ଗୋପୀଭାଷା

ଉଇକିପାଠାଗାର‌ରୁ
Jump to navigation Jump to search
ଗୋପୀଭାଷା
ଲେଖକ/କବି: ଦନାଇ ଦାସ
କୃଷ୍ଣ ଓ ଗୋପୀମାନଙ୍କ ଉପରେ ଆଧାରିତ କାବ୍ୟ । ଏହା ସମ୍ପୂର୍ଣ୍ଣ ଚକ୍ରକେଳି ବୃତ୍ତରେ ଲିଖିତ । ଏହାର କେତେକ ପଦ ଓଡ଼ିଶାରେ ଅତ୍ୟନ୍ତ ଲୋକପ୍ରିୟ ଏବଂ ପୂର୍ବରୁ ଚାଟଶାଳୀରେ ଦନାଇ ଦାସଙ୍କ ଗୋପୀଭାଷା ପଢ଼ାହେବା ପ୍ରଚଳନ ଥିଲା ।

ଗୋପୀଭାଷା
ଦନାଇ ଦାସ

ସୂଚୀ

  1. କୃଷ୍ଣ କଥା ଭାଳି ଗୋପୀ ସକଳ
  2. ଖେଳି ଆସୁଥାନ୍ତି ନାନା ରଙ୍ଗେଣ
  3. ଏକ ଗୋପୀ ବୋଇଲା ଶୁଣ ସଖୀ