ପୃଷ୍ଠା:ShreeJagannath.pdf/୨୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅଦା ପାଚେଡ଼ି ୪ ସରା
ବୁନ୍ଦିଆ ୨ ସରା
ଥାଳି ଖେଚୁଡ଼ି ୬ କୁଡ଼ୁଆ (ବଡ଼ ଠାକୁରଙ୍କର)
ଥାଳି ଖେଚୁଡ଼ି ୨ କୁଡ଼ୁଆ (ସୁଭଦ୍ରାଙ୍କର)
ଥାଳି ଖେଚୁଡ଼ି ୨ କୁଡ଼ୁଆ (ସୁଦର୍ଶନଙ୍କର)
ଥାଳି ଖେଚୁଡ଼ି ୪ କୁଡ଼ୁଆ (ଜଗନ୍ନାଥଙ୍କର)
ତାଟ ଖେଚୁଡ଼ି ୬ କୁଡ଼ୁଆ
ମେଣ୍ଢାମୁଣ୍ଡିଆ ଖେଚୁଡ଼ି ୧ କୁଡ଼ୁଆ
ବଡ଼ କାନିକା ୩ କୁଡ଼ୁଆ
ସାନ କାନିକା ୨ କୁଡ଼ୁଆ
ଓଳି ଖେଚୁଡ଼ି ୯ କୁଡ଼ୁଆ
ନୁଖୁରା ଖେଚୁଡ଼ି ୪ କୁଡ଼ୁଆ
ବଡ଼ ଓଳି ଖେଚୁଡ଼ି ୩ ଓଳି
ସାନ ଓଳି ଖେଚୁଡ଼ି ୩ ଓଳି
ଶାଗ ୫ ଓଳି
ଚଣ୍ଡମାଠପୁଳି ୯ ଓଳି (ପୂଜାପଣ୍ଡାଙ୍କର)
ମଧ୍ୟାହ୍ନ ଧୂପ : ବଡ଼ପିଠା (ପିଠାପୁଳି) ୨ ସରା
ଛେନାପିଠା ୫ ମୂର୍ତ୍ତିି
ତିପୁରୀ ୧୮ ମୂର୍ତ୍ତିି
ବଡ଼ ଆରିସା ୨୧ ମୂର୍ତ୍ତିି
ମାଠପୁଳି ୧୭ ମୂର୍ତ୍ତି
ବଡ଼ବଡ଼ା ୯ ମୂର୍ତ୍ତିି
ସାନବଡ଼ା ୯ ମୂର୍ତ୍ତିି
ବଡ଼ କାକରା ୧ ସରା
ସାନ କାକରା ୧୨ ମୂର୍ତ୍ତିି
ଝଡେ଼ଇଲଦା ଗୁଳା ୧୨ ମୂର୍ତ୍ତିି
ଝଡେ଼ଇଲଦା ୨ ଓଳି
ତାଟ ମନୋହର ୮ ମୂର୍ତ୍ତିି
ସୁଆର ମନୋହର ୩୦ ମୂର୍ତ୍ତି

୨୮୬ * ଶ୍ରୀଜଗନ୍ନାଥ