ପୃଷ୍ଠା:Prachina Odia Kabita.pdf/୨୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୨୨୦
ପ୍ରାଚୀନ ଓଡ଼ିଆ କବିତା
 

ପରିଜନେ ଦ୍ୱାର ଫେଡ଼ିଲେ ଆଟ
ଭିତରେ ବିଜେ ସଧୀରେ ଦେବରାୟା
ଅଭନବ ଇନ୍ଦ୍ରଦ୍ଯୁମନ ଅବତାରା ।
ଯୁଗେ ଯୁଗେ ରହିଲେ ଏ କୀରତି ବିସ୍ତାରା ।
ରାମଚନ୍ଦ୍ର, ନୃପତି ଦୁର୍ଲଭ କିର୍ତ୍ତି ଏ । ୯୦।
ଚ୍ଚାନ୍ଦ ଭଣେ ଇହ ପରଲୋକ ଗତି ଆ ।