ପୃଷ୍ଠା:ShreeJagannath.pdf/୧୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୧ । ପାଦପଦ୍ମ କୃଷ୍ଣ ପାଦପଦ୍ମ
୬୨ । ହରି ସହଦେବ ମନ୍ଦିର ଶିବଲିଙ୍ଗ
୬୩ । ମେର୍ଦ୍ଦା ରୋଷଘର (କାନ୍ଥରେ) ଚିତ୍ର ଗଣେଶ, ମହାବୀର ଓ
(ପୁରୁଣା ରୋଷଘର । ସରସ୍ୱତୀ ମୂର୍ତ୍ତିି
ସତ୍ୟନାରାୟଣ ମନ୍ଦିର ପଛପଟେ)
୬୪ । ବଟକୃଷ୍ଣ ମନ୍ଦିର (ପ୍ଳଟ୍‍ ନଂ.୧୧୧) କୃଷ୍ଣ
୬୫ । ରାଧାକୃଷ୍ଣ (ରାଧାରମଣ) ରାଧା ଓ କୃଷ୍ଣ
୬୬ । ସତ୍ୟନାରାୟଣ ମନ୍ଦିର ନାରାୟଣ
(ପ୍ଲଟ୍‍ ନଂ.୧୧୩)
(ଚତୁର୍ଭୁଜ ମୂର୍ତ୍ତିି । ଉପର ଡାହାଣ ହାତରେ ଚକ୍ର, ଉପର ବାମ ହାତରେ
ଶଙ୍ଖ, ତଳ ଡାହାଣ ହାତରେ ଅଭୟ ମୁଦ୍ରା ଓ ତଳ
ବାମ ହାତରେ ଗଦା ଧରିଛନ୍ତି । କର୍ଣ୍ଣରେ କୁଣ୍ଡଳ, ବେକରେ
ହାର ଓ ହାତରେ ଖଡ଼ୁ ଅଛି । ଦୁଇ ଦିଗରେ ଜୟ
ଓ ବିଜୟ; ତଳେ ନତଜାନୁ ହୋଇ ଗରୁଡ଼ । ମୁଗୁନି
ପରର ବିଗ୍ରହ । ଉଚ୍ଚତା ପାଞ୍ଚଫୁଟ ହେବ । ମନ୍ଦିରର
ମୁହଁ ଉତ୍ତର ଦିଗକୁ ।)
୬୭ । ଅଗ୍ନିଶ୍ୱର ମନ୍ଦିର ଶିବଲିଙ୍ଗ
(ଭୋଗ ମଣ୍ଡପ ଠାରୁ ପାକଶାଳା ପର୍ଯ୍ୟନ୍ତ ଯେଉଁ ରାସ୍ତା ଅଛି ତା'ପାଖରେ
ଆଗ୍ନେୟ କୋଣରେ ଏହି ମନ୍ଦିର ଅଛି । ତାଙ୍କୁ ରୋଷଘରର
ଅଗ୍ନିର ରକ୍ଷକ ମନେ କରାଯାଏ)
୬୮ । ବୃନ୍ଦାବନ ଚନ୍ଦ୍ର ମନ୍ଦିର କୃଷ୍ଣ
(ସରଘର)
୬୯ । ବଟଗଣେଶ ଗଣେଶ
(ଦକ୍ଷିଣକୁ ମୁଖ କରି
ବଟ ଗଣେଶ ମନ୍ଦିର ।
ଆଗରେ ମୂଷିକ ଅବସ୍ଥିତ,
କମନୀୟ ମୂର୍ତ୍ତିି) ଉଦାହରଣ
୭୦ । ସୀତା-ରଘୁନାଥ(ସରଘର) ସୀତା ଓ ରଘୁନାଥ
୭୧ । ତ୍ରେତୟାଦେବ ମନ୍ଦିର ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା
ଶ୍ରୀଜଗନ୍ନାଥ ୧୯୩