୧୦:୫୯, ୧୩ ଜାନୁଆରୀ ୨୦୧୬ (IST)Reply[reply]
  3.  ସମର୍ଥନ-- ମୃତ୍ୟୁଞ୍ଜୟ କର ସ୍ଥାୟୀ ଭାବରେ ପରିଚାଳକ ହୁଅନ୍ତୁ ।--Hellohappy (ମୋ ଆଲୋଚନା) ୧୧:୦୪, ୧୩ ଜାନୁଆରୀ ୨୦୧୬ (IST)Reply[reply]
  4.  ସମର୍ଥନ-- --Nistha.aslp (ମୋ ଆଲୋଚନା) ୧୪:୫୪, ୧୩ ଜାନୁଆରୀ ୨୦୧୬ (IST)Reply[reply]
  5.  ସମର୍ଥନ-- ମୃତ୍ୟୁଞ୍ଜୟ କରଙ୍କୁ ସ୍ଥାୟୀ ପରିଚାଳକ ଭାବରେ ନିଯୁକ୍ତ କରାଯାଉ ।--Pmsarangi (ମୋ ଆଲୋଚନା) ୧୬:୪୫, ୧୩ ଜାନୁଆରୀ ୨୦୧୬ (IST)Reply[reply]

ନିରପେକ୍ଷ ନିରପେକ୍ଷ[ସମ୍ପାଦନା]

ବିରୋଧ ବିରୋଧ[ସମ୍ପାଦନା]

ଫଳାଫଳ[ସମ୍ପାଦନା]

୧ ବର୍ଷ ପାଇଁ ପରିଚାଳନା ଦାୟିତ୍ଵ ମିଳିଲା, ସମର୍ଥନ ନିମନ୍ତେ ଧନ୍ୟବାଦ--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୭:୦୬, ୨୦ ଜାନୁଆରୀ ୨୦୧୬ (IST)Reply[reply]

ଉଇକିପାଠାଗାର ପରିଚାଳନା ନିମନ୍ତେ ମିଳିଥିବା ୧ ବର୍ଷିଆ ସମୟାବଧି ଆଜି (୧୯ ଜାନୁଆରୀ ୨୦୧୭) ସରିବାକୁ ଯାଉଛି, ତେଣୁ ପୁଣିଥରେ ଓଡ଼ିଆ ଉଇକିପାଠାଗାରର ପରିଚାଳନା ନିମନ୍ତେ ପରିଛା କ୍ଷମତା ପାଇବା ପାଇଁ ଅନୁରୋଧ କରୁଅଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୭:୫୧, ୧୯ ଜାନୁଆରୀ ୨୦୧୭ (IST)Reply[reply]

ସହ‌ଯୋଗ ସହ‌ଯୋଗ[ସମ୍ପାଦନା]

  1.  ସମର୍ଥନ--Aditya Mahar (ମୋ ଆଲୋଚନା) ୦୮:୨୪, ୧୯ ଜାନୁଆରୀ ୨୦୧୭ (IST)Reply[reply]
  2.  ସମର୍ଥନ --DashNistha (ମୋ ଆଲୋଚନା) ୦୮:୨୬, ୧୯ ଜାନୁଆରୀ ୨୦୧୭ (IST)Reply[reply]
  3.  ସମର୍ଥନ --ସୁଭାସିସ ପାଣିଘରି (ମୋ ଆଲୋଚନା) ୧୦:୦୫, ୧୯ ଜାନୁଆରୀ ୨୦୧୭ (IST)Reply[reply]
  4.  ସମର୍ଥନ ----Pmsarangi (ମୋ ଆଲୋଚନା) ୧୫:୦୭, ୧୯ ଜାନୁଆରୀ ୨୦୧୭ (IST)Reply[reply]
  5.  ସମର୍ଥନ --Saileshpat (ମୋ ଆଲୋଚନା) ୦୬:୨୭, ୨୦ ଜାନୁଆରୀ ୨୦୧୭ (IST)Reply[reply]
  6.  ସମର୍ଥନ--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୪:୫୭, ୨୨ ଜାନୁଆରୀ ୨୦୧୭ (IST)Reply[reply]

ନିରପେକ୍ଷ ନିରପେକ୍ଷ[ସମ୍ପାଦନା]

ବିରୋଧ ବିରୋଧ[ସମ୍ପାଦନା]

ଫଳାଫଳ[ସମ୍ପାଦନା]

୧ ବର୍ଷ ପାଇଁ (୨୭ ଜାନୁଆରୀ ୨୦୧୮ ପର୍ଯ୍ୟନ୍ତ) ପରିଚାଳନା ଦାୟିତ୍ଵ ମିଳିଲା, ସମର୍ଥନ ନିମନ୍ତେ ଧନ୍ୟବାଦ--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୫:୫୪, ୨୭ ଜାନୁଆରୀ ୨୦୧୭ (IST)Reply[reply]

ଉଇକିପାଠାଗାର ପରିଚାଳନା ନିମନ୍ତେ ମିଳିଥିବା ୧ ବର୍ଷିଆ ସମୟାବଧି (୨୭ ଜାନୁଆରୀ ୨୦୧୮) ସରି ଯାଇଛି, ତେଣୁ ପୁଣିଥରେ ଓଡ଼ିଆ ଉଇକିପାଠାଗାରର ପରିଚାଳନା ନିମନ୍ତେ ପରିଛା କ୍ଷମତା ପାଇବା ପାଇଁ ଅନୁରୋଧ କରୁଅଛି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୩:୨୫, ୭ ଅକ୍ଟୋବର ୨୦୧୮ (IST)Reply[reply]

ସହ‌ଯୋଗ ସହ‌ଯୋଗ[ସମ୍ପାଦନା]

ନିରପେକ୍ଷ ନିରପେକ୍ଷ[ସମ୍ପାଦନା]

ବିରୋଧ ବିରୋଧ[ସମ୍ପାଦନା]

ଫଳାଫଳ[ସମ୍ପାଦନା]

୧ ବର୍ଷ ପାଇଁ (୧୩ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ) ପରିଚାଳନା ଦାୟିତ୍ଵ ମିଳିଲା, ସମର୍ଥନ ନିମନ୍ତେ ଧନ୍ୟବାଦ --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୦୪, ୧୪ ଅକ୍ଟୋବର ୨୦୧୮ (IST)Reply[reply]

ଅଭିନନ୍ଦନ କର ଭାଇ । -ଗପୁ (ମୋ ଆଲୋଚନା) ୨୦:୧୨, ୧୪ ଅକ୍ଟୋବର ୨୦୧୮ (IST)Reply[reply]

ଇନ୍ଟରଫେସ ଆଡମିନିସ୍ଟ୍ରେଟର ଓ ପରିଛା ପାଇଁ ପ୍ରସ୍ତାବ[ସମ୍ପାଦନା]

ଆଗରୁ ପରିଛା ବା ଆଡମିନ ମାନେ ଏକ ଉଇକିପିଡ଼ିଆରେ ସିଏସେଏସ ଏବଂ ଯାଭାସ୍କ୍ରିପ୍ଟ କୁ ବଦଳାଇ ପାରୁଥଲେ ।ଏହି ବଦଳଗୁଡିକ ସାଧାରାଣତଃ ଉଇକିପଡ଼ିଆର ସଜାଣୀ ଏବଂ ଇଉଜର ଇଣ୍ଟରଫେସ ପାଇଁ ଦରକାର । ହେଲେ ନୁଆ ନିୟମ ଅନୁସାରେ ଏହାକୁ ବଦଳାଇବା ପାଇଁ ଅଲଗା ଅନୁମତି ଦରକାର । ଆଗରୁ ମୁଁ କରିଥିବା କିଛି ବଦଳରେ ସୁଧାର ଏବଂ ନୁଆ ବଦଳ କରିବା ପାଇଁ ଏହି ଏନୁମତି ଦରକାର । ଏହି ଏନୁମତି ପାଇଁ ସମର୍ଥନ ଲୋଡ଼ା । ଅଧିକ ଜାଣିବା ପାଇଁ ଏଠି ଦେଖାନ୍ତୁ ।

ଏହାଛଡା ପୁର୍ବ ଅଭିଜ୍ଞତା(ଉଇକିପିଡ଼ିଆ) ଥିବାରୁ, ଉଇକିପାଠାଗର ଉନ୍ନତ କରିବା ପାଇଁ ଏହା ଛଡା କୌଣସି କାମ କରିବାରେ ହଠାତ ସାହାଯ୍ୟ ଦରକାର ପାଇଁ ସ୍ଟାଣ୍ଦବାଏ ଭଳି ରହିବା ପାଇଁ ମୁଁ ପରିଛା ହେବା ପାଇଁ ମଧ୍ୟ ଅନୁରୋଧ କାରୁଛି ।--Jnanaranjan sahu (ମୋ ଆଲୋଚନା) ୧୨:୦୪, ୨୨ ଅକ୍ଟୋବର ୨୦୧୮ (IST)Reply[reply]

 ସମର୍ଥନ[ସମ୍ପାଦନା]

 ବିରୋଧ[ସମ୍ପାଦନା]

 ନିରପେକ୍ଷ[ସମ୍ପାଦନା]

ଇନ୍ଟରଫେସ ଆଡମିନିସ୍ଟ୍ରେଟର ଓ ପରିଛା ପୁନରାବୃତ୍ତି ପାଇଁ ପ୍ରସ୍ତାବ[ସମ୍ପାଦନା]

ପରିଚାଳନା ନିମନ୍ତେ ମିଳିଥିବା ୧ ବର୍ଷିଆ ସମୟାବଧି ସରି ଯାଇଛି, ତେଣୁ ପୁଣିଥରେ ଓଡ଼ିଆ ଉଇକିପାଠାଗାରର ପରିଚାଳନା ନିମନ୍ତେ ପରିଛା କ୍ଷମତା ପାଇବା ପାଇଁ ଅନୁରୋଧ କରୁଅଛି । --Jnanaranjan sahu (ମୋ ଆଲୋଚନା) ୦୧:୫୬, ୪ ନଭେମ୍ବର ୨୦୧୯ (IST)Reply[reply]

 ସମର୍ଥନ[ସମ୍ପାଦନା]

  • ସମର୍ଥନ --Pmsarangi (ମୋ ଆଲୋଚନା) ୧୧:୩୫, ୫ ନଭେମ୍ବର ୨୦୧୯ (IST)Reply[reply]
  • ସମର୍ଥନ --Radhadwibedi (ମୋ ଆଲୋଚନା) ୧୨:୦୪, ୫ ନଭେମ୍ବର ୨୦୧୯ (IST)Reply[reply]
  • ଓଡିଆ ଉଇକିପାଠାଗାର ଇନ୍ଟରଫେସ ଆଡମିନିସ୍ଟ୍ରେଟର ପାଇଁ ଜ୍ଞାନରଞ୍ଜନ ସାହୁ ଓ ଆଡମିନ ପାଇଁ ମୃତ୍ୟୁଞ୍ଜୟ କର, ସଂଗ୍ରାମ କେଶରୀ ସେନାପତିଙ୍କ ନାମ ଯୋଡୁଛି । --Chinmayee Mishra (ମୋ ଆଲୋଚନା) ୦୨:୦୨, ୬ ନଭେମ୍ବର ୨୦୧୯ (IST)Reply[reply]

 ବିରୋଧ[ସମ୍ପାଦନା]

 ନିରପେକ୍ଷ[ସମ୍ପାଦନା]

ଇଣ୍ଟରଫେସ ଆଡମିନିଷ୍ଟ୍ରେଟର ଓ ପରିଛା ପୁନରାବୃତ୍ତି ପାଇଁ ପ୍ରସ୍ତାବ (୨୦୨୦)[ସମ୍ପାଦନା]

ପରିଚାଳନା ନିମନ୍ତେ ମିଳିଥିବା ୧ ବର୍ଷିଆ ସମୟାବଧି ଆଜି ସରି ଯାଇଛି, ତେଣୁ ପୁଣିଥରେ ଓଡ଼ିଆ ଉଇକିପାଠାଗାରର ପରିଚାଳନା ନିମନ୍ତେ ପରିଛା କ୍ଷମତା ପାଇବା ପାଇଁ ଅନୁରୋଧ କରୁଅଛି । --Jnanaranjan sahu (ମୋ ଆଲୋଚନା) ୦୦:୦୦, ୨୩ ନଭେମ୍ବର ୨୦୨୦ (IST)Reply[reply]

 ସମର୍ଥନ[ସମ୍ପାଦନା]

  1. ସମ୍ପୂର୍ଣ୍ଣ ସମର୍ଥନ - ଗପୁ (ମୋ ଆଲୋଚନା) ୦୦:୦୩, ୨୩ ନଭେମ୍ବର ୨୦୨୦ (IST)Reply[reply]
  2. ସମ୍ପୂର୍ଣ୍ଣ ସମର୍ଥନ‌- Radhadwibedi (ମୋ ଆଲୋଚନା) ୧୨:୧୪, ୨୩ ନଭେମ୍ବର ୨୦୨୦ (IST)Reply[reply]
  3. ସମ୍ପୂର୍ଣ୍ଣ ସମର୍ଥନ - --Pmsarangi (ମୋ ଆଲୋଚନା) ୧୪:୫୮, ୧ ଡିସେମ୍ବର ୨୦୨୦ (IST)Reply[reply]
  4.  ସମର୍ଥନ--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୫:୪୧, ୧ ଡିସେମ୍ବର ୨୦୨୦ (IST)Reply[reply]
  5.  ସମର୍ଥନ--Chinmayee Mishra (ମୋ ଆଲୋଚନା) ୧୨:୧୩, ୭ ଡିସେମ୍ବର ୨୦୨୦ (IST)Reply[reply]

 ବିରୋଧ[ସମ୍ପାଦନା]

 ନିରପେକ୍ଷ[ସମ୍ପାଦନା]