Jump to content

ପୃଷ୍ଠା:ShreeJagannath.pdf/୨୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|396px|page=257]]

କାହାରି କାହାରି ମତରେ ଓଡ଼ିଶାର ଦେଉଳମାନଙ୍କୁ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ- ରେଖଦେଉଳ ଓ ପୀଢ଼ ଦେଉଳ । ପୀଢ଼ ଦେଉଳର ବିଭିନ୍ନ ଅଂଶର ଏକ ରେଖାଚିତ୍ର ପ୍ରଦତ୍ତ ହେଲା ।

ଶ୍ରୀଜଗନ୍ନାଥ ୨୫୯