ପୃଷ୍ଠା:Prachina Odia Kabita.pdf/୨୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୫୭
 

କିଛି ହିଁ ମତି ହରିତ ଗତି ନ ଚଳେ ରାମାର ପାଦ
ନିତମ୍ବଭାରେ ଚଳଇ ଥିରେ ମନରେ ଭରି ବିଷାଦ ।
ମଦନ ମତ୍ତେ ଆନନ୍ଦ ଚିତ୍ତେ ସକଳ ଗୋପିକା ନାରୀ
ଶ୍ରୀକୃଷ୍ଣ ପାଶେ ମିଳିଲେ ତୋଷେ ସାତ୍ତ୍ୱିକ ଶରୀର ଘାରି ।