ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ମୁଖବନ୍ଧ
ବିଦଗ୍ଧ ଚିନ୍ତାମଣି

9.- ଧୀକାରେ, ଏବଂ ଗ୍ରନ୍ଥାଭରକ୍ତ ବିଷମାନ ଓ ଭିତ ଅନ୍ୟାନ୍ୟ ଗ୍ରନ୍ଥମାନଙ୍କର ଵବରଣ ଏକ ସ୍ଵତନ୍ତ୍ର ପ୍ରବନ୍ଧରେ, ପ୍ରକାଶ କରିବାର ବାସନା ରହଲ୍ । FORU ‘ ମାରୁଳାଳୟରେ ଅବସ୍ଥାନ କରୁଥିବା କାଳରେ ଉଭ୍ୟ ୫ଙ୍କଧର ନାକଙ୍କ ସଙ୍ଗରେ ତାଙ୍କର ( ଅଭିମନ୍ୟୁଙ୍କର ) ପରିଚ ହୋଇଥଲା । ସେହିଦିନଠାରୁ ୪ଙ୍କଧର ଆମରଣ ତାଙ୍କର ଜଣେ ପରମ ବନ୍ଧ ଥିଲେ । ଙ୍କଧର ଯେ କେବଳ ଜଣେ ପ୍ରସିଦ୍ଧ ସଂସ୍କୃତଜ୍ଞ ପଣ୍ଡିତ ଥରେ ତାହା ନୁହେ, ଅନେକ ଶାସ୍ତ୍ରରେ ତାଙ୍କର ଅଭିଜ୍ଞତା ଥୁବାରୁ ସେ ଅଭିମନ୍ୟୁଙ୍କର ସମାଦର ଲଭ କରିଥିଲେ । ” ବାଲ୍ୟକାଳରୁ ଅଭିମନ୍ୟୁଙ୍କର କବପ୍ଟର ହୋଇଥଲେ । ପ୍ରଥମେ ସେ କପ୍ରକାର କକତା କେତେକ ନଦର୍ଶନ ନମ୍ନରେ ପ୍ରଦତ୍ତ ହେଇ— ୱ ଭି ଓ ଭକ୍ତର ସଞ୍ଚାର ରଚନା କରି ପାରୁଥିଲେ ତାହାର ୧–କର୍ମଙ୍ଗା ଗଛର ଗୁଇ ଗୋ ମୋର ! ଗୋ କରମ ଯାହାର ସୁଫଳ ହୋଇବ କୃଷ୍ଣଙ୍କୁ ଲଭବ ସେହି ଗୋ, ମୋର ଭୃ ଗୋ । ଗଞ୍ଜେଇ ଗଛର ଗୁଇ ଗୋ ମୋର ଦୃ ଗୋ ବେଣୁବନୋଦିଆ ଯେଣେ ଯାଉଥାଇ ତେଣେ ବୃର ପଡ଼ୁଥାଇ ଗୋ, ମୋର ଭୃ ଗୋ | ୨—ଯୁଦ୍ଧରେ ସେ ଅ୪ ଗ୍ରାମ କର ଆନ କଉରୁଙ୍କ ବୋଲେ ମୋର ଡଷୀ । ଇତ୍ୟାଦି । ଏ ସବୁ ନବବର୍ଷବୟସ୍କ ବାଳକର ରଚନା । ଅଭିମନ୍ୟୁଙ୍କ କଲଭ ସମ୍ବନ୍ଧରେ ବଡ଼ ପ୍ରବାଦ ଅଛି । ତାହା ' ମୃତ୍ୟୁଞ୍ଜସ୍ତ ରଥ ଲେଖିଅଛନ୍ତି । ସାଧୁଙ୍କୁ ମନ୍ତ୍ରୀପଦେଶ ବଳରେ ତାଙ୍କର କବଷି ସେହ ପ୍ରବାଦମାନଙ୍କର ମନ୍ତ୍ର । ଚତୁର୍ଦ୍ଦଶ ବର୍ଷ ବୟୂସରେ ଅଭିମନ୍ୟୁ କେନ୍ଦ୍ରାପଡ଼ାର ସୁପ୍ରସିଦ୍ଧ କୁମ୍ୟଧିକାର ସ୍ୱାଧାଶ୍ୟାମ ନରେନ୍ଦ୍ରଙ୍କ ପିତୃସା ବା ସଦାଶିବ ଜେନାଙ୍କ ଭଗିମ ବମଳା ଦେଗଙ୍କୁ ବିବାହ କରିଥିଲେ । ଉଚ୍ଚବିଂଶ ବର୍ଷ ବସରେ ସେ ପିତୃମାନ କନଙ୍କଠାରେ ନ୍ୟସ୍ତ କରି ଇଷ୍ମଦେବ ସାଧାମୋହନଙ୍କ ଉପାସନା ଓ ଲୀଳାର

ହୋଇ ସଂସାର ପ୍ରତି ଗର୍ଭକୃଷ୍ଣ ହେଲେ ଏବଂ ସ୍ନାୟୁ ସମ୍ପତ୍ତର ରକ୍ଷଣାବେକ୍ଷଣଭୈର