ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଐତିହାସିକ ଆର. ସୁବ୍ବାରାଓଙ୍କଦ୍ୱାରା ପ୍ରସ୍ତୁତ ଉତ୍ତର ଗଙ୍ଗବଂଶାବଳୀ ନିମ୍ନରେ ଦିଆଗଲା ।
ଉତ୍ତର ଗଙ୍ଗ ବଂଶାବଳୀ
ଅନନ୍ତ ବର୍ମା ବଜ୍ରହସ୍ତ (୧୦୩୮-୧୦୬୯ ଖ୍ରୀ.) | |||||||||||||||||||||||||||||||||||
ଦେବେନ୍ଦ୍ର ବର୍ମା ପ୍ରଥମ ରାଜରାଜ (୧୦୬୯-୧୦୭୬ ଖ୍ରୀ.) | |||||||||||||||||||||||||||||||||||
ଅନନ୍ତ ବର୍ମା ଚୋଡ଼ଗଙ୍ଗ (୧୦୭୬-୧୧୪୭) | ଉଦୟଗଣ୍ଡ ପରମାଦ୍ରିଦେବ ବା ଦ୍ୱିତୀୟ ଚୋଡ଼ଗଙ୍ଗ ବା ରାଜେନ୍ଦ୍ର ଚୋଡ଼ଗଙ୍ଗ | ||||||||||||||||||||||||||||||||||
ସପ୍ତମ କାମାର୍ଣ୍ଣବ (୧୧୪୭-୫୬) | ରାଘବ (୧୧୫୬-୭୦) | ଦ୍ୱିତୀୟ ରାଜରାଜ (୧୧୭୦-୯୦) | ଦ୍ୱିତୀୟ ଅଙ୍ଗଙ୍ଗଭୀମ (୧୧୯୦-୯୮) | ||||||||||||||||||||||||||||||||
ତୃତୀୟ ରାଜରାଜ (୧୧୯୮-୧୨୧୧) | |||||||||||||||||||||||||||||||||||
ତୃତୀୟ ଅନଙ୍ଗଭୀମ (୧୨୧୧-୧୨୩୮) | |||||||||||||||||||||||||||||||||||
ପ୍ରଥମ ନରସିଂହଦେବ (୧୨୩୮-୧୨୬୪) | |||||||||||||||||||||||||||||||||||
ପ୍ରଥମ ଭାନୁଦେବ (୧୨୬୪-୧୨୭୯) | |||||||||||||||||||||||||||||||||||
ଦ୍ୱିତୀୟ ନରସିଂହଦେବ (୧୨୭୯-୧୩୦୬) | |||||||||||||||||||||||||||||||||||
ଦ୍ୱିତୀୟ ଭାନୁଦେବ (୧୩୦୬-୧୩୨୮) | |||||||||||||||||||||||||||||||||||
ତୃତୀୟ ନରସିଂହଦେବ (୧୩୨୮-୧୩୫୨) | |||||||||||||||||||||||||||||||||||
ଚତୁର୍ଥ ନରସିଂହଦେବ (୧୩୭୮-୧୪୧୪) | |||||||||||||||||||||||||||||||||||
ଚତୁର୍ଥ ଭାନୁଦେବ (୧୪୧୪-୧୪୩୪) | |||||||||||||||||||||||||||||||||||
ଓଡ଼ିଶା ଇତିହାସ . ୬୯