ପୃଷ୍ଠା:Bikalpa Biswa.pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲୋକେ ସକ୍ରିୟ ଓ ସଚେତନ ରହିଲେ ଦିନେ ଅବସ୍ଥା ସୁଧୁରିବ ଓ ଲୋକେ ନୀତିବାନ ନେତାଙ୍କପାଇଁ ଗର୍ବ ଅନୁଭବ କରିବେ । ଏ ଦିଗରେ ପ୍ରଥମ ପଦକ୍ଷେପ ହେବ ବିଦ୍ୟାଳୟମାନଙ୍କରେ ନୀତି ଶିକ୍ଷା ଓ ନେତାମାନଙ୍କ ତାଲିମପାଇଁ ନେତୃତ୍ୱ ଓ ନୀତି ବିଦ୍ୟାଳୟ ପ୍ରତିଷ୍ଠା ।

୨୮ ଅଗଷ୍ଟ, ୨୦୦୮

୫୦ ବିକଳ୍ପ ବିଶ୍ୱ