ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୦୭
ପ୍ରାଚୀନ ଓଡ଼ିଆ କବିତା
ଅଶ୍ୱଗଜ ରହୁବର ଅଛନ୍ତି ଅପାର
ନେଇଁ ବସାଇଲେ ନନ୍ଦୀଘୋଷର ଉପର । ।୩୬୦।
ଯେସନେକେ କଣ୍ଠୀରବ ନିଅଇ ହରିଣୀ
ତେସନେକ କରିଣ ନେଲେକ ଚକ୍ରପାଣି ।
ନାଗ ମଧ୍ୟୁ ଯେସନେ ଗରୁଡ଼ ନେଇ ବଳି
ତେସନେ କରିଣ ଘେନିଗଲେ ବନମାଳୀ ।
('ରୁକ୍ମିଣୀବିଭା',ପଞ୍ଚମ ଓ ସପ୍ତମ ଛାନ୍ଦରୁ ଗୃହୀତ)