ପୃଷ୍ଠା:Galpa swalpa.djvu/୮୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପରା ହୋଇ ପୋଡିମଲେ । ବାହାରେ ବଡ ଗୋଳମାଳ ହେଉଥିବାରୁ ସେମାନଙ୍କ ଆକୁଳ ଚିତ୍କାର କେହି ଶୁଣିପାରିଲେ ନାହିଁ ।

ଦାରୋଗା ସାହେବ ରିପୋର୍ଟ ଲେଖି ମାଇନା ସକାଶେ ଅଧପୋଡା ଲାସ ଯୋଡାକ ସଦରକୁ ପଠାଇ ଦେଲେ । *

                            ---------







  • ଘଟଣାଟି ଆଂଶିକ ସତ୍ୟ -ଘଟନା ସ୍ଥାନ ଦଶପଲ୍ଲା ।ସେ ମହନ୍ତ ପୋଡି ମରି ନ ଥିଲେ ,ଗୁଡିଏ ଟଙ୍କା ଉପାର୍ଜନ କରି ଧରା ପଡ଼ିଥିଲେ ।