ବ୍ୟବହାରକାରୀଙ୍କ ଆଲୋଚନା:Pmsarangi

Page contents not supported in other languages.
ଉଇକିପାଠାଗାର‌ରୁ

ଆନ୍ତର୍ଜାତିକ ମହିଳା ଦିବସ ୨୦୧୫ ଗଣ-ସମ୍ପାଦନା[ସମ୍ପାଦନା]

ମାର୍ଚ୍ଚ ୮କୁ ସାରା ବିଶ୍ୱରେ ଆନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଏ । ମାର୍ଚ୍ଚ ମାସ ସାରା ମହିଳା ଇତିହାସ ମାସ ପାଳନ, ଜଗତରେ ମହିଳାମାନଙ୍କ ସମାଜକୁ ଅବଦାନ ପାଇଁ ଅଧୁନା ପାଳିତ ହେଉଛି । ଓଡ଼ିଆ ଉଇକିପିଡ଼ିଆରେ ଏହି ମାସ ଯାକ ମହିଳାଙ୍କ ବିଷୟରେ ନୂଆ ପ୍ରସଙ୍ଗ ଲିଖନ ଓ ପୁରୁଣା ଲେଖା ସୁଧାରିବାର ପ୍ରଚେଷ୍ଠା କରାଯିବ । ଆପଣ ଏଥିରେ ଭାଗ ନେଇ ମହିଳାମାନଙ୍କ ବାବଦରେ କୌଣସି ବିଷୟରେ ଲେଖିବାକୁ ଇଚ୍ଛୁକ ଥିଲେ ତଳେ ନିଜ ନାମ ଲେଖାନ୍ତୁ । --Saileshpat (ମୋ ଆଲୋଚନା) ୧୩:୩୦, ୭ ମାର୍ଚ୍ଚ ୨୦୧୫ (IST)[reply]

ଆଗକୁ ଯାଇପାରୁନଥିବା ପୃଷ୍ଠା[ସମ୍ପାଦନା]

ଆଗକୁ ଯାଇପାରୁନଥିବା ପୃଷ୍ଠା ମାନେ କ'ଣ? ଏଥିରେ ଭାଗବତର ବ‌ହୁତ ଗୁଡ଼ାଏ ଅଧ୍ୟାୟ ରହିଛି । ସେଥିପାଇଁ ମୁଁ ଚିନ୍ତିତ । ଏଗୁଡ଼ାକ କାହିଁକି ଆଗକୁ ଯାଇପାରୁନାହିଁ ଓ ଅନ୍ୟ ପୃଷ୍ଠା ସ‌ହ ଯୋଡ଼ି ହୋଇପାରୁ ନାହିଁ । ଏଥିରେ କିଛି ମୋ ତରଫରୁ ଭୂଲ ତ ନାହିଁ ନା ?

ମୁଁ ପଚାରୁଥିବା ପ୍ରଶ୍ନର ଉତ୍ତର ମୁଁ କେଉଁଠି ଦେଖିପାରିବି ?? ମୁଁ ଠିକ୍ ଜାଗାରେ ପ୍ରଶ୍ନ କରୁଛି କି ନାହିଁ ତାର ଉତ୍ତର ବି ଦେବେ?

ଆଗକୁ ଯାଇପାରୁନଥିବା ପୃଷ୍ଠା ମାନେ: 'ସେହି ପୃଷ୍ଠାସବୁ ଉଇକିପାଠାଗାରର ବାକି ପୃଷ୍ଠାମାନଙ୍କ ସଙ୍ଗେ ଯୋଡ଼ା ହୋଇ ନାହାନ୍ତି ।' ଭାଗବତର ଦ୍ଵିତୀୟ ସ୍କନ୍ଧ ପୃଷ୍ଠାରେ ଦେଖିପାରିବେ ଉପରେ ଓ ତଳେ ଏହା ପ୍ରଥମ ସ୍କନ୍ଧ (ପୂର୍ବ) ଓ ତୃତୀୟ ସ୍କନ୍ଧ (ପର) ସହ ଯୋଡ଼ି ହେଇଛି । ଭାଗବତର ସମସ୍ତ ସ୍କନ୍ଧ (ପୃଷ୍ଠା ) ଏହିପରି ଭାଗବତର ସୂଚୀ ସହ ସଂଯୋଗ ହେବା ଉଚିତ, ଏହା ହେଇ ନଥିବାରୁ ଏପରି ଦେଖାଉଛି । ମୁଁ କିଛି ଅଧ୍ୟାୟ ଯୋଡ଼ି ଦେଇଛି, ବାକି ସବୁ କିଛି ଦିନ ମଧ୍ୟରେ ଯୋଡ଼ି ଦେବି । ଏହା ଆପଣ ନିଜେ ମଧ୍ୟ ଏହା କରିପାରିବେ । ଏଥିରେ ଆପଣଙ୍କ ତରଫରୁ କିଛି ଭୁଲ ନାହିଁ, (ଦେଖିବାକୁ କାହାର ବି ଭୁଲ ନାହିଁ, ମିଳିତ ପ୍ରକଳ୍ପ ହେତୁ ଏହା କୌଣସି ଜଣକର ଦାୟିତ୍ଵ ନୁହଁ, ସମସ୍ତଙ୍କର ଦାୟିତ୍ଵ)।
ଆପଣ ପଚାରୁଥିବା ପ୍ରଶ୍ନର ଉତ୍ତର ଏଠାରେ ପଢୁଛନ୍ତି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୦୬, ୧୯ ଜୁନ ୨୦୧୫ (IST)[reply]

ଆପଣଙ୍କ ଲେଖା ପାଇଁ ଅଶେଷ ସାଧୁବାଦ ଆଉ ଲେଖାରେ ସହଯୋଗ ପାଇଁ କିଛି ସୂଚନା[ସମ୍ପାଦନା]

ପଙ୍କଜ ଅପା, ଉଇକିପାଠାଗାରରେ ଆପଣଙ୍କୁ ପାଇ ଖୁବ ଆନନ୍ଦିତ । ଆପଣଙ୍କୁ ଲେଖିବାରେ କିଛି ସହଯୋଗ ପାଇଁ ଉପରେ ଥିବା ଛବିରେ କିଛି ସୂଚନା ରହିଛି । ତଳେ ଦେଖନ୍ତୁ କିପରି ସ୍କାନ ଛବିରୁ ଲେଖାକୁ ରୂପାନ୍ତର କରିବେ:

  1. ଆପଣ ଟାଇପ କରୁଥିବା ପୃଷ୍ଠାଯାକre ଡାହାଣ ପଟେ ସ୍କାନ ହୋଇଥିବା ଛବି ଦିଶେ । Prt Sc ବ୍ୟବହାର କରି ଆପଣ ତାକୁ କପି କରିପାରିବେ ।
  2. କୌଣସି Image editor ସଫ୍ଟଓଏର (GIMP, Paint କିମ୍ବା Photoshop) ଖୋଲି ତହିଁରେ Paste କଲେ ସେ ସ୍କାନ ଛବିଟି ଦିଶିବ । ତାକୁ save କରନ୍ତୁ ।

ପ୍ରଥମେ https://drive.google.com ଖୋଲିବେ ।

ତା' ପରେ Upload >> ନିଜ କମ୍ପୁଟରରେ ସ୍କାନ ହୋଇ ଆଗରୁ ଥିବା JPG/PNG/GIF/TIFF/PDF ବାଛିବେ । ଛବିଟି କିଛି ସମୟ ଭିତରେ ଅପଲୋଡ଼ ହୋଇଯିବ ।

ଏବେ Right click >> Open with >> Google Doc କରିବେ ।

ନୂଆ ଟ୍ୟାବରେ ଉପରେ ଛବି ଓ ତଳେ ଲେଖା ଥାଇ ଖୋଲିବ । ତଳ ଲେଖାରେ କିଛି ଭୁଲ ଥାଇପାରେ । ତା'କୁ ସଂଶୋଧନ କରି ବ୍ୟବହାର କରିବେ ।

କିପରି Google OCR ବ୍ୟବହାର କରିବେ ଏଠାରୁ ଶିଖିପାରିବେ

ଏମିତି ଲେଖିଚାଲୁଥିବେ, ଏତିକି କାମନା! --Psubhashish (ମୋ ଆଲୋଚନା) ୦୧:୧୮, ୩ ସେପ୍ଟେମ୍ବର ୨୦୧୫ (IST)[reply]

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

-ଶିତିକଣ୍ଠ ଦାଶ (ମୋ ଆଲୋଚନା), ୨୦ ଅକ୍ଟୋବର ୨୦୧୫ (IST)

ପ୍ରିୟ ଉଇକିଆଳି ବନ୍ଧୁ ମାନେ,

ଛବି ସ‌ହ ବିଷୟ କେମିତି ଟାଇପ ହେବ Means picture in line with text. Picture side re text. --Pmsarangi (ମୋ ଆଲୋଚନା) ୧୪:୪୬, ୯ ଫେବୃଆରୀ ୨୦୧୬ (IST)[reply]


ଆନ୍ତର୍ଜାତିକ ମହିଳା ମାସ ଗଣ-ସମ୍ପାଦନା, ୨୦୧୬
ଓଡି଼ଆ ଉଇକିପିଡି଼ଆରେ ଆନ୍ତର୍ଜାତିକ ମହିଳା ମାସ ଗଣସମ୍ପାଦନା ଆରମ୍ଭ ହେଇଗଲାଣି, ଆପଣଙ୍କୁ ଭାଗ ନେବାକୁ ଅନୁରୋଧ। Sailesh Patnaik  ଶୈଳେଶ (ମୋ ଆଲୋଚନା) ୦୦:୧୫, ୮ ମାର୍ଚ୍ଚ ୨୦୧୬ (IST)[reply]
ଶୈଳେଶ, ମୁଁ ନିଶ୍ଚୟ ଭାଗ ନେବି।--Pmsarangi (ମୋ ଆଲୋଚନା) ୨୩:୪୦, ୧୫ ଜୁନ ୨୦୧୬ (IST)[reply]

Share your experience and feedback as a Wikimedian in this global survey[ସମ୍ପାଦନା]

  1. This survey is primarily meant to get feedback on the Wikimedia Foundation's current work, not long-term strategy.
  2. Legal stuff: No purchase necessary. Must be the age of majority to participate. Sponsored by the Wikimedia Foundation located at 149 New Montgomery, San Francisco, CA, USA, 94105. Ends January 31, 2017. Void where prohibited. Click here for contest rules.

CIS-A2Kର ଆଗାମୀ ବର୍ଷର କାର୍ଯ୍ୟ ପାଇଁ ସର୍ଭେ।[ସମ୍ପାଦନା]

ନମସ୍କାର ହରିହର ସାର, ଆଗାମୀ ବର୍ଷର କାର୍ଯ୍ୟ ପାଇଁ ଏହା CIS-A2Kର ଗୋଟେ ସର୍ଭେ। ଆପଣ ଚାହିଁଲେ ଯେକୌଣସି ପ୍ରଶ୍ନର ଉତ୍ତର ଦେଇପାରିବେ କିମ୍ବା ଅଗ୍ରାହ୍ୟ କରିପାରିବେ। ଯଦି ଆପଣ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ଏଠାରେ ଦେବାକୁ ଚାହୁଁନାହାନ୍ତି, ତେବେ ମତେ ଇମେଲ(sailesh.patnaik007gmail.com), ଫୋନ୍ (୭୫୩୭୦୯୭୭୭୦) କିମ୍ବା ସ୍କାଇପ୍ ଦ୍ୱାରା ଉତ୍ତର ପଠେଇ ପାରିବେ। ଆପଣ ରବିବାର ସନ୍ଧ୍ୟାରେ ହେଉଥିବା IRCରେ ମଧ୍ୟ ଭାଗ ନେଇ ନିଜ ମତ ରଖିପାରିବେ।

  • ଏହି ବର୍ଷ CIS-A2K ଦ୍ୱାରା କରାଯାଇଥିବା କାର୍ଯ୍ୟ ଓଡ଼ିଆ ଉଇକିପିଡ଼ିଆ ସମୁଦାୟ ଉପରେ କିପରି ପ୍ରଭାବ ପକେଇଛି?
  • ଆପଣଙ୍କ ମତରେ ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆର ସ୍ଥିତି କଣ ଅଛି? ଏଥିରେ CIS-A2Kର କାର୍ଯ୍ୟର କିଛି ପ୍ରଭାବ ପଡ଼ିଛି କି? (ନୁଆ ଉଇକିଆଳି ଆସିବା, ନୂତନ ପ୍ରକଳ୍ପ କିମ୍ବା ନୂତନ ସମୁଦାୟ ଆରମ୍ଭ ହେବା ଇତ୍ୟାଦି...)
  • କେଉଁ କ୍ଷେତ୍ରରେ CIS-A2K ଅଧିକ ଧ୍ୟାନ ଦେବା ଦରକାର ଏବଂ କେଉଁ କାର୍ଯ୍ୟ କରିବାରେ ଆମେ ବିଫଳ ହେଇଛୁ?
  • CIS-A2K, ସମୁଦାୟ କୁ କିପରି ଅଧିକ ସାହାଯ୍ୟ କରିପାରିବ?
  • ଓପେନ୍ ସୋର୍ସ, ଓପେନ୍ ମାପ୍ସ କିମ୍ବା ଅନ୍ୟ ଓପେନ ପ୍ରକଳ୍ପ ଦ୍ୱାରା CIS-A2K କିପରି ସମୁଦାୟର ସହାୟତା କରିପାରିବ?
  • ଏହି ବର୍ଷ ଆପଣ CIS-A2Kକୁ ଓଡ଼ିଆ ଉଇକିପିଡ଼ିଆ ପାଇଁ କେଉଁ କାମ କରିବା ପାଇଁ ପରାମର୍ଶ ଦେବ? (ଅଧିକ କର୍ମଶାଳା, ଗଣସମ୍ପାଦନା, GLAM ପ୍ରକଳ୍ପ, ନୁଆ ଟୁଲ ତିଆରି କରିବା, ଇତ୍ୟାଦି....)--୍Saileshpat (ମୋ ଆଲୋଚନା) ୨୦:୫୮, ୬ ମାର୍ଚ୍ଚ ୨୦୧୭ (IST)[reply]

ଉଇକି ପାଠାଗାରରେ ଓଡିଆ ଭାଗବତ[ସମ୍ପାଦନା]

ଏହା ସର୍ବଜନ ବିଦିତ ଯେ ଜଗନ୍ନାଥ ଦାସ ନବାକ୍ଷରୀ ଛନ୍ଦରେ ସମ୍ପୁର୍ଣ୍ଣ ଓଡିଆ ଭାଗବତ ରଚନା କରିଥିଲେ । ଗୀତା ପ୍ରେସଦ୍ୱାରା ପ୍ରକାଶିତ ଭାଗବତରେ ଏହା ସ୍ପଷ୍ଟ । ତେବେ ଉଇକି ପାଠାଗାରର ଏହି ଭାଗବତରେ ସ୍କନ୍ଧ-୪ ଅଧ୍ୟାୟ ୮,୯,୧୦ ଇତ୍ୟାଦି ଚଉଦ ଅକ୍ଷରୀ କେଉଁ ବହି ଆଧାରରେ ଲିଖିତ ତାହାର ଆଧାର ରହିବା ଜରୁରୀ ବୋଲି ମନେ ହୁଏ ।

ହରିହର ପ୍ରସାଦ ଶତପଥି


chapterwise transclusion[ସମ୍ପାଦନା]

https://sa.wikisource.org/s/1sln

Indic Wikisource Proofreadthon[ସମ୍ପାଦନା]

Sorry for writing this message in English - feel free to help us translating it

Indic Wikisource Proofreadthon first prize[ସମ୍ପାଦନା]

Sorry for writing this message in English - feel free to help us translating it

Congratulations!!!
Dear Pmsarangi, the results of the Indic Wikisource Proofreadthon have been published.You won first place in this contest from your community. Congratulations !!!

The Centre for Internet & Society (CIS-A2K) will need to fill out the required information in this Google form to send the contest prize to your address. We assure that this information will be kept completely confidential. Please confirm here just below this message by notifying ( "I have filled up the form. - ~~~~") us, when you filled up this form. You are requested to complete this form within 7 days.

Thank you for your contribution to Wikisource. Hopefully, Wikisource will continue to enrich your active constructive editing in the future.

Thanks for your contribution
Jayanta (CIS-A2K)
Wikisource Advisor, CIS-A2K

"I have filled up the form. - Pmsarangi (ମୋ ଆଲୋଚନା) ୧୫:୧୨, ୧୬ ଜୁନ ୨୦୨୦ (IST)"[reply]

Indic Wikisource Proofreadthon II 2020[ସମ୍ପାଦନା]

Sorry for writing this message in English - feel free to help us translating it

We sent you an e-mail[ସମ୍ପାଦନା]

Hello Pmsarangi,

Really sorry for the inconvenience. This is a gentle note to request that you check your email. We sent you a message titled "The Community Insights survey is coming!". If you have questions, email surveys@wikimedia.org.

You can see my explanation here.

MediaWiki message delivery (ମୋ ଆଲୋଚନା) ୦୦:୨୩, ୨୬ ସେପ୍ଟେମ୍ବର ୨୦୨୦ (IST)[reply]

Indic Wikisource Proofreadthon II[ସମ୍ପାଦନା]

Sorry for writing this message in English - feel free to help us translating it

Indic Wikisource Proofreadthon II 2020 - Collect your book[ସମ୍ପାଦନା]

Sorry for writing this message in English - feel free to help us translating it

Dear Pmsarangi,

Thank you and congratulation to you for your participation and support of our 1st Proofreadthon.The CIS-A2K has conducted again 2nd Online Indic Wikisource Proofreadthon 2020 II to enrich our Indian classic literature in digital format in this festive season.

WHAT DO YOU NEED

  • Booklist: a collection of books to be proofread. Kindly help us to find some book your language. The book should not be available on any third party website with Unicode formatted text. Please collect the books and add our event page book list. You should follow the copyright guideline describes here. After finding the book, you should check the pages of the book and create Pagelist.
  • Participants: Kindly sign your name at Participants section if you wish to participate this event.
  • Reviewer: Kindly promote yourself as administrator/reviewer of this proofreadthon and add your proposal here. The administrator/reviewers could participate in this Proofreadthon.
  • Some social media coverage: I would request to all Indic Wikisource community members, please spread the news to all social media channels, we always try to convince it your Wikipedia/Wikisource to use their SiteNotice. Of course, you must also use your own Wikisource site notice.
  • Some awards: There may be some award/prize given by CIS-A2K.
  • Time : Proofreadthon will run: from 01 Nov 2020 00.01 to 15 Nov 2020 23.59
  • Rules and guidelines: The basic rules and guideline have described here
  • Scoring: The details scoring method have described here

I really hope many Indic Wikisources will be present this year at-home lockdown.

Thanks for your attention
Jayanta (CIS-A2K)
Wikisource Program officer, CIS-A2K

Thank you for your participation and support[ସମ୍ପାଦନା]

Sorry for writing this message in English - feel free to help us translating it

Dear Pmsarangi,
Greetings!
It has been 15 days since Indic Wikisource Proofreadthon 2020 online proofreading contest has started and all 12 communities have been performing extremely well.
However, the 15 days contest comes to end on today, 15 November 2020 at 11.59 PM IST. We thank you for your contribution tirelessly for the last 15 days and we wish you continue the same in future events!

Apart from this contest end date, we will declare the final result on 20th November 2020. We are requesting you, please re-check your contribution once again. This extra-time will be for re-checking the whole contest for admin/reviewer. The contest admin/reviewer has a right revert any proofread/validation as per your language community standard. We accept and respect different language community and their different community proofreading standards. Each Indic Wikisource language community user (including admins or sysops) have the responsibility to maintain their quality of proofreading what they have set.

Thanks for your attention
Jayanta (CIS-A2K)
Wikisource Program officer, CIS-A2K

Requests for comment-Proofreadthon[ସମ୍ପାଦନା]

Dear friends,
I started a discussion and Request for comment here. Last year we conducted two Proofread-Edithon contest. Your feedback and comments are very much needed to set the future vision of Indic language Wikisource. Although, English might be a common language to discuss, feel free to write in your native language.

On behalf of Indic Wikisource Community

Jayanta Nath ୧୮:୫୯, ୧୩ ମାର୍ଚ୍ଚ ୨୦୨୧ (IST)

Requests for comments : Indic wikisource community 2021[ସମ୍ପାଦନା]

(Sorry for writing this message in English - feel free to help us translating it)

Dear Wiki-librarian,

Coming two years CIS-A2K will focus on the Indic languages Wikisource project. To design the programs based on the needs of the community and volunteers, we invite your valuable suggestions/opinion and thoughts to Requests for comments. We would like to improve our working continuously taking into consideration the responses/feedback about the events conducted previously. We request you to go through the various sections in the RfC and respond. Your response will help us to decide to plan accordingly your needs.

Please write in detail, and avoid brief comments without explanations.

Jayanta Nath
On behalf
Centre for Internet & Society's Access to Knowledge Programme (CIS-A2K)

Indic Wikisource Proofreadthon August 2021[ସମ୍ପାଦନା]

Sorry for writing this message in English - feel free to help us translating it

Dear Pmsarangi,

Thank you and congratulation to you for your participation and support last year.The CIS-A2K has conducted again this year Online Indic Wikisource Proofreadthon August 2021 to enrich our Indian classic literature in digital format in this Indian freedom season.

WHAT DO YOU NEED

  • Booklist: a collection of books to be proofread. Kindly help us to find some book your language. The book should not be available on any third party website with Unicode formatted text. Please collect the books and add our event page book list. You should follow the copyright guideline describes here. After finding the book, you should check the pages of the book and create <pagelist/>.
  • Participants: Kindly sign your name at Participants section if you wish to participate in this event.
  • Reviewer: Kindly promote yourself as administrator/reviewer of this proofreadthon and add your proposal here. The administrator/reviewers could participate in this Proofreadthon.
  • Some social media coverage: I would request to all Indic Wikisource community members, please spread the news to all social media channels, we always try to convince your Wikipedia/Wikisource to use their SiteNotice. Of course, you must also use your own Wikisource site notice.
  • Some awards: There may be some award/prize given by CIS-A2K.
  • Time : Proofreadthon will run: from 15 August 2021 00.01 to 31 August 2021 23.59 (IST)
  • Rules and guidelines: The basic rules and guideline have described here
  • Scoring: The details scoring method have described here

I really hope many Indic Wikisources will be present this year at-home lockdown.

Thanks for your attention
Jayanta (CIS-A2K)
Wikisource Program officer, CIS-A2K

Indic Wikisource Proofreadthon March 2022[ସମ୍ପାଦନା]

Sorry for writing this message in English - feel free to help us translating it

Dear Pmsarangi,

Thank you and congratulation to you for your participation and support last year.The CIS-A2K has conducted again this year Online Indic Wikisource Proofreadthon March 2022 to enrich our Indian classic literature in digital format.

WHAT DO YOU NEED

  • Booklist: a collection of books to be proofread. Kindly help us to find some book your language. The book should not be available on any third party website with Unicode formatted text. Please collect the books and add our event page book list. You should follow the copyright guideline described here. After finding the book, you should check the pages of the book and create <pagelist/>.
  • Participants: Kindly sign your name at Participants section if you wish to participate in this event.
  • Reviewer: Kindly promote yourself as administrator/reviewer of this proofreadthon and add your proposal here. The administrator/reviewers could participate in this Proofreadthon.
  • Some social media coverage: I would request to all Indic Wikisource community members, please spread the news to all social media channels, we always try to convince your Wikipedia/Wikisource to use their SiteNotice. Of course, you must also use your own Wikisource site notice.
  • Some awards: There may be some award/prize given by CIS-A2K.
  • Time : Proofreadthon will run: from 01 March 2022 00.01 to 16 March 2022 23.59 (IST)
  • Rules and guidelines: The basic rules and guideline have described here
  • Scoring: The details scoring method have described here

I really hope many Indic Wikisources will be present this year at-home lockdown.

Thanks for your attention
Jayanta (CIS-A2K) ୨୨:୨୧, ୧୧ ଫେବୃଆରୀ ୨୦୨୨ (IST)[reply]
Wikisource Program officer, CIS-A2K

Indic Wikisource proofread-a-thon November 2022[ସମ୍ପାଦନା]

Sorry for writing this message in English - feel free to help us translate it

Dear Pmsarangi,
Thank you and congratulation to you for your participation and support last year. The CIS-A2K has been conducted again this year Online Indic Wikisource proofread-a-thon November 2022 to enrich our Indian classic literature in digital format.

WHAT DO YOU NEED

  • Booklist: a collection of books to be proofread. Kindly help us to find some books in your language. The book should not be available on any third-party website with Unicode formatted text. Please collect the books and add our event page book list. You should follow the copyright guideline described here. After finding the book, you should check the pages of the book and create <pagelist/>.
  • Participants: Kindly sign your name at Participants section if you wish to participate in this event.
  • Reviewer: Kindly promote yourself as administrator/reviewer of this proofreadthon and add your proposal here. The administrator/reviewers could participate in this Proofreadthon.
  • Some social media coverage: I would request to all Indic Wikisource community members, please spread the news to all social media channels, we always try to convince your Wikipedia/Wikisource to use their SiteNotice. Of course, you must also use your own Wikisource site notice.
  • Some awards: There may be some award/prize given by CIS-A2K.
  • A way to count validated and proofread pages:Indic Wikisource Contest Tools
  • Time : Proofreadthon will run: from 14 November 2022 00.01 to 30 Novemeber 2022 23.59 (IST)
  • Rules and guidelines: The basic rules and guideline have described here
  • Scoring: The details scoring method have described here

I really hope many Indic Wikisources will be present this time.

Thanks for your attention
Jayanta (CIS-A2K)- 9 November 2022 (UTC)
Wikisource Program officer, CIS-A2K