ପୃଷ୍ଠା:Galpa swalpa.djvu/୮୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ


ପରା ହୋଇ ପୋଡିମଲେ ।ବାହାରେ ବଡ ଗୋଳମାଳ ହେଉଥିବାରୁ ସେମାନଙ୍କ ଆକୁଳ ଚିତ୍କାର କେହି ଶୁଣିପାରିଲେ ନାହିଁ ।

ଦାରୋଗା ସାହେବ ରିପୋର୍ଟ ଲେଖି ମାଇନା ସକାଶେ ଅଧପୋଡା ଲାସ ଯୋଡାକ ସଦରକୁ ପଠାଇ ଦେଲେ । *

                            ---------







  • ଘଟଣାଟି ଆଂଶିକ ସତ୍ୟ -ଘଟନା ସ୍ଥାନ ଦଶପଲ୍ଲା ।ସେ ମହନ୍ତ ପୋଡି ମରି ନ ଥିଲେ ,ଗୁଡିଏ ଟଙ୍କା