ପୃଷ୍ଠା:Saptascharya.pdf/୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯେହେତୁ ମୋର ପ୍ରକୃତ ସତ୍ତା ଖୁବ୍‍ ଶୀଘ୍ର ଧ୍ୱସ୍ତ ପାଇଥିଲା ତେଣୁ ମୋତେ ନେଇ ସୃଷ୍ଟ କିମ୍ବଦନ୍ତୀ ଖୁବ୍‍ ଜୋର୍‍ସୋର୍‍ରେ ପ୍ରଚାରିତ ହୋଇଥିଲା ।
ମୋତେ ନିର୍ମାଣ କରିଥିବା ରୋହ୍‍ଡ଼ସ୍‍ ନିବାସୀମାନେ ମୋର ପୁନଃନିର୍ମାଣ ନ କରିଥିଲେ ବି ମୋର ଧ୍ୱଂସାବଶେଷକୁ ସାଇତି ରଖିଥିଲେ ଶହଶହ ବର୍ଷ ଯାଏ । କିନ୍ତୁ ୬୫୪ ଖ୍ରୀଷ୍ଟାବ୍ଦରେ

ସପ୍ତାଶ୍ଚର୍ଯ୍ୟ ୭୫