ପୃଷ୍ଠା:ShreeJagannath.pdf/୨୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସୁଜି ବଡ଼ି କ୍ଷୀରି - ୧ ଓଳି
ସୁବାସ ପଖାଳ - ୧୧ ଓଳି
ସାକରା - ୨ ଓଳି
ସଂଧ୍ୟାଧୂପ : ଚୁପୁଡ଼ା ପଖାଳ - ୧୯ ଓଳି
ପାଣି ପଖାଳ - ୨୩ ଓଳି
ସାନ ଓଳି ପଖାଳ - ୨ ଓଳି
ସାକରା - ୫ ଓଳି
କଅଁଳ ପୁଳି - ୩ ମୂର୍ତ୍ତି
ମାଠପୁଳି - ୨୨ ମୂର୍ତ୍ତି
ଅମାଲୁ (ହାତପୋଡ଼ା) - ୭ ମୂର୍ତ୍ତି
ବଡ଼ ଅମାଲୁ - ୨୧ ମୂର୍ତ୍ତି
ସାନ ଅମାଲୁ - ୮୩ ମୂର୍ତ୍ତି
ବଡ଼ସିଂହାର ଧୂପ : ସରପୁଳି ପିଠା - ୫ ମୂର୍ତ୍ତିି
ସୁଆର ପିଠା - ୧ ସରା (୩ ପଟ)
ରୋଷ ପାଇକ - ୧ ସରା (୨ ପଟ)
ବିରିବୁହା ପିଠା - ୧ ସରା (୨ ପଟ)
କଦଳୀ ବଡ଼ା - ୧୫ ମୂର୍ତ୍ତିି
ମିଠା ପଖାଳ - ୧୧ ଓଳି
କ୍ଷୀରି - ୬ ଓଳି
କାଞ୍ଜି - ୩ ଓଳି




୨୮୮ * ଶ୍ରୀଜଗନ୍ନାଥ